Daily Archives

ମୁରିବାହାଲରୁ ବିଦ୍ୟୁତ୍ ତାର ଚୋରି ଘଟଣା : ମୁଖ୍ୟ ମାଷ୍ଟରମାଇଣ୍ଡ ନିଖିଳ ଜୈନ ସହ ଆଉ ୨ ଅଭିଯୁକ୍ତ କୋର୍ଟ ଚାଲାଣ,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାସାରା ଲଗାତାର ଚାଲିଥିବା ବିଦ୍ୟୁତ ତାର ଚୋରି ସମ୍ପର୍କରେ ଏକ ବଡଧରଣର ରାକେଟ୍‌ ସକ୍ରିୟ ଥିବା ଅଭିଯୋଗ ହୋଇଆସୁଥିଲା । ଏହି ତାର ଚୋରୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଶୁକ୍ରବାର ମୁରିବାହାଲ ଥାନା ପୁଲିସ ସଇଁତଳା ଥାନା ଦାବଜୁରୀ,
Read More...

ବଲାଙ୍ଗିର ଗାୟତ୍ରୀ ପରିବାରର ଜଳଛତ୍ର ଅଭିଯାନ ଗୋପାଳଜୀ ମନ୍ଦିର ଆଗରେ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମତାପ ବୃଦ୍ଧି ପାଇଁ ଏଠାରେ ୪୦ ଡିଗ୍ରୀ ଉପରେ ଉତ୍ତାପ ରହୁଥିବା ଯୋଗୁଁ ଜନଜୀବନ କଷ୍ଟକର ହୋଇପଡିଛି । ଆଜି ରବିବାର ବଜାର ଦିନ ହୋଇଥିବାରୁ ଲୋକେ ସାପ୍ତାହିକ ବଜାର କରିଥାନ୍ତି । ସାଧାରଣ ପଥଚାରୀମାନଙ୍କ ତୃଷା ନିବାରଣ
Read More...

କଂଗ୍ରେସର କର୍ମୀ ସମ୍ମିଳନୀ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଶିବ ମନ୍ଦିର ନିକଟ ଆମ୍ବ ତୋଟାରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମ. ରାମପୁର ବ୍ଲକ୍ କଂଗ୍ରେସ ଦଳ ସଭାପତି ରୁଦ୍ରପ୍ରତାପ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମ. ରାମପୁର ବ୍ଲକ୍
Read More...

ଘମାଘୋଟ ପ୍ରଚାରରେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ରାହ୍ମଣପଡ଼ା ୱାର୍ଡ ନଂ. ୮ ଓ ୭ର ଫଳ ମାର୍କେଟ୍‌ରୁ ସାପ୍ତାହିକ ହାଟ ପର୍ଯ୍ୟନ୍ତ ଡୋର୍‌ ଟୁ ଡୋର୍‌, ଦୋକାନକୁ ଦୋକାନ, ହାଟରେ ବସିଥିବା ବେପାରୀ, ବ୍ୟବସାୟୀମାନଙ୍କ ପାଖକୁ ଯାଇ ବିଜେଡ଼ି ପକ୍ଷରୁ ପ୍ରଚାର କରାଯାଇଥିଲା । ବଲାଙ୍ଗିର ବିଜେଡ଼ି
Read More...

ବିଜେଡି ପାଇଁ ଝଟକା : କର୍ଲାମୁଣ୍ଡା ବ୍ଲକ୍‌ ଉପାଧ୍ୟକ୍ଷ ତଥା ଆଦିବାସୀ ସଂଘ ବ୍ଲକ୍‌ ସଭାପତିଙ୍କ ବିଜେଡିରୁ ଇସ୍ତଫା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ୍‌ ଉପାଧ୍ୟକ୍ଷ ତଥା ବ୍ଲକ୍‌ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ ବିଜେଡିରୁ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ପରେ ବିଜେଡି ପାଇଁ ଝଟକା ସୃଷ୍ଟି ହୋଇଛି । ସେ ବିଜେଡିର ସକ୍ରିୟ ସଭ୍ୟ ଭାବେ ସଂଗଠନକୁ ମଜ୍‌ବୁତ୍‌ କରିବା ନେଇ ସବୁବେଳେ
Read More...

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଗିରଫ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ. ରାମପୁର ରେଞ୍ଜ ଅଧୀନ ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ପୋଡ଼ି ଉଦ୍ୟମ କରୁଥିବା ବେଳେ ବନ କର୍ମଚାରୀଙ୍କ ଦ୍ଵାରା ଧରା ପଡ଼ିଛି ଜଣେ ବ୍ୟକ୍ତି । କାଠ ପୁଲିଆ ଗ୍ରାମର ମୁକୁଡ଼ି ମାଝୀ(୫୨)ଙ୍କୁ
Read More...

ରାବଣ ବଧ ସହ ରାବଣରାଜର ଅନ୍ତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ରାମନବମୀ ଅବସରରେ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ରାମଲୀଳା ଅନୁଷ୍ଠିତ ହୋଇଯାଇଛି । କିଛି ସ୍ଥାନରେ ରାବଣ ନିଧନ ସହ ରାମଲୀଳାର ପରିସମାପ୍ତି ହୋଇଛି । ବୌଦ୍ଧ ଜିଲ୍ଲା ବାମଣ୍ଡା ଓ ସରସରାଠାରେ ପ୍ରଭୁ ରାଜୀବ ଲୋଚନ
Read More...

କ୍ଷୁଦ୍ର ଓ ଉଠାଦୋକାନୀଙ୍କ ସହ ଆଲୋଚନା କଲେ ସମରେନ୍ଦ୍ର

ସରକାରଙ୍କ ଭୁଲ ନିତି କ୍ଷୁଦ୍ର ଓ ଉଠାଦୋକାନୀଙ୍କ ସ୍ୱାର୍ଥ ବିରୋଧୀ, ସମରେନ୍ଦ୍ରଙ୍କ ଆରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୁଦ୍ର ଓ ଉଠା ଦୋକାନୀଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେବଳ ଭୋଟ୍‌ ହାତେଇବା ରାଜନୀତି
Read More...

କପିଲାଭଟାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ କପିଲାଭଟା ଗ୍ରାମର ବରଗଛ ପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତା ଭାବେ ରାମଚନ୍ଦ୍ର ହଂସ ଓ ତାଙ୍କ ସହଧର୍ମିଣୀ ନୃପତି ହଂସ ଦାୟିତ୍ୱ
Read More...

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଚାଳକ ଓ ହେଲ୍‌ପର୍‌ ମୃତ

ସୋନପୁର : ଆଜି ଭୋରରେ ସୋନପୁର-ବଲାଙ୍ଗିର ରାସ୍ତା ହର୍‌ଡୋଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସ୍‌ର ଚାଳକ ଓ ହେଲ୍‌ପର୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଡ୍ରାଇଭର ଡ଼ମ୍ବରୁଧର ସ୍ୱାଇଁ ଓ ହେଲ୍‌ପର୍‌ ଶିବ୍ରମ ଗୌଡ଼ । ସୂଚନା ଅନୁଯାୟୀ, ଆଜି
Read More...