pakka

ବଲାଙ୍ଗିର ଲୋକସଭା ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ନାମ ଘୋଷଣା ପରେ ଚାରିଆଡେ ଖୁସିର ମାହୋଲ

bbehera

ସଇଁତଲା, (ପ୍ରମୋଦ ସେଲମା) : ଆଜି ବିଜେଡି ଦଳ ତରଫରୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଆସନ ପାଇଁ ଟିକଟ ଘୋଷଣା କରିଥିବା ବେଳେ ବଲାଙ୍ଗିର ଲୋକସଭା ପ୍ରାର୍ଥୀ ପାଇଁ ଜିଲ୍ଲାର ହେବିୱେଟ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳ ପ୍ରାର୍ଥୀ କରିଛି । ଯାହାକୁ ନେଇ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି । ଏ ନେଇ ସଇଁତଲାଠାରେ ବିଜେଡି କର୍ମୀମାନେ ବାଣ ଫୁଟାଇବା ସହ ମିଷ୍ଠାନ ବଣ୍ଟନ କରି ବେଶ ଉତ୍ସାହୀ ଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

four + 5 =