Daily Archives

କୋସଲି ଭାଷାବିତ୍ ଡଃ. ନାରାୟଣ ମିଶ୍ରଙ୍କୁ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡଠାରେ ଆୟୋଜିତ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ କୋସଲି ଭାଷା ସାହିତ୍ୟ ସୁରକ୍ଷା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ଝାଁପି ପୁସ୍ତକର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ମାଁ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ
Read More...

ଚବିଶ ଘଣ୍ଟା ଭିତରେ ମାଲପଡା ହତ୍ୟାକାଣ୍ଡ ଘଟଣାର ପର୍‌ଦାଫାଶ କଲା ଖପ୍ରାଖୋଲ ପୋଲିସ : ଦୁଇ ଅଭିଯୁକ୍ତ ଗିରଫ କୋର୍ଟ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡମୁଣ୍ଡା ପଂଚାୟତ ଅନ୍ତର୍ଗତ ମାଲପଡା ଗାଁରେ ମାର୍ଚ୍ଚ ମାସ ୨୯ ତାରିଖ ରାତି ୧୨ଟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀମାନଙ୍କୁ ଚବିଶ ଘଣ୍ଟା ଭିତରେ ଖପ୍ରାଖୋଲ ପୋଲିସ ଧରିବାରେ
Read More...

‘ରଚନା’ର ନୂତନ କର୍ମକର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ 'ରଚନା'ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅମର ଆତ୍ମାର ସଦ୍‌ଗତି ପାଇଁ
Read More...

ବିଜେଡି ଦ୍ୱାରା କଣ୍ଟାବାଞ୍ଜିରେ ଶଙ୍ଖ ଜନସମ୍ପର୍କ ପଦଯାତ୍ରା

ବଲାଙ୍ଗିର, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ 'ଶଙ୍ଖ ଜନ ସମ୍ପର୍କ ପଦଯାତ୍ରା' । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନିରୁପମା ମାଝିଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ପୌର ପାଳିକାର ବିଭିନ୍ନ ୱାର୍ଡରେ ଶଙ୍ଖ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା । ଏହି
Read More...

ମାତିଛି ଗୋଠଛଡ଼ା ଦନ୍ତା : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠଛଡ଼ା ଦନ୍ତା ହାତୀ । ବିଳମ୍ବିତ ରାତିରେ ଏହି ଦନ୍ତା କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳକୁ ଧସେଇ ପଶି ୨ ଘର ଭାଙ୍ଗି ଦେଇଥିବା ଜଣା ପଡିଛି । ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି । ହରିଡାଗୋଠର
Read More...

ସରିଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ଖାତା ଦେଖା

ଭୁବନେଶ୍ୱର : ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍‌ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଶେଷ ହୋଇଛି । ଆସନ୍ତା ୪ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଖାତା ଦେଖା ହେବ । ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମେ ୧୫ ତାରିଖ ସୁଦ୍ଧା ପରୀକ୍ଷା ଫଳ
Read More...

୨୧.୫ କେଜିର ଗଞ୍ଜେଇ ଜବତ : ୨ ଗିରଫ

ଭୁବନେଶ୍ୱର : ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍‌ ଆଇଜିକେସି ହସ୍ପିଟାଲ ସନ୍ନିକଟ ଘାଟିକିଆ ସର୍ଭିସ ରୋଡ଼ରେ ଅତର୍କିତ ଚଢଉ କରିଥିଲା । ଏକ ବୋଲେରୋ ଗାଡିରେ କନ୍ଧମାଳ ଅଞ୍ଚଳରୁ ଭୁବନେଶ୍ୱର
Read More...

କାଲିମେଳା ଦୟାଲତୁଙ୍ଗ ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ

କାଲିମେଳା : ନିର୍ବାଚନ ପୂର୍ବରୁ ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା । ଆନ୍ଧ୍ରପ୍ରଦେଶ ଓଡିଶା ସୀମା ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଥିବା ଖବର ମିଳିଛି । କାଲିମେଳା ଥାନା ଅନ୍ତର୍ଗତ ଦୟାଲତୁଙ୍ଗ ଜଙ୍ଗଲରୁ ପୁଲିସ୍‌ ଏହି ବିସ୍ଫୋରକ ଜବତ କରିଥିବା ଜଣା ପଡିଛି । ଜବତ
Read More...

ଅଜଣା ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା ସନ୍ଦେହ : ପୁଲିସର ତଦନ୍ତ ଆରମ୍ଭ

ପୁରୀ : ପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ରକୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ, ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି । ମୃତ ବ୍ୟକ୍ତିଙ୍କ ବେକ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ
Read More...

ସଡ଼କ ଦୁର୍ଘଟଣା : ୧ ଜଣେ ମୃତ

ଖଲ୍ଲିକୋଟ : ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ୧୬ ନମ୍ବର ଜାତୀୟ ରାଜପଥ ସୋଲପୋଖରି ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଥିବା ଟ୍ରକ ପଛକୁ ପିକ୍‌ଅପ୍ ଭ୍ୟାନ ଧକ୍କା ଦେଇଛି । ଏହି ଦୁଘର୍ଟଣାରେ ପିକ୍‌ଅପ୍ ଭ୍ୟାନ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପୁଲିସ୍ ପକ୍ଷରୁ ସୂଚନା
Read More...
error: Content is protected !!