Daily Archives

କବିତା : ତୁମେ

ଜ୍ୟୋତିର୍ମୟ ତୁମେ ମୋ କବିତାର ଉତ୍ସ ଓ ଉତ୍ସବତୁମେ ମୋ’ କବିତାର ସ୍ୱାଦ ଓ ଶୀର୍ଷକତୁମେ ମୋ’ କବିତାର ଆଦ୍ୟ ଓ ଅନ୍ତତୁମଠାରେ କବିତା ମୋ’ଉଦୟ ଓ ଅସ୍ତ । ତୁମେ ମୋ’ କବିତାର ଅସ୍ଥି ଅବୟବତୁମେ ମୋ’ କବିତାର ନିଃଶ୍ୱାସ ପ୍ରଶ୍ୱାସତୁମେ ମୋ’ କବିତାର ଲହୁ ଓ ଲୁହତୁମ ବିନା ମୋ’ କବିତାହଜାଏ
Read More...

ଅର୍ଥାଭାବ ଓ ମାନସିକ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ

ରାଇରଙ୍ଗପୁର : ଅର୍ଥାଭାବ ଓ ମାନସିକ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ରାଇରଙ୍ଗପୁର ଥାନା ଅର୍ନ୍ତଗତ ତାଳଗାଁର ଗୋପାଳ ମୁଣ୍ଡାରୀ । ସେ ପ୍ରାଥମିକ ସ୍କୁଲରେ ପାଠ ପଢାଉ ଥିଲେ । ଯାହା ଦରମା ପାଉଇଲେ ସେଥିର ନିଜର ପରିବାର ପୋଷୁଥିଲେ । କିନ୍ତୁ ବର୍ଷେ
Read More...

ଗ୍ରାମବାସୀଙ୍କ ହାତରେ ଧରାପଡିଲା ବାଇକ୍‌ ଚୋର

ନୂଆପଡା : ବାଇକ ଚୋରକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ସୂନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଖଡିଆଳ ଥାନା ଡୁଆଝର ଗ୍ରାମରୁ ମଙ୍ଗଳବାର ରାତିରେ ଗଣ୍ଡା ସତନାମୀଙ୍କ ଘରୁ ଏକ ବାଇକ୍‌ ଚୋରି କରି ପାଖରେ ଥିବା ଶରଧାପୁରରେ ରଖି ଦେଇ ବାଇକ୍‌କୁ ଡୁଆଝର ଗ୍ରାମକୁ ଆସି ପୁଣି ଆଉ ଏକ ବାଇକ୍‌
Read More...

କ୍ଷତିଗ୍ରସ୍ତ ହୋଇଥିବା ୪ ଜଣ ଚାଷୀଙ୍କୁ ଭେଟିଲେ ବିଜେଡି ନେତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ଶାତୁଲା ପଂଚାୟତ ବାଲବେଙ୍ଗ ଗ୍ରାମରେ ଥିବା କୌତୁକ ନାଗଙ୍କ ଧାନ ଖଳା ଠାରେ ଗାଁର ଚାରି ଜଣ ଗରିବ ଚାଷୀମାନେ ମିଶି ଏକା ସାଙ୍ଗରେ ମିଶି ଧାନକୁ ଧାନଖଳାରେ ରଖିଥିଲେ । କୋହଳା ପାଗ ଓ ଲଘୁଚାପ ଯୋଗୁଁ ଧାନ ସବୁ
Read More...

ସଂଗୀତରେ ଶ୍ରଦ୍ଧାଳୁଙ୍କ ମନ ଜିଣୁଛନ୍ତି ବିଦେଶୀ ନନ୍ଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗ୍ରାମାଂଚଳର ସଂଗୀତରେ ସୁନାମ ଅର୍ଜନ କରିଥିବା ଜଣେ ଯୁବକ ହେଉଛନ୍ତି ବିଦେଶୀ ନନ୍ଦ । ତାଙ୍କର ଇଚ୍ଛା ଶକ୍ତି ବଳରେ ସଂଗୀତ ଓ ଅନଲାଇନ୍‌ରେ ଶିକ୍ଷା ଦେଇ ଦର୍ଶକମାନଙ୍କ ପ୍ରିୟ ହୋଇପାରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସେ । ସେମିତି ପିଲାଟି ଦିନରୁ ହିଁ
Read More...

ଉତ୍କଳ ସେବକ ସମାଜର ସଚେତନ ରଥ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ସହାୟତାରେ ଉତ୍କଳ ସେବକ ସମାଜ ଦ୍ବାରା ପରିଚାଳିତ ଲିଙ୍କ ଓ୍ବାର୍କର ସ୍କିମ୍ ପ୍ରକଳ୍ପ ଦ୍ବାରା ଏକ ସଚେତନତା ରଥ ପରିଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଖପ୍ରାଖୋଲ, ଲାଠୋର, କଣ୍ଟାବାଞ୍ଜି ଅଞ୍ଚଳରେ ଲୋକଙ୍କୁ
Read More...

ଭଟଲି ଦଧିବାମନ ଡିଗ୍ରୀ କଲେଜର ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଳକ ସ୍ଥିତ ଦଧିବାମନ ଡିଗ୍ରୀ କଲେଜର ପ୍ରଶାସନିକ ଭବନ, ଶ୍ରେଣୀ ଗୃହ ଏବଂ କ୍ୟାଣ୍ଟିନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ କୋଠା
Read More...

ଶ୍ରମିକଙ୍କୁ ମିଳୁନି ମନରେଗା କାମର ପାରିଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଶ୍ରମିକ, ଦିନ ମଜୁରିଆମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି । ହେଲେ ଏହି ଯୋଜନା ଗୁଡ଼ିକର ଲାଭ ପାଇ ପାରୁ ନାହାନ୍ତି ହୀତାଧିକାରୀ । ଗ୍ରାଉଣ୍ଡ-୦ରେ ଫେଲ ମାରୁଛି ସବୁ ଯୋଜନା । କରୋନା ମହାମାରୀ ସମୟରେ ରାଜ୍ୟ
Read More...

କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଜାଗା ବୁଲି ଦେଖିଲେ ବିଶେଷଜ୍ଞ ଟିମ୍

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ଭୁବନେଶ୍ୱରରୁ ଆସିଥିବା ଏକ ବିଶେଷଜ୍ଞ ଟିମ୍ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ସ୍ଥାନ ବୁଲି ଦେଖିଥିଲେ । ଏହା ସହିତ ଜିଲ୍ଲାର ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ସହ ବୈଠକରେ ଏଥିପାଇଁ ପ୍ରସ୍ତୁତ
Read More...

କୋଭିଡ୍‌ ସେଣ୍ଟରରେ ଡାକ୍ତରଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଘଟଣା : ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ, ତଦନ୍ତ କରିବ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଉପକଣ୍ଟରେ ଥିବା କୋଭିଡ କେଆର ସେଣ୍ଟରରେ ଜନୈକ ଆୟୁଷ ଡାକ୍ତରଙ୍କ ଦ୍ୱାରା ଘଟିଯାଇଥିବା ଯୌନ ନିର୍ଯ୍ୟାତନା ଘଟଣା ଅଜକୁ ତିନି ମାସ ବିତି ଯାଇଛି । ସହରର ଜନୈକ ଦଳିତ ମହିଳା ଏହି ଘଟଣାର ପୀଡିତା । ସେହି ସମୟରେ କରୋନା ସଂକ୍ରମଣ ଶିଖର ସ୍ତରରେ
Read More...
error: Content is protected !!