Daily Archives

ଅତିରିକ୍ତ କୃଷି ଶାସନ ସଚିବଙ୍କ ବଲାଙ୍ଗିର ଗସ୍ତ : ମହିଳା ଗ୍ରାମ୍ୟ ବିହନ ଭଣ୍ଡାରର ବିକ୍ରୟ କେନ୍ଦ୍ର ଓ ଫସଲ ପ୍ରଦର୍ଶନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ମନ୍ମଥ କୁମାର ପାଣି ଗତ ଡିସେମ୍ବର ୩ ତାରିଖରେ ବଲାଙ୍ଗିର ଜିଲ୍ଲା ଗସ୍ତ ସମୟରେ ଆନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା ସଂସ୍ଥା (ଆଇକାର୍ଡ) ଦ୍ୱାରା ଓଡ଼ିଶା ଡାଲି ଉନ୍ନୟନ ପ୍ରକଳ୍ପ
Read More...

ସଇଁନ୍ତଲା ଠାରେ ଶିଶୁ ମଙ୍ଗଳ ସମିତିର କେମ୍ପ କୋର୍ଟ ଅନୁଷ୍ଠିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଳକ ପରିସରରେ ଥିବା ରେଡ଼କ୍ରସ ସ୍କୁଲ ଠାରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତି, ସଭ୍ୟ ଡଃ ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ନନ୍ଦ କିଶୋର ଷାଣ୍ଢ ଓ ସୁନିତା ତ୍ରିପାଠୀ କେମ୍ପ କୋର୍ଟ ଅନୁଷ୍ଠିତ କରି ପିତୃ ମାତୃ ହୀନ
Read More...

ଧବଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲଣ୍ତାଗାଁ ଦଳକୁ ହରାଇ ଦେଢେଣମାଳ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ବନ୍ଧଗୋରା ଧବଳେଶ୍ବର କ୍ରିକେଟ କ୍ଲବ ଦ୍ବାରା ସ୍ଥାନୀୟ ଖେଳ ପଡିଆ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଆଜି ପ୍ରଥମ ସେମିଫାଇନାଲ ଖେଳରେ ମସିଣାଗୋରା ଦଳକୁ ହରାଇ ଲଣ୍ତାଗାଁ ଦଳ ଫାଇନାଲକୁ ପ୍ରବେଶ
Read More...

ଚାଷୀକୁ ସମ୍ମାନ, ମାଟି ମା’କୁ ସମ୍ମାନ : ‘ଭାରତ ବନ୍ଦ’ରେ ପଦ୍ମପୁର ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ନୂତନ କୄଷକ ଆଇନକୁ ବିରୋଧ କରି ଦେଶର ରାଜଧାନୀ ଦିଲ୍ଲୀ ସୀମାରେ ଦୀର୍ଘ ୧୨ ଦିନ ହେବ ଚାଷୀମାନେ ଧାରଣାରେ ଡେରା ପକାଇ ବସିଛନ୍ତି । କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲୋଚନା ବାରମ୍ବାର ହେଲେ ମଧ୍ୟ କୌଣସି
Read More...

କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧନ କେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ ସଭାପତିତ୍ବ କରି ଅଭିଯାନର ଯୋଜନା ବିଷୟରେ ସୂଚନା ପ୍ରଦାନ
Read More...

ଅଭିନେତା ନେତ୍ରାନନ୍ଦ ବାରିକଙ୍କ ବିୟୋଗରେ ଶୋକପ୍ରାର୍ଥନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ପଏଁରୀ ଓ ଭୀମଭୋଇ କଳାପରିଷଦ, ନାଟ୍, ଇଂକଫେଷ୍ଟ ଓ ସୃଜନ ସ୍ବର୍ଣ୍ଣିମା, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ପ୍ରଭାସ ଲଜ, କନଫରେନ୍ସ୍ ହଲ୍ ରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ଚଳଚିତ୍ର ଓ ମଂଚ ଅଭିନେତା, ନାଟ୍ୟ
Read More...

‘ସମିଆର ଖେଲ’ ଆଂଚଳିକ ଚଳଚିତ୍ର ଏବେ ୟୁଟ୍ୟୁବରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ବର୍ଷ ତଳେ କୋଶଲୀ ଭାଷାରେ ନିର୍ମିତ ହୋଇଥିଲା ଏକ ପୁର୍ଣ୍ଣାଙ୍ଗ ଚଳଚିତ୍ର ସମିଆର ଖେଲ୍‌ । ବର୍ତ୍ତମାନ ୟୁଟ୍ୟୁବ୍‌ର ବହୁଳ ବ୍ୟବହାର ଓ ଲୋକପ୍ରିୟତାକୁ ଆଖିଆଗରେ ରଖି ଏହି ଚଳଚିତ୍ରକୁ ନୁଆ କରି ୟୁଟ୍ୟୁବରେ ରିଲିଜ୍‌ କରାଯାଇଛି । ଛତିଶଗଡି ଓ ପଶ୍ଚିମ
Read More...

ଲୋକ ଅଧିକାର ସଂଗଠନ ବରଗଡ଼ ଦ୍ଵାରା ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ୍ସନ୍ ଏଡ ଭୁବନେଶ୍ୱର ତଥା ଲୋକ ଅଧିକାର ସଂଗଠନ ପଦମ ପୁର ତରଫରୁ ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ କାର୍ୟ୍ୟକ୍ରମବାବା ସାହେବ୍ ଆମ୍ବେଦକରଙ୍କ ମହା ନିର୍ବାଣ ତିଥି ରେ ବାନ୍ଦୂପାଲି ଠାରେ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟରେ ହେଉଥିବା ଉକ୍ତ
Read More...

ନିଆରା ଭାବେ ପାଳିତ ହେବ ନରସିଂହ ମିଶ୍ରଙ୍କ ଜନ୍ମଦିନ : ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ ଆସନ୍ତା ୨୩ ତାରିଖରେ ଛତାମଖନାର ସୁପୁତ୍ର ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ୮୧ତମ ଜନ୍ମ ଦିବସ ଉପଲକ୍ଷେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ନରସିଂହ ସେନା” ଦ୍ୱାରା କୋଭିଡ୍
Read More...

କୋଭିଡ କଟକଣା ମଧ୍ୟରେ ଖଡଙ୍ଗ ମହୋତ୍ସବ ପାଳନ ନେଇ ଆଲୋଚନା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବନ୍ଧଗୋରା ଧବଳେଶ୍ବର ମନ୍ଦିର ପରିସରରେ ଖଡଙ୍ଗ ମହୋତ୍ସବ ପାଳନ କମିଟି ତରଫରୁ ସଭାପତି ମନୋଜ ଦାଶଙ୍କ ସଭାପତିତ୍ବରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଭକ୍ତଚରଣ ସାହୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କାର୍ୟ୍ୟକ୍ରମକୁ ସ୍ବାଗତ କରି
Read More...
error: Content is protected !!