Daily Archives

କୋଭିଡ କିଓସ୍କ ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପରିପ୍ରେକ୍ଷୀରେ ଓରମାସ ଓ ମିଶନ ଶକ୍ତି ସହାୟତାରେ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଲଗାଯାଇଥିବା ଏହି କୋଭିଡ କିଓସ୍କ ଷ୍ଟଲକୁ
Read More...

ମୁକୁନ୍ଦ ଦାଶ ପାଇଲେ ଦୂରଦୃଷ୍ଟି କରୋନା ଯୋଦ୍ଧା ସମ୍ମାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟକୁ ଏ ବର୍ଷ ଭୁବନେଶ୍ବର ଉତ୍କଳ ସାମ୍ବାଦିକ ସଂଘ ଖାରବେଳ ନଗର ଠାରେ ଦୂରଦୃଷ୍ଟି ସମ୍ମାନ ପ୍ରଦାନ କରାଯାଇଛି । ଅସହାୟ ଲୋକଙ୍କୁ ସାହାଯ୍ୟ ଓ କୁଷ୍ଟ ରୋଗୀଙ୍କୁ ସେବା, କରୋନା ସମୟରେ ଲୋକଙ୍କ ସମସ୍ୟା ଓ
Read More...

କୃଷି ବିଲ୍‌କୁ ଆପ ରାଜ୍ୟ ଆବାହକଙ୍କ ବିରୋଧ

ବରଗଡ଼, (ସତ୍ୟନାରାୟଣ ପଧାନ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୃଷି ବିଲ୍‌କୁ ବିଧାନସଭାରେ ଚିରି ବିରୋଧ କରିବା ପରେ ଆଜି ଓଡ଼ିଶାରେ ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ବିରୋଧ କରିଛନ୍ତି । ଆପ୍‌ର ସଂଗଠନ ନିର୍ମାଣ କାର୍ୟ୍ୟକ୍ରମରେ ଯୋଗାଦେଇ ବରଗଡ଼ ଜିଲ୍ଲା
Read More...

ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ଠାରେ ଅଭିଭାବକ ମଂଚ ବଲାଙ୍ଗିରର ଏକ ଜରୁରୀ ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂପାଦକ ଗୋବିନ୍ଦ ମିଶ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ । ଆଲୋଚନା ଆରମ୍ଭ କରି
Read More...

ସାପ୍ତାହିକ ଖବର କାଗଜ ‘ସଠିକ୍‌ ଖବର’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାପ୍ତାହିକ ଖବର କାଗଜ ‘ସଠିକ୍‌ ଖବର’ ସ୍ଥାନୀୟ ବିକ୍ରମ ଛକ ସ୍ଥିତ ଗାନ୍ଧୀ ପାଠାଗାରରେ ନିରାଡ଼ମ୍ବର ଭାବେ ଉନ୍ମୋଚିତ ହୋଇଯାଇଛି । ସଂପାଦକ ଜୟଶଙ୍କର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିବା
Read More...

କବିତା : ଶୀତ

ଚନ୍ଦ୍ରାବତୀ ପାଣ୍ଡେ ଶୀତରେ ମୁଁ ଗୀତ ଲେଖେବିମୁ‌ଗ୍ଧ ମନରେଝୁମିଝୁମି ଝୁମିଝୁମିବରଫ ସାଥୀରେ । ବରଫ ସାଥୀରେ ମୁଁ ଯେ'ରଚିଥିଲି ପ୍ରେମସେ ପ୍ରେମେ ହଜିଲି ଆଜିମତୁଆଲା ସମ । ଜାଣି ନଥିଲି ସେ ଯେ'ମନଚୋର ବୋଲିଚୋରି କଲା ଚତୁର ସେମୋ ମନର ମଲ୍ଲି । ଭିଜିଗଲି ତା ଛୁଆଁରେହୋଇଗଲି
Read More...

ଦକ୍ଷତା ବୃଦ୍ଧି ତାଲିମ ଶିବିର ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କେନ୍ଦ୍ର ସରକାରଙ୍କ ତରଫରୁ କୋଭିଡ୍ ସମୟକୁ ନେଇ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାକୁ ନେଇ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଓ ୟୁଏନଡିପିର ଆର୍ଥିକ ସହାୟତାରେ ଆର୍‌ସିଡ଼ିସି ଓ
Read More...

ବ୍ଲକ ସ୍ତରୀୟ ଏକାଭିମୁଖୀ ଓ ବ୍ୟାଙ୍କ ସଂଯୋଗୀକରଣ କର୍ମଶାଳା

କଳାହାଣ୍ଡି : ମ.ରାମପୁରର ବ୍ଳକ ସଭାଗୃହରେ ବ୍ଲକର ସମସ୍ତ ଏମ୍.ବି.କେ, ସି.ଆର.ପି. ତଥା ଏନିମେଟର ମାନଙ୍କୁ ନେଇ ଏକ ବ୍ଳସ୍ତରୀୟ ଏକାଭିମୁଖତା ଓ ବ୍ୟାଙ୍କ ସଂଯୋଗୀକରଣ କର୍ମଶାଳା ଅନୁଷ୍ଠିତ ହୋଇଥୁଲା । ମହାଶକ୍ତି ଫାଉଣ୍ଡେସନ, ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ମିଶନ
Read More...

କୃଷକମାନଙ୍କ ପାଇଁ କିପରି ଲାଭଦାୟକ ନୂତନ କୃଷି ଆଇନ, ତାର ହିସାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦି‌ଲ୍ଲୀ : କୃଷି ଆଇନ ବିରୋଧରେ ବିରୋଧୀଙ୍କ ଆକ୍ରମଣ ଏବଂ ବିରୋଧୀଙ୍କ ଆକ୍ରମଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଏହି ପ୍ରସଙ୍ଗରେ କହିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ହଜାର ହଜାର ଚାଷୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ପଶ୍ଚିମବଙ୍ଗ : ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତି ପ୍ରତ୍ୟାଖ୍ୟାନ କଲେ : କହିଲେ, ଫର୍ମାଟ୍ ଠିକ୍ ନାହିିଁ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ଶୁଭେନ୍ଧୁ ଆଧିକାରୀଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ଇସ୍ତଫା ସଠିକ୍ ଫର୍ମାଟରେ ନାହିଁ । ଡିସେମ୍ବର ୨୧ରେ ବାଚସ୍ପତି ଶୁଭେନ୍ଦୁ ଅଧିକାରୀଙ୍କୁ ଡକାଇ କହିଥିଲେ ଯେ, ତାଙ୍କୁ ଆସି ଇସ୍ତଫା ଦେବାକୁ ପଡିବ ।
Read More...
error: Content is protected !!