Daily Archives

ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳି ବିଧାନସଭା ଆସନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରାର୍ଥିପତ୍ର
Read More...

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ବିଶାଳ ମିଶ୍ରଣ ପର୍ବ : କଂଗ୍ରେସରୁ ଆସି ବିଜେଡ଼ିରେ ମିଶିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆଜି ସଂଧ୍ୟାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ନିକଟରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ୍‌ ହୋଇଥିବା ଦୁଇ ଜଣ ବଳିଷ୍ଠ ଯୁବନେତା ବିଧୁଭୂଷଣ ତ୍ରିପାଠୀ ଓ ଆକାଶ ମିଶ୍ରଙ୍କ
Read More...

ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋହରପୁର ବଲାଙ୍ଗିର ବିରାଟ କେଶରୀ ପ୍ରଧାନଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଷ୍ଟ୍ରୋକ ପୀଡିତ ହୋଇ ମାର୍ଚ୍ଚ ୧୯ ତାରିଖରୁ ସେ ନ୍ୟୁରୋ ସାଇନ୍ସ ଆଇସିୟୁ, କିମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ
Read More...

୬ ଦିନ ପରେ ଲଛମନଙ୍କ ଗଳିତ ଶବ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଗତ ଗୁରୁବାର ଦିନ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ପ୍ରତାପପୁର କେନାଲ ଛକ ଠାରେ ଗାଧୋଉ ଥିବା ଅବସ୍ଥାରେ ପାଦ ଖସି ଯିବାରୁ ଲଛମନ ଭାସି ଯାଇଥିବା ସୂଚନା ମିଳିଥିଲା । ଦୀର୍ଘ ୬ ଦିନ ପରେ ଲଛମନ ରାଉତଙ୍କ ଶବ ଘଟଣାସ୍ଥଳରୁ ୧୩ କିଲୋମିଟର ଦୂର ବିମଳା ଗେଟ ପାଖରୁ
Read More...

ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା : ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା । ବିଜାପୁର ପୁଲିସ ନିକଟରେ ୧୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଏମାନଙ୍କ
Read More...

ପୁଇଁତଲା ବ୍ଲକ୍‌ କଂଗ୍ରେସର ବିଶାଳ କର୍ମୀ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ୍‌ କଂଗ୍ରେସ କମିଟି ପକ୍ଷରୁ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଏକ ବିଶାଳ କର୍ମୀ ସମାବେଶ ଗଇଁତଲା ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ
Read More...

ଉତ୍ତମ ଶିକ୍ଷା ସମାଜକୁ ଆର୍ଥିକ ସମୃଦ୍ଧି କରିବ – ସମରେନ୍ଦ୍ର

ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୧୮,୧୯,୨୦ ମହିଳା ସମ୍ବିଳନୀ ଓ ୱାର୍ଡ ନଂ.୧୦ର ଗେଡ୍‌ ସରୋବରପଡାବାସୀଙ୍କ ଦ୍ୱାରା ଅନୁଷ୍ଠିତ କଂଗ୍ରେସର ନିର୍ବାଚନୀ ସଭାରେ
Read More...

ବସୁଧାମେକ୍ସ ପକ୍ଷରୁ ମହିଳାମାନଙ୍କୁ ମାଗଣାରେ ସେନିଟାରୀ ପେଡ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହାଟପଦାପଡା ଠାରେ ଆଜି ସଂଧ୍ୟା ସମୟରେ ବସୁଧାମେକ୍ସ ପକ୍ଷରୁ ସ୍ଥାନୀୟ ମହିଳାମାନଙ୍କୁ ସେନିଟାରୀ ପେଡ୍‌ ମାଗଣାରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସମାଜସେବୀ ତଥା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୀତା ଯୋଷୀ
Read More...

ଆଇନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ଆଇନ ଦିବସ ପାଳିତ ହୋଇଯାଇଛି । ମଧୁସୂଦନ ଦାଶ ଜଣେ ଓଡିଆ ସ୍ୱାଧିନତା ସଂଗ୍ରାମୀ, ଓଡିଶା ଭାଷା ଆନ୍ଦୋଳନର ପୁରୋଧା, ଲେଖକ ଓ କବି ଥିଲେ । ସେ ଥିଲେ ଓଡିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡିଆ ଗ୍ରାଜୁଏଟ୍‌,
Read More...

ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ୨ ଜଣ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ତିନି ସେଟ୍‌ ପ୍ରାର୍ଥୀ ପତ୍ର ଓ ସ୍ଵାଧୀନ ପ୍ରାର୍ଥୀ ଭାବେ ଦେବେନ୍ଦ୍ର କୁମାର ଜୈନ ଏକ ସେଟ୍‌ ପ୍ରାର୍ଥୀ ପତ୍ର
Read More...