Daily Archives

ଜାତୀୟ କଳା ଉତ୍ସବ ପାଇଁ ଲୋଇସିଂହା ଛାତ୍ର ମନୋନୀତ

ଲୋଇସିଂହା, (କେପିଏନଏସ) : ବଲାଂଗୀର ଜିଲ୍ଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ଛାତ୍ର ଅର୍ପଣ ବୈଭବ ବାରିକ ରାଜ୍ୟସ୍ତରୀୟ କଳା ଉତ୍ସବରେ ଲୋକନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜାତୀୟ କଳା ଉତ୍ସବ ପାଇଁ ମନୋନୀତ ହୋଇଛନ୍ତି । ସେ ସ୍ଥାନୀୟ ଟେଭାଡୁଙ୍ଗୁରି ନିବାସୀ ଆଇନଜୀବୀ
Read More...

ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ ଅତିରିକ୍ତ ତହସିଲଦାର ଓ ୟୁଜିବି ମ୍ୟାନେଜରଙ୍କୁ ଦାବୀପତ୍ର ପ୍ରଦାନ କଲେ କୃଷକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ କିଷାନ ସଂଘ, ସଇଁନ୍ତଲା ବ୍ଲକ ଶାଖା ଆନୁକୂଲ୍ୟରେ ଚାଷୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବୀପତ୍ରକୁ ଟିକ୍ରାପଡା ଠାରେ ଅତିରିକ୍ତ ତହସିଲଦାର ଲଳିତ ବାଗଙ୍କୁ ଭେଟି ପ୍ରଦାନ କରିଥିଲେ । ଟିକ୍ରାପଡା ପଞ୍ଚାୟତକୁ ୨୦୧୯ ମସିହା ମରୁଡି
Read More...

ନିମନ୍ତ୍ରିତ ଓଡିଶା ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ପାରାଦ୍ୱୀପ ବନ୍ଦର ପକ୍ଷରୁ ଆତିଥ୍ୟ ପ୍ରଦାନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ ନୌସେନା ପକ୍ଷରୁ ଓଡିଶା ବିଧାୟକ ଓ ମନ୍ତ୍ରୀମାନଙ୍କୁ ଗୋଟିଏ ଦିନ ସମୁଦ୍ରରେ କାର୍ଯ୍ୟକ୍ରମକୁ ଡିସେମ୍ବର ୨୨ ତାରିଖ ମଙ୍ଗଳବାର ଦିନ ନିମନ୍ତ୍ରିତ କରାଯାଇଥିଲା । ଏଥିରେ ମନ୍ତ୍ରୀ ଓ ବିଧାୟକମାନେ ଭାରତୀୟ ନୌସେନାର ଯୁଦ୍ଧ କୌଶଳ ଦେଖିଥିଲେ ।
Read More...

ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଅଧ୍ୟକ୍ଷଙ୍କୁ ଅତିରିକ୍ତ ଦାୟିତ୍ୱ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କର ବଦଳି ହେବା ପରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର(କେଲକାତା)ର ଅଧ୍ୟକ୍ଷ ବିନୀତ୍‌ କୁମାରଙ୍କୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୧୯୯୩ ବ୍ୟାଚର ଆଇଆର୍‌ଇଇ ଅଧିକାରୀ
Read More...

ଲଉଡିଦରହା ସରପଞ୍ଚଙ୍କ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତର ଗୌଡ଼ମାଲ, ନିଲଜିପତ୍ରା, ଡୁଙ୍ଗରିପାଲି, କୁର୍ମା, ସିକାରିପାଲି ଗ୍ରାମ ମାନଙ୍କରେ ଉନ୍ନୟନ ମୂଳକ କାର୍ୟ୍ୟ ତଥା ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ତରଫରୁ ୨୦ଲକ୍ଷ ଟଙ୍କାର ପଞ୍ଚାୟତ
Read More...

ବଲାଙ୍ଗିର ସିଭିଲକୋର୍ଟ ବରିଷ୍ଠ ଷ୍ଟେନୋ ସଂଯୁକ୍ତା ମିଶ୍ର ଏବଂ ପ୍ରୋସେସ୍‌ ସରବର୍‌ ଶିବ ଭୋଇଙ୍କ ଅବସରକାଳିନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସିଭିଲକୋର୍ଟର ବରିଷ୍ଠ ଷ୍ଟେନୋ ସଂଯୁକ୍ତା ମିଶ୍ର ଏବଂ ପ୍ରୋସେସ୍‌ ସରବର୍‌ ଶିବ ଭୋଇ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା
Read More...

ନରସିଂହଙ୍କ ୮୧ତମ ଜନ୍ମ ଦିନରେ ଛତାମଖନା ଠାରେ ସର୍ବସାଧାରଣ ସମ୍ମାନ ଗୃହ ଲୋକାର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରିସିଂହ ମିଶ୍ରଙ୍କ ଜନ୍ମ ଦିନରେ ତାଙ୍କର ଜନ୍ମମାଟି ପୁଇଁନ୍ତଲା ବ୍ଲକ ଛତାମଖନା ଠାରେ ତିଆରି କରାଯାଇଥିବା ସର୍ବସାଧାରଣ ସମ୍ମାନ ଗୃହକୁ ଲୋକଙ୍କ ଉଦ୍ଦେଶ୍ୟରେ ଲୋର୍କାପିତ କରାଯାଇଛି । ଛତାମଖନା ସମିତି ସଭ୍ୟ ସିଦ୍ଧାର୍ଥ ମିଶ୍ର ଅତିଥି
Read More...

ଓଡିଆ ଫିଲ୍ମ ‘ଆତ୍ମନ’ର ଶୁଭମୁକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ସ୍ନେହା ଆର୍ଟ କ୍ରିଏସନ୍ସ’ ନିବେଦିତ ଓଡିଆ ଫିଲ୍ମ ‘ଆତ୍ମନ- ଦି ୱଣ୍ଡର୍‌ ବୟ’ର ଶୁଭମୁକ୍ତି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରେ ମୁଖ୍ୟ ଅତିଥି ଭାବରେ ଚଳଚ୍ଚିତ୍ର ପ୍ରଯୋଜକ ତଥା ସମାଜସେବୀ ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି
Read More...

ବଦଳିଲେ ବଲା‌ଙ୍ଗିର ଏସ୍‌ପି : ଯୋଗ ଦେବେ କୁଶଳକର ନିତିନ ଡାଗଡୁ

ଭୁବନେଶ୍ୱର : ବଲାଙ୍ଗିର ଏସ୍‌ପି ମଡକର ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡ଼ାକୁ ବଦଳି ହୋଇଥିବା ବେଳେ ବଲା‌ଙ୍ଗିରକୁ ନବରଙ୍ଗପୁର ଏସ୍‌ପି କୁଶଳକର ନିତିନ ଡାଗଡୁଙ୍କୁ ବଲାଙ୍ଗିର ଏସ୍‌ପି ଭାବେ ବଦଳି ହୋଇଛି । ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନୟାଗଡ଼ ଏସ୍‌ପିଙ୍କ
Read More...

ସରକାରୀ ସ୍କୁଲ ବନ୍ଦ ପ୍ରତିବାଦରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାରେ ୨୭୩ଟି ସରକାରୀ ସ୍କୁଲ ବନ୍ଦ ହେବା ପରେ ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି । ବରପାଲି ବ୍ଲକରେ ୧୫ଟି ସ୍କୁଲ ବନ୍ଦ ହେଉଥିବାରୁ ଏହାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ଲକ
Read More...
error: Content is protected !!