Daily Archives

ମୃତ ଦାଦନଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କଲେ ଜିଲ୍ଲା ଯାଦବ ସମାଜ କାର୍ଯ୍ୟକର୍ତ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ। ତେବେ ପ୍ରତ୍ୟେକ ବର୍ଷ ଦାଦନ ଖଟିବା ପାଇଁ ହଜାର ହଜାର ଲୋକ ବାହାର ରାଜ୍ୟକୁ ଯାଇ ଥାଆନ୍ତି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅଧୀନ ନୂଆମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।
Read More...

ଅର୍ଦ୍ଧନିର୍ମିତ କମ୍ୟୁନିଟି ସେଣ୍ଟର୍ ସମ୍ପୂର୍ଣ୍ଣ ହେବେ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ସୁର୍ଡା ପଞ୍ଚାୟତର ସୁର୍ଡ଼ା ଗ୍ରାମରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛି କମ୍ୟୁନିଟି ସେଣ୍ଟର୍ । ୨୦୧୭-୧୮ରେ ନିର୍ମାଣ କାମ ଆରମ୍ଭ ହୋଇଥିବା କମ୍ୟୁନିଟି ସେଣ୍ଟର୍ ଆଜି ପର୍ୟ୍ୟନ୍ତ କାମ ସରି ପାରିନାହିଁ । ଗ୍ରାମବାସୀଙ୍କ
Read More...

କବି ତଥା ସାମ୍ବାଦିକ ଦାମୋଦର ପଣ୍ଡାଙ୍କ ହୃଦ୍‌ଘାତରେ ଦେହାନ୍ତ

ସମ୍ବଲପୁର, (କେପିଏନ୍‌ଏସ୍‌) : କବି ତଥା ସାମ୍ବାଦିକ ଦାମୋଦର ପଣ୍ଡା(୬୮)ଙ୍କ ଆଜି ଅପରାହ୍ନ ସାଢେ଼ ୫ଟାରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ଖବର ମିଳିଛି । ଏଇ ନିକଟରେ ତାଙ୍କ ଶତାୟୁ ମାଆଙ୍କ ବିୟୋଗ ଘଟିଥିଲା । ଆଜି ତାଙ୍କ ଆକସ୍ମିକ ମୃତ୍ୟୁ ସାରା ସମ୍ବଲପୁର ସହରକୁ ସ୍ତବ୍ଧ କରିଦେଇଛି ।
Read More...

ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ୍‌ କରିବାର ନିଷ୍ପତ୍ତି ବିରୁଦ୍ଧରେ କୋଶଲ ରାଜ୍ୟ ସମନ୍ୱୟ ସମିତି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ସରକାର ଉପନିବେଶବାଦୀ ମନୋବୃତ୍ତି ରଖି ବାରମ୍ବାର ବନ୍ଦେ ଉତ୍କଳ ଜନନୀକୁ ଯେଉଁ ଭଳି ଭାବରେ କୋଶଳାଂଚଳର ଦୁଇ କୋଟି ଜନ ସାଧାରଣଙ୍କ ଉପରେ ଲଦି ଦେଉଛି, ତା ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ କରିବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି ଗ୍ରହଣ
Read More...

ଟାଉନ୍‌ ହାବିଲ୍‌ଦାର୍‌ କୋଭିଡ୍‌ ଯୋଦ୍ଧା ମନୋରଂଜନ ବାରିକଙ୍କ ଦେହାନ୍ତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଥାନାର ଟାଉନ୍‌ ହାବିଲ୍‌ଦାର୍‌ କୋଭିଡ୍‌ ଯୋଦ୍ଧା ମନୋରଂଜନ ବାରିକ(୪୦)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ କରୋନା ଆକ୍ରାନ୍ତ ହେବା ପରେ ସେ ବଲାଙ୍ଗିର କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ ।
Read More...

ବଲାଙ୍ଗିର ସିଭିଲ କୋର୍ଟ ଏକାଉନଟାଣ୍ଟ ସୁବାସ ଦାନୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସିଭିଲ୍‌ କୋର୍ଟରେ ବଲାଙ୍ଗିର ସିଭିଲ କୋର୍ଟର କାର୍ଯ୍ୟରତ ଏକାଉନ୍‌ଟାଣ୍ଟ ସୁବାସ ଦାନୀଙ୍କ ଅକାଳ ବିୟୋଗରେ ବିଚାର ବିଭାଗୀୟ କର୍ମ·ରୀ ସଂଘର ସଭାପତି ପ୍ରକାଶ ନେପାକଙ୍କ ଆବହକତ୍ୱରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କ ଆତ୍ମାର ସଦ୍‌ଗତି
Read More...

ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତେବେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିବା କୁହାଯାଇଛି । କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା କେ.ବି.କେ
Read More...

କଂଟାବାଂଜି ଜିଆର୍‌ପି ପୋଲିସ ଦ୍ୱାରା ଗତ ରାତିରେ ୫୬ ପୁରୁଷ,୧୮ ମହିଳା ସହ ୧୩ ନାବାଳକ ଦାଦନ ଶ୍ରମିକ ଉଦ୍ଧାର : ୩ ଦାଦନ…

କଂଟାବାଂଜି, (ମନିଶ କୁମାର ହଂସ) : ମଂଗଳବାର ରାତି ସାଢେ ୧୧ଟା ସମୟରେ କଂଟାବାଂଜି ଓ ଟିଟିଲାଗଡ ଜିଆର୍‌ପି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମିଳିତ ଭାବେ ପ୍ଲାଟ ଫର୍ମ ନଂ.୨ରେ ଚଢାଉ କରି ୭୪ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି । ସମସ୍ତ ୭୪ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୫୬ ଜଣ ପୁରୁଷ,୧୮
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୭ ଜଣ କରୋନା ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ ସୂଚନା ଦିଆଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳ ୱାର୍ଡ ନଂ.୧୯ରୁ ଦୁଇ ଜଣ, ବେଲପଡ଼ା ବ୍ଲକ୍‌ ସୁଲେକେଲା ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ୍‌ ମରୁଆଁ ଗ୍ରା.ପ.ରୁ ଜଣେ,
Read More...

ପାଳ ଗଦାରେ ଲାଗିଲା ନିଆଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗଡ଼ଭାଟି ଗ୍ରାମରେ ପାଳ ଗଦାରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲା ଅନ୍ୟ କୃଷକଙ୍କ ପାଳଗଦା । ନିଜ ଗୃହପାଳିତ ପଶୁଙ୍କୁ ଗୋଟିଏ ବର୍ଷ ଯାଏଁ ଖୁଆଇବା ଦେବା ପାଇଁ ଅତି ଯତନରେ ପାଳକୁ ସାଇତି ରଖିଥିଲେ କୃଷକ ବନମାଳୀ ବାରିହା ।
Read More...