Daily Archives

ତୁରେକେଲା ଥାନା ଅଂଚଳରେ ପୁଣି ହାତୀ ଆତଙ୍କ : ପବିତ୍ର ମାଝିଙ୍କ ଘର ଭାଙ୍ଗିଲେ, ଉଜାଡିଲେ ପନିପରିବା ଚାଷ, କଦଳି ଗଛ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ଥାନା ତଥା କଂଟାବାଂଜି ଫରେଷ୍ଟ ରେଂଜ ଅଧୀନସ୍ଥ ମହୁଲପାଟି ଯୋର୍‌ଖଣିଆ ପଡାର ପବିତ୍ର ମାଝଙ୍କ ଘରକୁ ଶନିବାର ରାତିରେ ହାତୀପଲ ଭାଙ୍ଗିଦେବା ସହ ଧାନ ଖରି ଓ ବାଡିର ପନିପରିବା ଚାଷକୁ ନଷ୍ଟ କରିଥିବା ଜଚ୍ଚାପଡ଼ିଛି । ପବିତ୍ର ମାଝିଙ୍କ
Read More...

ବରତୁଣ୍ଡା ରଞ୍ଜନ ମେମୋରିଆଲ ଉଦ୍‌ଯାପିତ : ଡୁଡୁକିଝରିଆ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ବରତୁଣ୍ଡା ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୯ତମ ରଞ୍ଜନ ମେମୋରିଆଲ କ୍ରିକେଟ କପ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କାଦୋମେରିକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । କାଦୋମେରି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ
Read More...

ଶିବ ଶାନ୍ତି ୟୁଥ ୟୁନିଅନ ଯୁବକ ସଂଘ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଶିବ ଶାନ୍ତି ୟୁଥ ୟୁନିଅନ ଯୁବକ ସଂଘ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୪୧ ଜଣ ଯୁବକ ରକ୍ତ ଦାନ କରିଛନ୍ତି । ସଭାପତି ଡୋଲାମଣି ତାଣ୍ଡି, ସମ୍ପାଦକ ଦେବେନ୍ଦ୍ର ମାଝୀ, ଜଗଦିଶ
Read More...

ମୋ ସ୍କୁଲ ଅଭିଯାନ ସମ୍ପର୍କିତ ପଦଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ "ମୋ ସ୍କୁଲ ଅଭିଯାନ" ସମ୍ପର୍କିତ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ବିକାଶ କମିଟି ରେଙ୍ଗାଲି ଗ୍ରା.ପ. ଦ୍ୱାରା ଆୟୋଜିତ ଏହି ପଦଯାତ୍ରାକୁ କମିଟିର ସଭାପତି ଉଦୟ
Read More...

ବୌଦ୍ଧ ଜିଲ୍ଲା ପ୍ରେସ କ୍ଲକର ବାର୍ଷିକ ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଟା ଦିବସ ଅବସରରେ ଆଜି ବଙ୍କାପଡା ଗ୍ରାମରେ ଶିଶୁ ମାନଙ୍କୁ ଫଳ ଓ ଖାଦ୍ୟ ସାମଗ୍ରି ବଣ୍ଟନ କରାଯିବା ସହ ସହ‐ସଂପାଦକ ଦୁର୍ୟ୍ୟୋଧନ ବିଶିଙ୍କ ପ୍ରସ୍ଥାବକ୍ରମେ ଚାଲୁ ରହିଥିବା କରୋନା ମହାମାରିରେ ବିଗଦ ଦିନରେ ନିଜ ଜୀବନକୁ ବାଜି
Read More...

ବାବା ସାହେବ ଆମ୍ବେଦକରଙ୍କ ମହା ପ୍ରୟାଣ ଦିବସ ପାଳନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଗଣ୍ଡାବଜା ତରଫରୁ ବାବା ସାହେବ ଆମ୍ବେଦକରଙ୍କ ମହା ପ୍ରୟାଣ ଦିବସ ପାଳନ ହୋଇଯାଇଥିବା ବେଳେ ଏହି ଅବସରରେ ଆଲୋଚନା ଚକ୍ର ବଲା‌ଙ୍ଗିର ସାମ୍ବାଦିକ ଭବନରେ ଅନୁ‌ଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବେଣୁଧର ପାଣ୍ଡେ ଯୋଗ ଦେଇଥିଲେ । ମୁଖ୍ୟ
Read More...

ବାଇକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀ : ଖଟଖଟିଆ ଠାରେ ୫ଘଣ୍ଟା ରାସ୍ତା ଅବରୋଧ, ଯାନବାହନ ଚଳାଚଳ ଠପ୍

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବୁକ ମନମୁଣ୍ଡା ଥାନା ଅନ୍ତର୍ଗତ ସିରପୁର ଗାଁ ମୁଣ୍ଡରେ ଶନିବାର ହୋଇଥିବା ଏକ ବାଇକ ଦୁର୍ଘଟଣାରେ ଗୁରୁତର ଆମ୍ବଗହଣା ଗାଁର ସତ୍ୟନାରାୟଣ ବାଘ (୪୮) ଙ୍କ ସୋନପୁର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ଆମ୍ବଗହଣା
Read More...

ଆକାଶବାଣୀ ଗୀତିକାର ତଥା କାଷ୍ଠ କଳା ଶିଳ୍ପୀ, ଚଳଚ୍ଚିତ୍ର ଅଭିନେତା ନେତ୍ରାନନ୍ଦ ବାରିକ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ଗୀତିକାର, କାଷ୍ଠ କଳା ଶିଳ୍ପୀ, ଚଳଚ୍ଚିତ୍ର ଅଭିନେତା ପ୍ରଖ୍ୟାତ ସାରସ୍ୱତ ପୁରୁଷ ନେତ୍ରାନନ୍ଦ ବାରିକ(୬୯) ଆଜି ଅପରାହ୍ନ ୪ଟା ୧୫ ମିନିଟ୍‌ ସମୟରେ ଖୁଜେନ୍‌ପାଲି ସ୍ଥିତ ତାଙ୍କ ବାସଭବନରେ ଇହଲୀଳା ସମ୍ବରଣ
Read More...

ତୁରେକେଲା ବ୍ଲକରେ କିସ୍‌ ଛାତ୍ରୀଛ୍ରାଙ୍କୁ ପାଠ୍ୟପୁସ୍ତକ, ପୋଷାକ, ଶୁଖିଲା ଖାଦ୍ୟ ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ଗୋଟି ବିଭିନ୍ନ ପଂଚାୟତରେ ଭୁବନେଶ୍ୱର କିସ୍‌ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ, ପୋଷାକ, ଶୁଖିଲା ଖାଦ୍ୟ ରବିବାର ଦିନ କଂଟାବାଂଜିଠାରେ ବଂଟନ କରାଯାଇଛି ।
Read More...

ପୁଇଁନ୍ତଲା ଯୁବ ଡୁମାଲ ପରିଷଦ ପକ୍ଷରୁ ବୈଠକ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଦଶପୁର ଗ୍ରାମଠାରେ ଯୁବ ଡୁମାଲ ପରିଷଦ, ପୁଇଁନ୍ତଲାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିରୋଜ ଥାଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଶପୁର ଚକର ସଭାପତି ହାଡୁ ମହାକୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡୁମାଲ
Read More...
error: Content is protected !!