Daily Archives

କଂଗ୍ରେସର ମିଶ୍ରଣ ପର୍ବ

ସମରେନ୍ଦ୍ରଙ୍କ ଡାକରାରେ କଂଗ୍ରେସରେ ଯୋଗଦେଲେ ବଘଲାର ଅନେକ ଯୁବକ ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳର ନୀତି ଆଦର୍ଶ ଓ ଯୁବନେତା ତଥା ବଲାଙ୍ଗିର ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା ଦୂରଦୃଷ୍ଟି ଆତ୍ମୀୟ ଓ ଦୃଢ ନେତୃତ୍ୱ ପ୍ରତି
Read More...

ବିଜେପି ଏବଂ ବିଜେଡି ଦଳ ଛାଡି ୪୭ ଜଣ ଯୋଗଦେଲେ କଂଗ୍ରେସ ପାର୍ଟିରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଗକୁ ଆସୁଛି ସାଧାରଣ ନିର୍ବାଚନ ଯେଉଁଥିପାଇଁ ଏବେଠାରୁ ଦେଖିବାକୁ ମିଳିଲାଣି ନିର୍ବାଚନୀ ଉଷ୍ମତା । ତେବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତାର ଘର ସଜାଡ଼ିବା ସହ ଅଣ୍ଟା ସଳଖି ଛିଡା ହେବାପାଇଁ ଜୋରଦାର ପ୍ରୟାସ ଚଳାଇଛି ।
Read More...

ଶାରଳା ସାଂସ୍କୃତିକ ପରିଷଦର ୫୩ତମ ବାର୍ଷିକୋତ୍ସବ : ଧର୍ମ ହେଉଛି ବିଶ୍ୱକୁ ମଧୁମୟ କରିବା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସେକ୍ଟର ୬ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ୫୩ତମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ
Read More...

ସଙ୍ଗୀତ ଓ ନୃତ୍ୟ ନିର୍ଦେଶକ ପବିତ୍ର ପରିଡ଼ାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଜଣାଶୁଣା ସଙ୍ଗୀତ ଓ ନୃତ୍ୟ ନିର୍ଦେଶକ ପବିତ୍ର କୁମାର ପରିଡ଼ାଙ୍କ ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି । ପୁରୀ ଜିଲ୍ଲା ପିପିଲି ବ୍ଲକ ଚାଇଁପୁର ପଞ୍ଚାୟତ ଷଡ଼ାଙ୍ଗୋଇ ଗାଁରେ ଜନ୍ମିତ ସ୍ୱର୍ଗତ ପରିଡ଼ାଙ୍କୁ ୬୩ ବର୍ଷ ବୟସ
Read More...

ଲର୍କିପାଲିରେ ସମରେନ୍ଦ୍ରଙ୍କ ପାଇଁ ଭୋଟ୍‌ ମାଗିଲେ ନରସିଂହ : ଲୋକଙ୍କ ଅଭିଯୋଗ ଶୁଣି କାମ କରିଛୁ ଆଗକୁ ଆହୁରି ହେବ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକେ ଦୁଇ ଥର ତାଙ୍କ ବହୁମୁଲ୍ୟ ଭୋଟ୍‌ ଦେଇ ବଲାଙ୍ଗିରକୁ କଂଗ୍ରେସକୁ ଜିତାଇଛନ୍ତି । ଲୋକଙ୍କ ଆଶା ମୁତାବକ, ତାଙ୍କ ଅଭିଯୋଗ ଶୁଣି କାମ କରିବା ଚେଷ୍ଟା କରିଛୁ । ଅଂଚଳର ପ୍ରତ୍ୟେକ ସମସ୍ୟାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ହେଉ କି ବିଧାନସଭାରେ ଉପସ୍ଥାପନା କରି
Read More...

ମା’ ସୁନାଦେଇଙ୍କ ଆଶୀର୍ବାଦ ନେଇ ସାଧୀନ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ

ନୂଆପଡା, ( ନିରାକାର ମେହେର) : ନିର୍ବାଚନମଣ୍ଡଳୀରେ ସାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଥିବା ଘାସିରାମ ମାଝି ସମର୍ଥକଙ୍କ ସହ ସୋମବାର ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ଆଶୀର୍ବାଦ ଭୀକ୍ଷା କରି ପ୍ରଚାର ଆରମ କରିଛନ୍ତି । ସୁନାଦେଇଙ୍କ ଆଶୀର୍ବାଦ
Read More...

ମତଦାତାଙ୍କୁ ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ଆସନ୍ତା ମେ ୨୦ତାରିଖରେ ବଲାଙ୍ଗିର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲାର ସମସ୍ତ ଭୋଟର କିପରି ନିର୍ବାଚନରେ ଭାଗ ନେବେ ତଥା ବୁଥ୍‌କୁ ଆସି ମତଦାନ ସାବ୍ୟସ୍ତ କରିବେ ସେ ଦିଗରେ
Read More...

ନୂଆପଡ଼ା ଆସନରେ ସ୍ୱାଧୀନ ପ୍ରାର୍ଥୀ ଅଙ୍କ ବିଗାଡ଼ିବେ କି ?

ନୂଆପଡା, (ନିରାକାର ମେହେର) : ଚଳିତ ସାଧାରଣ ନିର୍ବାଚନରେ ନୂଆପଡା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ନିଜ ଗଡ଼ ସଜାଡ଼ିବାରେ ଲାଗି ପଡିଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀରୁ ଏଥର ମନ୍ତ୍ରୀ ତଥା ବିଜେଡିର ଭେଟେରାନ୍‌ ନେତା ରାଜେନ୍ଦ୍ର ଢୋଲକିଆ ବିଜେଡ଼ିରୁ ଟିକଟ୍‌ ପାଇଥିବା ବେଳେ
Read More...

ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପାର ଶକ୍ତି ପ୍ରଦର୍ଶନ ବୁଥ୍‌ ବିଜୟ ସମାବେଶ

ଗଞ୍ଜାମ, ( ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ମେ ୧୩ରେ ସାଧାରଣ ନିର୍ବାଚନ ନଜରରେ ରଖି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦବୀ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ରଣନୀତି ଆରମ୍ଭ କରିଦେଇଛନ୍ତି । ଏନେଇ ଭାଜପା ପକ୍ଷରୁ ଗଞ୍ଜାମ ବ୍ଲକ ସନ୍ତୋଷ ପୁର ପଞ୍ଚାୟତ କୁଶପଲ୍ଲି ମା'
Read More...

ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ : ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଖରାର ତାତି ସାଙ୍ଗକୁ ନିର୍ବାଚନୀ ତାତି ମୁଣ୍ଡ ଉପରେ । ନେତା ପ୍ରଚାର ଏବଂ ପ୍ରଶାସକ ବ୍ୟସ୍ତ ଏହି ପର୍ବ ଆୟୋଜନରେ । ଅସହାୟ ନିରାଶ୍ରିତଙ୍କ ଜୀବନ ସଂଗ୍ରାମ କଥା ଏହି ମୁହୂର୍ତ୍ତରେ ଅବା ଆଉ କିଏ ପଚାରେ । ସେ ବି ଜଣେ ଭୋଟର କିନ୍ତୁ ତା' ପାଇଁ
Read More...