Daily Archives

ସଡକ ଦୁର୍ଘଟଣାରେ ୧ ମୃତ : ୨ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ବ୍ଲକ ସୁଲସୁଳିଆ ଗ୍ରାମରେ ଆଜି ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସୂଚନା ମୁତାବକ ଆଜି ଦିନ ୧୧ଟା ସମୟରେ ଏକ ଅଲ୍ଟୋକାର ଓଡି ୦୨ବିଏ ୩୩୮୭ରେ ରୁଚିଦା
Read More...

କେନ୍ଦ୍ର ସାହିତ୍ୟ ଅକାଦେମିର ବୃତ୍ତଚିତ୍ରକୁ ମଣିପୁରୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଅକାଦେମି ଦ୍ୱାରା ନିର୍ମିତ ବୃତ୍ତଚିତ୍ରକୁ ମଣିପୁରୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ବୃତ୍ତଚିତ୍ରଟି ବିଶିଷ୍ଟ ମଣିପୁରୀ ଲେଖକ ଖୁମନ ପ୍ରକାଶ ସିଂହଙ୍କ ଉପରେ ଆଧାରିତ । ଆଜି ଇମ୍ଫାଲଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାରୋହରେ
Read More...

ବଲାଙ୍ଗିର ବିଜେଡି ପକ୍ଷରୁ ପଡା ପଡାରେ ଘମାଘୋଟ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ପ୍ରଚାର ସେତେ ସେତେ ପ୍ରଖର ହେବାରେ ଲାଗିଛି । ବିଜେଡ଼ିର ମଙ୍ଗ ଧରିଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ । ତାଙ୍କ ପୁଅ ବିଜେଡି ବିଧାନସଭା ପ୍ରାର୍ଥୀ
Read More...

ଜୟପାଟଣାରୁ ବାଜିଲା ବିଜେଡିର ନିର୍ବାଚନୀ ଶଙ୍ଖନାଦ

ଜୟପାଟଣା, (ଶେଷଦେବ ବେହେରା) : ସାଂପ୍ରତିକ ସାଧାରଣ ନିର୍ବାଚନ ପାଇଁ ଆଦିବାସୀ ସଂରକ୍ଷିତ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆସୁଥିବା ଜୟପାଟଣା ସହରର ବଜାର ପଡିଆ ପରିସରରେ ବିଜେଡିର ବ୍ୟାପକ ଆୟୋଜନ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ ଜନତାଙ୍କୁ ବାନ୍ଧି
Read More...

ଡକାୟତି ଯୋଜନା ପଣ୍ଡ : ୪ ଲୁଟେରାଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସହର ତଥା ଆଖପାଖ ଅଞ୍ଚଳରେ ଟିଟିଲାଗଡ଼ ପୋଲିସ ପକ୍ଷରୁ ଜୋରଦାର ପେଟ୍ରୋଲିଂ କରାଯାଉଛି । ଗତ ୨୫ ତାରିଖ ରାତିରେ ଏସ୍‌ଆଇ କିରଣ କୁମାର ଜାନି ପୋଲିସ ଷ୍ଟାଫ ସହିତ ପେଟ୍ରୋଲିଂ କରୁଥିବା ସମୟରେ ଭାଟିପଡ଼ା ହାଇସ୍କୁଲ
Read More...

ରାଜ୍ୟରେ ଦରକାର ଡବଲ୍‌ ଇଞ୍ଜିନ୍‌ ସରକାର : ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଦରକାର ଡବଲ୍‌ ଇଞ୍ଜିନ୍‌ ସରକାର ବୋଲି କହିଛନ୍ତି ଗୋପାଳଜୀ । ବହୁତ ହେଇଗଲା ଦେଶକୁ ଦୁର୍ବଳ କରିବାର ଷଡଯନ୍ତ୍ର। ଦେଶ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷରେ ସାଧାରଣ ଜନତା ପାଇଛି କଣ ? କେବଳ ଜନତାଙ୍କୁ ଭାଗ ଭାଗ କରି ନିଜର ଫାଇଦା ଉଠାଇଛନ୍ତି କଂଗ୍ରେସର
Read More...

ସମାଜସେବୀ, ଦଳିତ ନେତା, ପୂର୍ବତନ ବିଏସ୍‌ପି ଜିଲ୍ଲା ସଭାପତି ତଥା ବିଗତ ବିଧାୟକ ପ୍ରାର୍ଥୀ ବିଜେଡି ନେତା ଦ୍ରୋଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରର ବେଶ୍ ଜଣାଶୁଣା ସମାଜସେବୀ ଦଳିତ ନେତା, ପୂର୍ବତନ ବିଏସ୍‌ପି ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ ପ୍ରାର୍ଥୀ, ପୌର ସଫେଇ କର୍ମଚାରୀ ସଂଘ ଏବଂ ଅଟୋଷ୍ଟାଣ୍ଡର ସଭାପତି ଦ୍ରୋଣ କୁମ୍ଭାର ତାଙ୍କ ବହୁ ସହଯୋଗୀଙ୍କ ସହ ବଲାଙ୍ଗିର
Read More...

୨୪ ବର୍ଷ କ୍ଷମତାରେ ଥିଲ, କ’ଣ କରିଛ ହିସାବ ଦିଅ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍ଏସ୍) : ୨୪ ବର୍ଷ କ୍ଷମତାରେ ଥିଲ, କ'ଣ କରିଛ ହିସାବ ଦିଅ ବୋଲି କହିଛନ୍ତି ସମରେନ୍ଦ୍ର । ବଲାଙ୍ଗିରର ସରଳ ଲୋକଙ୍କଠୁ ଅନେକ ଥର ଭୋଟ୍‌ ହାତେଇବା ପରେ ତାଙ୍କୁ ପ୍ରତାରିତ କରିଛ । ଏପରିକି ଲଗାତାର ୨୪ ବର୍ଷ ପର୍ଯ୍ୟନ୍ତ ବିଧାୟକ, ସାଂସଦ ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର
Read More...

ଦଳିତଙ୍କୁ ଅପମାନିତ କରୁଛି ବିଜେଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳିତଙ୍କୁ ବିଜୁ ଜନତା ଦଳ ଅପମାନିତ କରୁଛି ବୋଲି ଆଜି ଜିଲ୍ଲା ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳିତ ନେତା ତଥା ପୂର୍ବତନ ବିଏସ୍‌ପି ବଲାଙ୍ଗିର ଶାଖା ସଭାପତି ଦ୍ରୋଣ କୁମ୍ଭାର ଗୁରୁତର ଅଭିଯୋଗ କରିଛନ୍ତି । ଗତ କିଛି ଦିନ ତଳେ
Read More...

ବନ୍ଦନାକଟାରେ ରାମଲୀଳା

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ବନ୍ଦନାକଟା ଗ୍ରାମରେ ପୌରାଣିକ ରାମାୟଣ କଥାବସ୍ତୁକୁ ନେଇ ରାମଲୀଳା ନାଟକ ମଂଚସ୍ଥ ହୋଇଆସୁଛି । ପବିତ୍ର ଶ୍ରୀରାମ ନବମୀ ତିଥିରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ରାମଙ୍କ ପୂଜା, ରାମାୟଣ ପଠନ, ଭଜନ, କୀର୍ତ୍ତନ, ପାରାୟଣ ସହ
Read More...