Daily Archives

ସଡ଼କ ଦୁର୍ଘଟଣାରେ ଛତ୍ରପୁରର ଟିବି ଚାମ୍ପିୟାନ ମୁନା ବେହେରା ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀନରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ଭିତ୍ତିକ ସ୍ୱେଚ୍ଛାସେବୀ ଟିବି-ଚାମ୍ପିୟାନ ମୁନା ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଛନ୍ତି । ସେ ଜଣେ ଯକ୍ଷ୍ମାରୋଗର ନିରାକରଣ ଦାୟିତ୍ଵରେ କାର୍ଯ୍ୟରତ ଅବା ଟିବି
Read More...

କଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସଇଁତଲା ବିଧାୟକ ଯଜ୍ଞେଶ୍ଵର ବାବୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସଇଁତଲା ବିଧାୟକ ଯଜ୍ଞେଶ୍ଵର ବାବୁ । ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଯକଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସଇଁତଲା ବିଧାୟକ ଯଜ୍ଞେଶ୍ଵର ବାବୁ ଆଜି ଅପରାହ୍ନରେ ଏ ସଂପର୍କରେ ସୂଚନା
Read More...

କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଜବତ୍

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଓଡି ୦୩ଭି୧୨୩୯ ଜେସିବିକୁ ଜବତ୍ କରିଛି ଜଙ୍ଗଲ ବିଭାଗ । ଏହା ସହ ତୁରେକେଲା ବ୍ଲକ ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବିଦ୍ୱତ
Read More...

ବଲାଙ୍ଗିର ଲୋକସଭା ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ନାମ ଘୋଷଣା ପରେ ଚାରିଆଡେ ଖୁସିର ମାହୋଲ

ସଇଁତଲା, (ପ୍ରମୋଦ ସେଲମା) : ଆଜି ବିଜେଡି ଦଳ ତରଫରୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଆସନ ପାଇଁ ଟିକଟ ଘୋଷଣା କରିଥିବା ବେଳେ ବଲାଙ୍ଗିର ଲୋକସଭା ପ୍ରାର୍ଥୀ ପାଇଁ ଜିଲ୍ଲାର ହେବିୱେଟ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳ
Read More...

ରେଳ ଉପଭୋକ୍ତା ସଂଘର ପ୍ରତିନିଧି ଦଳ ଷ୍ଟେସନ୍‌ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରେଳ ଉପଭୋକ୍ତ ସଂଘର ଏକ ପ୍ରତିନିଧି ଦଳ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହ ବଲାଙ୍ଗିର ଷ୍ଟେସନ୍‌କୁ ଯାଇ ଯାତ୍ରୀମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ । ଅମୃତ ଭାରତ ଯୋଜନାରେ ଅନ୍ୟାନ୍ୟ ଷ୍ଟେସନ୍‌ ଗୁଡିକ ଝଲସୁଥିବା ବେଳେ ୬୦ବର୍ଷ ତଳର
Read More...

‘ନବୀନ’ର ୨୬ତମ ବିଷୁବ ମିଳନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ୨୬ତମ ବିଷୁବ ମିଳନ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ
Read More...

କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପ୍ରଗତି ପତ୍ର ବଣ୍ଟନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ 'ବାର୍ଷିକ ପ୍ରଗତି ପତ୍ର ବଣ୍ଟନ ସମାରୋହ' ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଛବି
Read More...

ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ ଯମୁନା ଗ୍ରାମ ୟୁପି ସ୍କୁଲରେ ଶୋକସଭା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ହୃଦଘାତରେ ମଙ୍ଗଳବାର ଆକସ୍ମିକ ଅକାଳ ବିୟୋଗ ଘଟିଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାସାଗର ଝାଙ୍କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଧବାର
Read More...

ଟ୍ରକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ : ଦୁର୍ଘଟଣାରେ ଚାଳକ ମୃତ

ଟାଙ୍ଗୀ : ଟ୍ରକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ତ ଜାତୀୟ ରାଜପଥର ନୂଆଗଡ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାଖରେ ଅଟକି ରହିଥିବା ଏକ ମାଲ୍ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଏକ
Read More...