Daily Archives

ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ପଂଚରଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ୟୁ.ପି. ସ୍କୁଲର ୨୦୦୩ ବ୍ୟାଚ୍‌ର ପୁରାତନ ଛାତ୍ର ମାନଙ୍କ ବଂଧୁ ମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକାଦାରପଡା ୟୁ.ପି. ସ୍କୁଲର ୨୦୦୩ ବ୍ୟାଚ୍‌ର ପୁରାତନ ଛାତ୍ର ମାନଙ୍କ ବଂଧୁ ମିଳନ ପଥରଚେପା ସ୍ଥିତ ପଂଚବଟି ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି କାର୍ୟ୍ୟକ୍ରମକୁ ସଫଳ କରିଛନ୍ତି । ଅଳକା,…
Read More...

ବ୍ଲକ ସ୍ତରୀୟ ଯାଦବ ସମ୍ମିଳନୀ : ବଲାଙ୍ଗିର ବ୍ଲକ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଥରଚେପା ଠାରେ ଅନୁଷ୍ଠିତ ହୋଇଯାଇଥିବା ବ୍ଲକ ସ୍ତରୀୟ ଯାଦବ ସମ୍ମିଳନୀ ମୁଖ୍ୟ ଅତିଥି ଜିଲ୍ଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତୀଙ୍କ ସହ ମଞ୍ଚାସୀନ ଅତିଥି ଜିଲ୍ଲା ସହ-ସଂପାଦକ ମନୋଜ ହାତୀ, ଜିଲ୍ଲା ଯୁବ ଯାଦବ ସଭାପତି ଦିଲିପ ରାଜପଳିଆ, ପୌରାଞ୍ଚଳ ସଂପାଦକ…
Read More...

ବିକାଶ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ବଲାଙ୍ଗିର ସିଭିଲ ସୋସାଇଟିର ଅଭିନନ୍ଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଜିଲ୍ଲାର ସୁପୁତ୍ର ତଥା ସର୍ବ ପ୍ରଥମ ମୁଖ୍ୟ ଶାସନ ସଚିବ ଆସନ ଅଳଙ୍କୃତ କରିଥିବା ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିବାରୁ ବଲାଙ୍ଗିର ସିଭିଲ ସୋସାଇଟି ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରୁଅଛି ।…
Read More...

ଉଦ୍ଦେଶ୍ୟ ସାଧନ ପାଇଁ ସାମର୍ଥ୍ୟ ହରାଇଛି ପଶ୍ଚିମ ଓଡିଶା ବିକାଶ ପରିଷଦ : ପରିଷଦର ପୁନର୍ଜୀବନ ଅପେକ୍ଷାରେ ଅଞ୍ଚଳବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟ ନେଇ ଗଠନ କରାଯାଇଥିଲା ପଶ୍ଚିମ ଓଡିଶା ବିକାଶ ପରିଷଦ । ଏହି ମହତ ଉଦ୍ଦେଶ୍ୟ ସାଧନ ପାଇଁ ସାମର୍ଥ୍ୟ ହରାଇଛି ବିକାଶ ପରିଷଦ ବୋଲି ଖୋଦ୍‌ ରାଜ୍ୟର କଂଟ୍ରୋଲର ଓ ଅଡିଟର ଜେନେରାଲ ତାଙ୍କ ରିପୋର୍ଟରେ ଦର୍ଶାଇଥିବା…
Read More...

ନିଷ୍ଠା ପରିବାରର ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ଭୂମି ପୂଜନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାରର ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ଭୂମିପୂଜନ ନିଷ୍ଠା ଭବନ ସଂଲଗ୍ନ ସ୍ଥାନ, ଆନ୍ଧ୍ର କ୍ୟାମ୍ପ, ଖଣ୍ଡହତାଠାରେ ଅନୁଷ୍ଠିତ ହୋଇ ଯାଇଅଛି । ନିଷ୍ଠା ପରିବାରର ବହୁ ଦିନର ସ୍ବପ୍ନ, ନିଜସ୍ଵ…
Read More...

ଗୀତା ଜୟନ୍ତୀ ପୂଜା ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ତ୍ରୟୋଦଶୀ ତିଥିରେ ବରଗଡ଼ ଜିଲ୍ଲା ସରସରା ଠାରେ ଗୀତା ଜୟନ୍ତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଜୟ ପ୍ରକାଶ ନନ୍ଦ, ପଣ୍ଡିତ କାମାକ୍ଷ ପ୍ରସାଦ ଯୋଷୀ ସମେତ ୫ ଜଣ ବ୍ରାହ୍ମଣ ପୂଜା ଅର୍ଚ୍ଚନା କରିଥିଲେ । ପଣ୍ଡିତ ଗାନ୍ଧୀ ପଣ୍ତା ପତ୍ନୀ ଅନୁ ପଣ୍ତା କର୍ତ୍ତା…
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ସହିଦ ମାଧବ ଓ ରମେଶଙ୍କୁ ଶ୍ରଦ୍ଧାଂଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ୍ ଅନ୍ତର୍ଗତ ଟେମରି ଗ୍ରାମରେ ଆଜି ସହିଦ ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ପରିଷଦର ଆବାହକ ଦିଲ୍ଲୀପ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ୨୦୧୦ ମସିହାରେ ପୋଲିସ…
Read More...

ତ୍ରୟୋଦଶ ମହୁରି ମହୋତ୍ସବ ଆୟୋଜିତ

● କବି ଲକ୍ଷ୍ମୀ ନାରାୟଣ ହୋତା ପାଇଲେ ମହୁରି ସମ୍ମାନ ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ 'ମହୁରି' ପତ୍ରିକାର ତ୍ରୟୋଦଶ ସ୍ୱନକ୍ଷତ୍ର ସମାରୋହ 'ମହୁରି ମହୋତ୍ସବ-୨୦୨୦' ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
Read More...

କଂଟାମାଳ ବ୍ଲକ ସାଂବାଦିକ ସଂଘ(କବ୍ଜା)ର ଚତୁର୍ଥ ବାର୍ଷିକୋତ୍ସବ : କରୋନା ଯୋଦ୍ଧା ସମ୍ମାନ ସମାରୋହ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) ପକ୍ଷରୁ ରବିବାର ସଂଘ କାର୍ୟ୍ୟାଳୟ ଠାରେ କୋଭିଡ କଟକଣା ମଧ୍ୟରେ ସଂଘର ଚତୁର୍ଥ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାମାରୀ କରୋନା ସମୟରେ କରେନା ଯୋଦ୍ଧ ଭାବେ କାର୍ୟ୍ୟ…
Read More...