Daily Archives

ସରକାରଙ୍କ ବ୍ୟବସ୍ଥାରେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ୁଛି : ଦଲାଲ ମାଲେମାଲ୍‌, ଚାଷୀ ବେହାଲ୍‌

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସମୟରେ କୃଷି ଶ୍ରମିକ ନଥାଇ ଚାଷୀ କରିଛି ପରିଶ୍ରମ । କ୍ଷେତରେ ଫଳେଇଛି ସୁନା । ତେବେ ସରକାରଙ୍କ ନିୟମ ଅଡ଼ୁଆ । ଅଣ ଜଳସେଚନ ଅଞ୍ଚଳରେ ଏକର ପ୍ରତି ୧୩ କୁଇଣ୍ଟାଲ ଓ ଜଳସେଚିତ ଅଞ୍ଚଳରେ ୧୯ କୁଇଣ୍ଟାଲ ଧାନ କିଣିବେ ସରକାର । ତେବେ ଅଧିକ ଧାନ
Read More...

ପ୍ରାକ୍ ମାନ୍ୟତା ଶିକ୍ଷା ତାଲିମ ଶିବିର ସମାପନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ସିଏସ୍‌ସି ଏକାଡେମୀ ଆନୁକୁଲ୍ୟରେ ଆର୍‌ପିଏଲ୍‌ ଶିକ୍ଷା ତାଲିମ ଶିବିର ସମାପନ ହୋଇଯାଇଛି । ଏକାଡେମୀ ନିୟମକୁ ପାଳନ କରି ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଥିଲା । ଏବଂ ବୁଧବାର ୦୯ ଡିସେମ୍ବର ଦିନ ମୂଲ୍ୟାଙ୍କନ କରାଯାଇଥିଲା । ଏହି ଅବସରରେ
Read More...

ଟିଟିଲାଗଡର ବିରେନ୍ଦ୍ର ବାଗ ‘ଭାରତ ଗୌରବ ସମ୍ମାନ’ରେ ସମ୍ମାନିତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଆଜି ଡିସେମ୍ବର ୯ ତାରିଖରେ ଭୁବନେଶ୍ୱର ଆଇଏମଏ କନଭେଣ୍ଟିଅନାଲ ହଲ୍‌ ଠାରେ ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ତରଫରୁ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଥିଲା । ଏଠାରେ "କୋବିଡ଼-୧୯ ଓ ଭାରତର ସ୍ଥିତି" ଉପରେ ଆଲୋଚନା ହୋଇଥିଲେ । ଏହି କର୍ମଶାଳା ବିଶ୍ଵ
Read More...

ଘେଁସରେ ହଲଧର ନାଗ ଗବେଷଣା କେନ୍ଦ୍ରର ଭୂମି ପୂଜନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସହୀଦ ପୀଠ ଘେଁସ ସ୍ଥିତ କଲେଜ ପରିସରରେ ପଦ୍ମଶ୍ରୀ ହଲଧର ନାଗ କୋଶଲୀ/ସମ୍ବଲପୁରୀ ଭାଷା, ସାହିତ୍ୟ ଗବେଷଣା କେନ୍ଦ୍ର ଏବଂ ସ୍ଥାନୀୟ ମହାବିଦ୍ୟାଳୟର ନୁତନ ଶ୍ରେଣୀ ଗୃହ, ପ୍ରଶାସନିକ ଭବନ ଓ କ୍ୟାନ୍‌ଟିନ୍‌ ଗୃହର ଭିତ୍ତି ପ୍ରସ୍‌ସ୍ତର ସ୍ଥାପିତ
Read More...

ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନର କର୍ମଶାଳା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନର କର୍ମଶାଳା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉତ୍କଳରାଣୀ ସାହୁ ଅଧ୍ୟକ୍ଷତା କରିଥିଲେ । ସାଧନ
Read More...

ମାଣ୍ଡୋସିଲ୍ ଧାନ ମଣ୍ଡିରେ ଚାଷୀଙ୍କ ମଧ୍ୟରେ ଆଶଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ୍ ଧାନମଣ୍ଡିରେ ଚାଷୀ ମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଉଛି । ସରକାରଙ୍କ ନିୟମ ଅନୁସାରେ ଟୋକନର ବ୍ୟବସ୍ଥା କରି ତାରିଖ ଧାର୍ୟ୍ୟ କରାଯାଇ ଧାନ ଉଠାଇବାର ବ୍ୟବସ୍ଥା କରାଯାଇଛି । ଧାନ ଉଠାଇବାରେ
Read More...

ଅବ୍ୟବସ୍ଥା ଘେରରେ କନ୍ଧପାଲିପଡ଼ା ବନ୍ଧ : ତେଜୁଛି ଜନ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଥିବା ବନ୍ଧ (ପୋଖରୀ)ଗୁଡ଼ିକର ଅବସ୍ଥା ଏବେ ଅସମ୍ଭାଳ ହୋଇପଡ଼ିଛି । ଉଚିତ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ସବୁ ଜଳାଶୟ ପ୍ରାୟତଃ ନର୍ଦ୍ଦମା ଭଳି ପଡ଼ି ରହିଥିବା ବେଳେ ଏଗୁଡ଼ିର ଜଳ ମଧ୍ୟ ଅତ୍ୟନ୍ତ ଦୁଷିତ ହେବାରେ ଲାଗିଛି । ବଲାଙ୍ଗିର ସହର
Read More...

ବଲାଙ୍ଗିର ଜିଲ୍ଲାରେ ୨ ଶହ ତଳକୁ ଖସିଲା ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨ ଶହ ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ସମୁଦାୟ ୮ ହଜାର ୨ ଶହ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୮୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ମାତ୍ର ୧୭୯ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ
Read More...

ସଙ୍କଟରେ କଳା ଓ କଳାକାର : କେବେ ବୁଝିବେ ସରକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲା‌ଙ୍ଗିର ମାଟି କଳା ଓ କଳାକାରର ମାଟି । ଏ ମାଟିର କଳା ସାରା ବିଶ୍ୱରେ ସୁନାମ ଅର୍ଜନ କରିଛି । କିନ୍ତୁ ଦେଖାଯାଇଛି, ଏ ମାଟିର କଳାକାର ଓ କଳା ସବୁବେଳେ ଅବହେଳିତ ହୋଇ ଆସିଛି । ବଲା‌ଙ୍ଗିର ଜି‌ଲ୍ଲାରେ ଅନେକ କଳାକାର କଳାକୁ ଜୀବନ ଜୀବିକା ଭାବେ ଗ୍ରହଣ କରି
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣ୍ଡାବଜା କଳାକାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣ୍ଡାବଜା କଳାକାର ଚିହ୍ନଟ ପ୍ରକିୟା ଆରମ୍ଭ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କୁ ଏ ସଂକ୍ରାନ୍ତରେ ପଚରା ଯିବାରୁ କହିଛନ୍ତି ଯେ, ୭ଟି ବ୍ଲକ୍‌ ଓ ବଲାଙ୍ଗିର ମ୍ୟୁନିସିପାଲିଟିରେ ଗଣ୍ଡାବଜା
Read More...
error: Content is protected !!