Daily Archives

ବିରାଟ ବାଇକ୍‌ ରାଲି ସହ ବିଜେଡ଼ିର ଶକ୍ତି ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବାଇକ୍‌ ରାଲିରେ ଆଜି ଅପରାହ୍ନରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିିଳିଛି । ବଲାଙ୍ଗିର କୋଶଲ୍‌ ଛକରୁ ବହାରିଥିବା ଏହି ରାଲିରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି, ଗଛ ପଡ଼ି ରାସ୍ତା ଅବରୋଧ, ବିଦ୍ୟୁତ୍‌ ସରବରାହ ବ୍ୟାହତ,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର କେତେକସ୍ଥାନରେ ଆଜି ଶନିବାର ସନ୍ଧ୍ୟାରେ ହୋଇଯାଇଛି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବ୍ଲକ ଅନ୍ତର୍ଗତ ଗରଗଡବାହାଲ ପଞ୍ଚାୟତ ସଦର ମହକୁମା ସମେତ ବହୁ
Read More...

ଭୁତିଆରବାହାଲ, କୂଡାସିଙ୍ଘାରେ ଜନ ଆଶୀର୍ବାଦ୍‌ ସଭା

୨୪ ବର୍ଷର ସରକାରରେ କେବଳ ଗରିବୀ ବଢ଼ିଛି - ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାତାର ୫ଟି ପାଳିର ବିଜେଡି ସରକାର ପାଖରେ ବହୁତ ସମୟ ଥିଲା ଲୋକଙ୍କ ଆର୍ଥିକ ବିକାଶ ପାଇଁ କିଛି ଠୋସ ପଦକ୍ଷେପ ନେବା ପାଇଁ କିନ୍ତୁ ଲୋକଙ୍କ ବିକାଶ ପରିବର୍ତେ ନବୀନ ସରକାର ପ୍ରତ୍ୟେକ କ୍ଷେତ୍ରରେ
Read More...

ବଲାଙ୍ଗିର ରାମଲୀଳା ଆଦ୍ୟକାଣ୍ଡ ଆରମ୍ଭ : ରାମଙ୍କ ମିଥିଲା ଗମନ

ଡା. ରୁଦ୍ର ପଟେଲ ଶିବଙ୍କ ଭୂମିକାରେ ଲୋକଙ୍କ ମନ ଜିଣିଥିଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜଗନ୍ନାଥପଡା ରାମଜୀ ନାଟ୍ୟ ସଂସଦର ପ୍ରଥମ ଦିବସରେ ରାମଲୀଳାରେ ବିଶ୍ୱାମିତ୍ର, ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯଜ୍ଞ ରକ୍ଷା ନିମନ୍ତେ ଦଶରଥଙ୍କଠୁଁ ନେଇ ତାଡକା ବଧ, ମାରୀଚ ଓ ସୁବାହୁ
Read More...

ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ପରଜଙ୍ଗ ଥାନାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ସ୍ଥାନୀୟ ବାରିହାପୁର ଗାଁର ମହେନ୍ଦ୍ର ନାଏକ । ମହେନ୍ଦ୍ର ଥାନା
Read More...

ବିଜେପି ବସ୍ତି ଅଭିଯାନ ତରଫରୁ ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ବସ୍ତି ଅଭିଯାନର ଦାୟିତ୍ୱରେ ଥିବା ଜିଲ୍ଲା ସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଶତାଧିକ ବସ୍ତିବାସିନ୍ଦା ଏକ ବିରାଟ ଶୋଭା ଯାତ୍ରାରେ ରାଉରକେଲା ସ୍ଥିତ କଲ୍ୟାଣୀ ଭବନରେ ପହଞ୍ଚିଥିଲେ । ସେମାନେ ରାଉରକେଲା ବିଜେପି ବିଧାୟକ
Read More...

ରାଜଧାନୀରେ ଟ୍ରାଫିକ୍‌ ପୋଲିସ୍‌ ପିନ୍ଧିବେ ଏସି ହେଲମେଟ୍‌

ଭୁବନେଶ୍ୱର : ଗୁଜରାଟ ପରେ ଭୁବନେଶ୍ୱର ଟ୍ରାଫିକ ପୋଲିସ ମୁଣ୍ଡରେ ଏସି ହେଲମେଟ୍‌ । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ସହ ଟାଣଖରା ସମୟରେ କିଭଳି ଟ୍ରାଫିକ ପୋଲିସ ତାଙ୍କର ଡ୍ୟୁଟି କରିପାରିବେ, ସେନେଇ କମିଶନରେଟ ପୋଲିସ ମଧ୍ୟ ଆପଣାଇଛି ଏହି ଅଭିନବ ଫଣ୍ଡା । ପୋଲିସ କମିଶନର ସଞ୍ଜୀବ
Read More...

ମୁକେଶ ଜୈନ ବିଜେଡିରେ ହେଲେ ସାମିଲ : କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଲେ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ବିଜେପି ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡି ଦଳରେ ସାମିଲ ହେଲେ । ତେବେ ଏହି ଦଳବଦଳ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଟିଟିଲାଗଡ଼ ବିଜେପି ସଭାପତି ତଥା ବରିଷ୍ଠ ନେତା ପ୍ରଶାନ୍ତ
Read More...

‘ବିରାଟ’ ମୁଗ ବିହନର ବିରାଟ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧ ଲକ୍ଷ ୩୬ ହଜାର ହେକ୍ଟର ଜମିରେ ଧାନଚାଷ ପରବର୍ତ୍ତୀ ସମୟର ପଡିଆ ପଡ଼ିବା ସହିତ ବିଭିନ୍ନ ଡାଲି ଜାତୀୟ ଫସଲ କରିବା ପାଇଁ ଆର୍ଦ୍ରତା ମଧ୍ୟ ରହିଥାଏ । ଆନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା(ଇରି) ଦ୍ୱାରା ହେଉଥିବା ସାଟେଲାଇଟ୍‌ ସର୍ଭେରୁ
Read More...

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ : ଗରମ ଓ ଗୁଳୁଗୁଳି ଦ୍ୱିଗୁଣିତ ହୋଇଗଲାଣି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ଜିଲାରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲାଣି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ମଧ୍ୟ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ଉପରେ ରହୁଛି । ଗୋଟିଏ ପଟେ ରୌଦ୍ର ତାପରେ
Read More...