Daily Archives

ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି. ଶାହାକର : ଆଇ. ଆର.ଏସ୍‌ଙ୍କ ନିର୍ବାଚନ ଖର୍ଚ୍ଚ ପରିଚାଳନାର ସମୀକ୍ଷା

ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତାରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୪- ବୀରମହାରାଜପୁର ଓ ୬୫- ସୁବର୍ଣ୍ଣପୁର ବିଧାନସଭା
Read More...

ରାତି ଅଧରେ ପ୍ରେମିକ ସହ ଫେରାର ମାରୁଥିଲା ନବବିବାହିତା ସ୍ତ୍ରୀ : ଧରା ପଡିଗଲେ ଦୁହେଁ, ନିର୍ଦ୍ଧୁମ ଛେଚି ଚପଲ ମାଳ…

ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳର ମହଖଣ୍ଡ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନବବିବାହିତା ସ୍ତ୍ରୀ ପ୍ରେମିକ ସହ ଚମ୍ପଟ ମାରୁଥିବା ବେଳେ ସ୍ୱାମୀ ହାତରେ ଧରା ପଡି ମାଡଖାଇ ଗ୍ରାମରେ ହଟହଟା ହୋଇଥିବା ଭଳି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ
Read More...

ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ କେନ୍ଦ୍ରରେ ବିଶ୍ୱ ବୌଦ୍ଧିକ ଗୁଣଧର୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ରରେ ବିଶ୍ୱ ବୌଦ୍ଧିକ ଗୁଣଧର୍ମ ଦିବସ ପାଳନ କରାଯାଇଥିଲା । ସମ୍ମାନିତ ସଚିବ ଡକ୍ଟର ଅଜିତ ବେହେରା ସମସ୍ତ ଅତିଥି, ଦର୍ଶକଙ୍କୁ ସ୍ୱାଗତ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ
Read More...

ପ୍ରଭାବତୀ ପବ୍ଲିକ ସ୍କୁଲରେ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ କ୍ୟାରିୟର ବିଷୟରେ ସୂଚନା ଦେବାକୁ ଏକ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସୁନନ୍ଦା ଜତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ମୃତ

ଭଞ୍ଜନଗର : ଭଞ୍ଜନଗର ବୁଗୁଡ଼ା ଥାନା ଅନ୍ତର୍ଗତ ତାଳସାକାର ଗ୍ରାମରେ ବିଦ୍ୟୁତ୍‌ ତାରରେ ଲାଗି ଗଲା ଜୀବନ । ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ମୃତ । ମୃତକ ହେଲେ ତାଳସାକାର ଗ୍ରାମର ଅରୁଣ ନାୟକ । ସେ ଶୁକ୍ରବାର ରାତିରେ ନିଜ ବିଲକୁ ଚଣାରେ ପାଣି ମଡାଇବା ପାଇଁ
Read More...

ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା : ସୀତା ଚୋରି ବେଳେ ରାବଣର ଅଟ୍ଟହାସ୍ୟରେ କଂପିଲା ମଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ସୀତା ଚୋରି । ସୀତା ଚୋରି ବେଳେ ଦଶାନନ ରାବଣର ଅଟ୍ଟହାସ୍ୟରେ କଂପିଉଠିଥିଲା ରାମଲୀଳା ମଂଚ । ଅନ୍ୟପଟେ ଜନକସୂତା ଜାନକୀଙ୍କ କରୁଣ କ୍ରନ୍ଦନରେ ହଜାର ହଜାର ଦର୍ଶକ ମୁବ୍ଧ ହୋଇଯାଇଥିଲେ
Read More...

ବେଆଇନ ପାଥୋଲୋଜି କ୍ଲିନିକ୍ ଉପରେ ଚଢ଼ାଉ : ନକଲି ଡାକ୍ତରଙ୍କ ଚାହିଦା ବଢୁଥିବା ନେଇ ଜନସାଧାରଣ ଚିନ୍ତାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରହିଥିବା ବେଆଇନ ପାଢ଼ୀ ପାଥୋଲୋଜି କ୍ଲିନିକ୍ ଉପରେ ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ପୋଲିସ ଉପସ୍ଥିତିରେ ଚଢ଼ାଉ କରି ସିଲ୍ କରିଥିବା ଜଣାପଡ଼ିଛି । ଦୀର୍ଘ
Read More...

ମଧିଆପାଲି ଠାରେ ସମରେନ୍ଦ୍ର ମିଶ୍ରଙ୍କ ଜନ ଆଶୀର୍ବାଦ୍‌ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମଧିଆପାଲି ଠାରେ ଗତ ସନ୍ଧ୍ୟାରେ ସମରେନ୍ଦ୍ର ମିଶ୍ରଙ୍କ ଜନ ଆଶୀର୍ବାଦ୍‌ ସଭାର ଆୟୋଜନ ହୋଇଥିବା ବେଳେ ଅଂଚଳର ଶତାଧିକ ମହିଳା, ପୁରୁଷ ସମବେତ ହୋଇ ଚଳିତ ନିର୍ବାଚନ ପାଇଁ ସମରେନ୍ଦ୍ରଙ୍କୁ ଆଶୀର୍ବାଦ୍‌ କରିଛନ୍ତି । ଆୟୋଜିତ ସଭାରେ ବଲାଙ୍ଗିର ବିଧାୟକ
Read More...

ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ : ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର : ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ହେଲାଣି ତାତି । ଗତକାଲି ରାଜ୍ୟର ୩୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଟପିଥିବାବେଳେ ତା’ମଧ୍ୟରୁ ୪ଟି ସହରର ପାରଦ ୪୪ ପାର୍ କରିଥିଲା । ୪୪.୬ ଡିଗ୍ରୀ ସହ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ
Read More...

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ : ଶୁକ୍ରବାର ମଧ୍ୟରାତ୍ରୀରେ ରାଞ୍ଚିରୁ ଭୁବନେଶ୍ୱର ଯାଉଥିବା ଭୋଳାନାଥ ନାମକ ଯାତ୍ରୀବାହୀ ବସ୍ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଯୁଗଳ ଛକ ଉପକଣ୍ଠ ଦୁର୍ଗାପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ବସର ସମସ୍ତ ଯାତ୍ରୀ ଶୋଇଯାଇଥିବାବେଳେ ଉକ୍ତ ଦୁର୍ଘଟଣା
Read More...