Daily Archives

ଫ୍ରି ଫାୟର ଗେମ୍‌ରୁ ମହାଭାରତ : ୨ ପରିବାର ମଧ୍ୟରେ ମାଡ଼ପିଟ, ୬ ଆହତ

କଟକ : ଦିନକୁ ଦିନ ଅନଲାଇନ ଗେମ୍ ଚିନ୍ତାର କାରଣ ପାଲଟିଛି । ଅନଲାଇନ ଗେମ୍ ପଞ୍ଝାରେ ଯୁବପିଢି ପଡ଼ିଯାଇଥିବା ବେଳେ ଏହା ଏବେ ଅନର୍ଥର କାରଣ ସାଜିଛି । ଭାରତରେ ପବ୍‌ଜି ଗେମ୍ ବ୍ୟାନ ପରେ ଏବେ ଯୁବ ପୀଢି ଫ୍ରି ଫାୟାର ମାୟାରେ । ତେବେ ଏହି ଅନ୍ ଲାଇନ୍ ଗେମ୍ ପାଇଁ ମହାଭାରତ ଯୁଦ୍ଧ ହୋଇ ଦୁଇ
Read More...

ବୁକୁରାମୁଣ୍ଡାରେ କଳାକାର ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସ୍ଥିତ କ୍ରିକେଟ ପଡିଆ ଠାରେ ପାଇକମାଲ ଅଞ୍ଚଳର ସମସ୍ତ କଳାକାର ମାନଙ୍କୁ ନେଇ ପାଇକମାଲ ବ୍ଲକ ଲୋକ କଳା ସାଂସ୍କୃତିକ ସଂଘ ପକ୍ଷରୁ ଏକ ସଭାର ଆୟୋଜନ ହୋଇଯାଇଛି । କୋଶଲ କଳାକାର ସଂଘର ସଭାପତି ଶାନ୍ତିଲାଲ
Read More...

ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଔଷଧୀୟ ବଗିଚା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଅନ୍ୟତମ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ଊନିସନ (ଭାରତ) ଦ୍ୱାରା ପରିଚାଳିତ ପ୍ରାଥମିକ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡିଶା ସରକାରଙ୍କ ସହାୟତା କ୍ରମେ ଏକ ଔଷଧୀୟ ବଗିଚା ଓ ବୃକ୍ଷ
Read More...

ପଦ୍ମପୁର ଓକିଲ ସଂଘ ନିର୍ବାଚନ : ସନ୍ତୋଷ ଶତପଥୀ ସଭାପତି, ପ୍ରଶାନ୍ତ ମାଝୀ ସଂପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ରାଜ୍ୟ ବାର କାଉନସିଲ୍‌ର ନିର୍ଦ୍ଦେଶ ଅନୁସାରେ ପଦ୍ମପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଓକିଲ ସଂଘର ସଭାପତି ରୂପେ ସନ୍ତୋଷ କୁମାର ଶତପଥୀ ନିର୍ବାଚନ ହୋଇଥିବା ବେଳେ ପ୍ରଶାନ୍ତ ମାଝୀ ସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି ।
Read More...

‘ଭାଇରାଲ୍ ଡାକ୍ତର’ ୨୬୦ ଦିନ ହେବ ଗୋଟିଏ ଦିନ ବି ଛୁଟି ନେଇ ନାହା‌ନ୍ତି : ଆବେଗରେ ଆସି କହିଲେ…

ୱାଶିଂଟନ : କିଛି ଦିନ ପୂର୍ବରୁ ଆମେରିକାର ଡାକ୍ତରଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଡକ୍ଟର ଜୋସେଫ ୱାରେନ୍ କହିଛନ୍ତି ଯେ, ସେ ୨୬୦ ଦିନ ହେଲା ଛୁଟି ନେଇ ନାହାଁନ୍ତି ଏବଂ ସେ ଏବେ ଥକି ଯାଇଛନ୍ତି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ଡାକ୍ତରଙ୍କ ଚିତ୍ର ଭାଇରାଲ
Read More...

ବିଜେପି ଉପରେ ବର୍ଷିଲେ ଉଦ୍ଧବ : ପାକିସ୍ତାନରୁ ପିଆଜ, ଚିନି ଆଣୁଥିବା ବିଜେପି ସରକାର କ’ଣ ସେଠାରୁ କୃଷକ ବି…

ନୂଆଦିଲ୍ଲୀ : କୃଷକଙ୍କ ପ୍ରସଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ଉଦ୍ଧବ କହିଛନ୍ତି ଯେ, କୃଷକମାନେ ଦିନରାତି ଏଭଳି ଶୀତଦିନରେ ରାସ୍ତାରେ ଶୋଇଛନ୍ତି । ବିଜେପି ନେତାମାନେ ଏକାଠି ବିଚାର କରିବା ଉଚିତ୍ ଯେ, କୃଷକମାନେ ବାମପନ୍ଥୀ, ପାକିସ୍ତାନୀ
Read More...

କ୍ୟାନ୍‌ସର୍‌ ରୋଗ ହେଲା କାଳ : ପନିପରିବା ବିକି ପରିବାର ଚଳଉଥିବା କିଶୋର ଏବେ ନିଃସହାୟ : ଆଉ ଥରେ ଅପରେସନ୍‌ ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲାଲ୍‌ଟିକ୍ରା ନିକଟସ୍ଥ ଗୋପବନ୍ଧୁ ନଗର ନିବାସୀ କିଶୋର ସାହୁ ଏବେ ନିଃସହାୟ ହୋଇ ପଡ଼ିଛନ୍ତି । ପନିପରିବା ବିକ୍ରି କରି ପରିବାର ଚଳାଉଥିବା କିଶୋରଙ୍କ ପାଇଁ କ୍ୟାନ୍‌ସର୍‌ ରୋଗ ହୋଇଛି କାଳ । ଆଉ ଥରେ ଅପରେସନ୍‌ ପାଇଁ ୩ ଲକ୍ଷ ଟଙ୍କା ଦରକାର
Read More...

ଓଲଟିଲା ଗୁପ୍ତା ବସ୍‌ : ଶ୍ରମିକ ବୋଝେଇ ହାଇଦ୍ରାବାଦ ଯିବା ସମୟରେ ଦୁର୍ଘଟଣା

ଧର୍ମଗଡ଼, (ଭରତ ବିଶି) : ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରା ଥାନା ବଡକେନ୍ଦୁଗୁଡ଼ା ନିକଟରେ ବସ୍ ଓଲଟି ପଡ଼ିଛି । ଭାରସାମ୍ୟ ହରାଇ ଗୁପ୍ତା ନାମକ ବସ୍ ଓଲଟି ପଡ଼ିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଛତିଶଗଡ଼ର ଦେଓଭୋଗରୁ
Read More...

କଳା ସଂସ୍କୃତି ସାଧକ‌ଙ୍କୁ ସହାୟତା ପ୍ରଦାନରେ ଅବହେଳା କଲେ ଆନ୍ଦୋଳନ ହେବ : ଭୋଜରାଜ ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର କଳା ସଂସ୍କୃତି ଓ ପରମ୍ପରା ସାରା ବିଶ୍ବରେ ନିଆରା । ଓଡିଶାର ଲୋକକଳା, ଲୋକନୃତ୍ୟ, ଲୋକଗୀତ, ଲୋକବାଦ୍ୟ, ଢଗଢମାଳି ସାରା ମଣିଷ ସମାଜକୁ ମନୋରଞ୍ଜନ କରିବା ପୂର୍ବକ ତତ୍ ସଙ୍ଗେ କଳା ସଂସ୍କୃତି କ୍ଷେତ୍ରରେ ଓଡିଶା ମାଟିର ପରିଚୟକୁ ଦ୍ବିଗୁଣିତ କରିଛି
Read More...

ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀରେ ବିଦ୍ୱାନ ବ୍ରଜବିହାରୀଙ୍କ ସ୍ମାରକୀ ବକ୍ତୃତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟେରେରୀ ଏଣ୍ଡ ସୋସିଆଲ କ୍ଲବର ସଭାକକ୍ଷରେ ବାଧିତ ଜନ ବନ୍ଧୁ ପ୍ରଭାକର ରଥ ଜନ୍ମ ଶତବାର୍ଷିକୀ ସମିତି ତରଫରୁ ବିଶିଷ୍ଟ ବିଦ୍ୱାନ ବ୍ରଜବିହାରୀଙ୍କ ସ୍ମାରକୀ ବକ୍ତୃତା ଉପସଭାପତି ଅରୁଣ ଖୁଆସ ଓ ସଂପାଦକ ମଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...
error: Content is protected !!