Daily Archives

ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଚତୁର୍ଥ ଥର ପାଇଁ ମତଦାନରେ ମତଦାତା

ଜୟପାଟଣା, (ଶେଷଦେବ ବେହେରା) : ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଚତୁର୍ଥ ଥର ପାଇଁ ମତଦାନ ଦେବାକୁ ମତଦାତାଙ୍କ ମଧ୍ୟରେ ପୁରାପୁରି ଆଗ୍ରହ ନଥିଲେ ମଧ୍ୟ ନିଜର ପରିଚୟକୁ ଭୋଟ୍‌ ବାକ୍ସ ମଧ୍ୟରେ ସାଇତି ରଖି ଅନ୍ୟମାନଙ୍କ ବିକାଶ ପାଇଁ ପୁଣି ଥରେ ମତଦାନ ଦେବେ । ନିର୍ବାଚନ ମଣ୍ଡଳୀର ସୀମାରେଖାକୁ
Read More...

ନିମ୍ନମାନର କାର୍ଯ୍ୟ ଯୋଗୁଁ ଭୁଶୁଡ଼ି ପଡ଼ିଲା ଟାଇଲସ୍‌ ପଥର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅଞ୍ଚଳରେ ରହିଥିବା ବହୁ ପୂରାତନ ତିର୍ଥ ସ୍ଥଳୀ ପାତାଳଗଙ୍ଗା ଏହି ତୀର୍ଥ ସ୍ଥଳୀକୁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ସ୍ଥାନୀୟ ପଡ଼ୋଶୀ
Read More...

ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଏକମାସ ପରେ ସ୍ଥିତି ଜଣାଇଲେ ନିର୍ବାଚନ ଆୟୋଗ

● ସମସ୍ତ ଦଳ/ପ୍ରାର୍ଥୀଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉଛି; ସମସ୍ତଙ୍କୁ ସମାନ ସୁଯୋଗ ଯୋଗାଇ ଦେବା ଏକମାତ୍ର ମାର୍ଗଦର୍ଶିକା● ଆଇନଗତ - ନ୍ୟାୟିକ ପ୍ରକ୍ରିୟାକୁ ଅତିକ୍ରମ କରିବା କିମ୍ବା ଏଥିପାଇଁ ଚେଷ୍ଟା କରିବେ ନାହିଁ ଆୟୋଗ● ସତର୍କତାକୁ ଆହୁରି କଡ଼ାକଡ଼ି କରାଯିବ ଏବଂ
Read More...

ଜଳୁଛି ସାରା ଓଡ଼ିଶା : ୬ ସହର ୪୦ ଉପରେ

ଭୁବନେଶ୍ୱର : ଜଳୁଛି ସାରା ଓଡ଼ିଶା । ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ । ଆଜି ଦିନ ସାଢ଼େ ୨ ସୁଦ୍ଧା ଭୁବନେଶ୍ୱର ସମେତ ୬ ସହରରେ ପାରଦ ୪୦ ଡିଗ୍ରୀ ପାର କରିଛି । ଭୁବନେଶ୍ୱରରେ ସର୍ବାଧିକ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୪୧.୬, ଝାରସୁଗୁଡ଼ାରେ ୪୧.୪,
Read More...

ବରଗଡ଼ ମାଟିରେ କୋସଲି ଭାଷା ଆନ୍ଦୋଳନର ପ୍ରଥମ ପାହାଚ

ବରଗଡ଼, (କେପିଏନ୍‌ଏସ୍‌) : ରବିବାର ସଂଧ୍ୟା ୬.୩୦ରେ ବରଗଡ଼ କୋସଲି ଭାଷା ସାହିତ୍ୟ ପରିଷଦର ପ୍ରଥମ ଅଧିବେଶନ ଅନ୍‌ଲାଇନ୍‌ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ଗୀତିକାର ଶରତଚନ୍ଦ୍ର ପାଢୀ ସଭାପତିତ୍ୱ କରିଥିବା ବେଳେ ପ୍ରାରମ୍ଭିକ ସଭା ଓ ପରିଷଦର ମୂଳ ଉଦ୍ଦେଶ୍ୟ
Read More...

ଝାରସୁଗୁଡ଼ାରେ କୋର୍ଟ ଛାତ ଉପରୁ ଡେଇଁ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା : ଛାତ ଉପରୁ ଡେଇଁ ଜଣେ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣଙ୍କ ହେଲେ ବେଲପାହାଡ଼ ଥାନା ଅନ୍ତର୍ଗତ ଜୁନାଡ଼ିହି
Read More...

ସିନିଅର୍‌ ସିଟିଜନ୍‌ଙ୍କୁ ଠକି ହଡ଼ପ୍‌ କରୁଥିଲେ ଟଙ୍କା : ଯୁବକଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନିଅର୍‌ ସିଟିଜନ୍‌ମାନଙ୍କୁ ଏଟିଏମ୍‌ରୁ ଟଙ୍କା କାଢ଼ିରେ ସାହାଯ୍ୟ କରିବା ବାହାନାରେ ଏଟିଏମ୍‌ ଅଦଳ ବଦଳ କରି ଚତୁରତାର ସହ ସିନିଅର୍‌ ସିଟିଜନ୍‌ଙ୍କ ଟଙ୍କା ହଡ଼ପ୍‌ କରୁଥିବା ଜଣେ ଯୁବକଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂକ୍ରାନ୍ତରେ
Read More...

ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦାଠାରେ ରାଜ୍ୟ ସରକାରଙ୍କ ନେତୃତ୍ୱରେ ପରିଚାଳିତ ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଚଳିତ ମାସ ୧୨ ତାରିଖରୁ ୨୬ ତାରିଖ ଓ ଆସନ୍ତା ମାସ ୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
Read More...

ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ

ଘୁ. ଉଦୟଗିରି : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗରୁ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଉଥିବା ବେଳେ କଳିଙ୍ଗା ଶଙ୍ଖସାହି (ଜବେଡି) ନିକଟରେ ଭାରସାମ୍ୟ ହରେଇ ଏକ କାର (ଓଡି୦୨ ବିଟି ୨୩୮୭) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖୁବାକୁ ମିଳିଥିଲା । ଦୁର୍ଘଟଣା
Read More...

ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀର ରେକି କାର୍ଯ୍ୟକ୍ରମ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀ ସମୁହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ସ୍ଥାନୀୟ ଭଞ୍ଜଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରମୁଖ ରେକି ମାଷ୍ଟର ବିଜୟ କୁମାର ଦାସ, ମମତା
Read More...
error: Content is protected !!