Daily Archives

ହୃଦଘାତରେ ଚାଲିଗଲେ ସରୋଜ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବିଜେପି ଉପ ସଭାପତି ଟିକ୍ରାପଡା ନିବାସୀ ସରୋଜ ତ୍ରିପାଠୀ(୫୮)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ଅସୁସ୍ଥତା କାରଣରୁ ବଲାଙ୍ଗିର ବଡ ଡାକ୍ତରଖାନାରେ ଏଡମିଟ ହୋଇଥିଲେ । ତେବେ ଆଜି ତାଙ୍କୁ ବରଗଡ ବିକାଶ ହସ୍ପିଟାଲକୁ
Read More...

ବିଧାନସଭାରେ ୩ଟି କୃଷି ଆଇନକୁ ଚିରୁଛି ଏବଂ ବିଟ୍ରିଶ ମାନଙ୍କଠୁ ଖରାପ ନହେବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରୁଛି :…

ନୂଆଦିଲ୍ଲୀ : ଦେଶବ୍ୟୀପୀ କୃଷି ଆଇନକ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୨ ଦିନ ହେଲା ଜାରି ରହିଛି, ପଛ ଘୁଂଚା ଦେଉ ନାହାଁନ୍ତି କୃଷକ । ସରକାର ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁ ନାହାଁନ୍ତି । ତେବେ ଏହାକୁ ନେଇ ସାରା ଦେଶର ରାଜନୀତି ଜଗତରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି
Read More...

ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀକୁ ଗିରଫ କରିଛି କ୍ରାଇମ୍‌ ବ୍ରାଂଚ । ସୂଚନା ଯୋଗ୍ୟ ଯେ, ଟାଟା କମ୍ପାନୀରେ ଲୋକଙ୍କୁ ଚାକିରୀ ଦେବା ନାଁରେ ସର୍ବେଶ୍ୱର ରାଓ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥଲେ । ତାକୁ ନେଇ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରିବା ପରେ କ୍ରାଇମ
Read More...

ଆମ ଜଙ୍ଗଲ ଯୋଜନା ଜରିଆରେ ଆଞ୍ଚଳିକ ମଞ୍ଚକୁ ଦୁଇ ଗୋଟି ପାପଡ଼ ତିଆରି ମେସିନ ଓ ଗୋଟିଏ ଧାନ କଳ ପ୍ରଦାନ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ମ. ରାମପୁର ବନାଞ୍ଚଳ ଆମ୍ବଗାଁ ବନ ସୁରକ୍ଷା ସମିତି ଠାରେ ଓଡିଶା ଜୀବିକା ମିଶନର ଆଞ୍ଚଳିକ ମଂଚକୁ ଓଡିଶା ସରକାର ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ଜରିଆରେ ଆଞ୍ଚଳିକ ମଞ୍ଚକୁ ଦୁଇ ଗୋଟି ପାପଡ଼ ତିଆରି ମେସିନ ଓ
Read More...

ରକ୍ତଦାନ ଶିବିର ଅନୁଷ୍ଠିତ

ସୋନପୁର, (ପ୍ରଭୁଦତ୍ତ ରଥ) : ପ୍ରତାପପୁର ଉଚ୍ଚ ପ୍ରାଥମିକ ଜୁନିଅର ରେଡକ୍ରସ ଓ ଓଡିଶା ରକ୍ତଦାତା ମହାସଂଘର ମିଳିତ ଆନୁକୁଲ୍ୟରେ ସାମାଜିକ ଦୁରତାକୁ ବଜାୟ ରଖି ଜିଲ୍ଲା ରକ୍ତ ଭଣ୍ଡାରରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗୋପେଶ ପଣ୍ଡାଙ୍କ
Read More...

ଶବ ସତ୍କାର କଲା ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ ତରଫରୁ ଆଜି ଏକ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ଖଣ୍ଡହତା ବାସିନ୍ଦା ସମାରୁ ବରିହା (୭୫) । ତାଙ୍କର ପତ୍ନୀକୁ ଛାଡ଼ି ଚାଲିଗଲେ । ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ କାଠ ଯୋଗାଡ଼ କରି ଖଣ୍ଡହତା ସ୍ଥିତ ଶ୍ମଶାନ ଘାଟରେ ସଂଘର
Read More...

ଲଖମରା ସରପଞ୍ଚଙ୍କ ବିରୁଦ୍ଧରେ ଗର୍ଜ୍ଜିଲେ ଗ୍ରାମବାସୀ : ଅର୍ଥ ଆତ୍ମସାତ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଲଖମରା ସରପଞ୍ଚ ବ୍ୟାପକ ମାତ୍ରାରେ ଅର୍ଥ ହେରଫେର କରିଥିବା ଅଭିଯୋଗ କରିଛନ୍ତି ମହୁଲପାଲି ଗ୍ରାମବାସୀ ବୃନ୍ଦ । ମହୁଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ରୋଷେଇ ଘର ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସରପଞ୍ଚ ଭୀଷ୍ମଦେବ
Read More...

ପ୍ରଥମ ବାର୍ଷିକ ୰ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ ଆରମ୍ଭ : ଦ୍ୱିତୀୟ କ୍ବାଟର ଫାଇନାଲ୍‌ରେ ମଧିଆପାଲିକୁ ହରାଇ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଡ଼ମ୍ବରୁଧର ଷ୍ଟାଡ଼ିୟମରେ ସାଲେପାଲି ସାହାରା କ୍ରିକେଟ କ୍ଲବ ପକ୍ଷରୁ ହେଉଥିବା ପ୍ରଥମ ବାର୍ଷିକ ୰ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା
Read More...

ବଲାଙ୍ଗିର ମାଟିର ସ୍ୱାର୍ଥ ପାଇଁ ଲଢିବ ଜିଲ୍ଲା ଓକିଲ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟିର ସ୍ୱାର୍ଥ ହାସଲ ଦିଗରେ ଲଢିବ ଜିଲ୍ଲା ଓକିଲ ସଂଘ । ବିଗତ ଦିନରେ ବଲାଙ୍ଗିର ବିକାଶରେ ସଂଘ ଠିକ୍‌ ଭାବେ ତାର ଦାୟିତ୍ୱ ନିର୍ବାହ କରି ପାରିନାହିଁ । ଆଗାମୀ ଦିନରେ ସଂଘ ତାର ସାମାଜିକ ଉତ୍ତର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବ । ତେବେ
Read More...

ଫ୍ୟାଟି ଲିଭର୍‌ ରୋଗୀମାନେ ଏହି ଜିନିଷଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସମସ୍ୟା ବଢ଼ିବ

ବିଶୃ‌ଙ୍ଖଳିତ ଜୀବନ ଶୈଳୀ ହେତୁ ଅଧିକାଂଶ ଲୋକ ଫ୍ୟାଟି ଲିଭର ସମସ୍ୟା ଭୋଗୁଛନ୍ତି । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏହି ଫ୍ୟାଟି ଲିଭର କ’ଣ ? ସାଧାରଣତଃ ଯକୃତରେ କିଛି ପରିମାଣର ଚର୍ବି ଥାଏ, କିନ୍ତୁ ଚର୍ବିର ପରିମାଣ ଯକୃତର ଓଜନର ଦଶ ପ୍ରତିଶତରୁ ଅଧିକ ହେଲେ ଫ୍ୟାଟି ଲିଭର ରୋଗ
Read More...
error: Content is protected !!