Daily Archives

କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବଲାଙ୍ଗିର କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପିସିସିର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖଣ୍ଡ ଭାରତ ବର୍ଷ ନିର୍ମାଣରେ
Read More...

ଶଶୀଭୂଷଣ ନନ୍ଦଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ସାଗରପଡା ନିବାସୀ ଅବସରପ୍ରାପ୍ତ ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ଶଶୀଭୂଷଣ ନନ୍ଦ (୮୮)ଙ୍କ ସୋମବାର ଅପରାହ୍ଣରେ ପରଲୋକ ଘଟିଛି । ପିଲାଦିନରୁ ଗାନ୍ଧୀନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଖଦୀ ପରିଧାନ କରୁଥିଲେ । ଶୃଙ୍ଖଳିତ ଭାବେ ଓ ନିଷ୍ଠାର ସହ ସେ
Read More...

କ୍ୟାବିନେଟରେ ମଞ୍ଜୁର ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ବିଲ ସମ୍ପର୍କରେ ଆଲୋଚନା…

ବଲାଙ୍ଗିର, (ଦେବାଶିଷ ମିଶ୍ର): ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଥିବା ବହୁମୁଖୀ ସଭାଗୃହ ମଧ୍ୟରେ ଓଡିଶା ସରକାରଙ୍କ କ୍ୟାବିନେଟରେ ମଞ୍ଜୁର ହୋଇଥିବା ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ବିଲ୍‌ ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ,
Read More...

ଶ୍ରୀମହନ୍ତ ସଚ୍ଚିଦାନନ୍ଦ ଦାସ ଶାସ୍ତ୍ରୀଜୀ ମହାରାଜଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ହୋଟେଲ ପାର୍କଲେଣ୍ଡଠାରେ ଭାଗବତ ପ୍ରଚାର ସମିତି(ବୃନ୍ଦାବନ) ବଲାଙ୍ଗିର ଶାଖା ଆନୁକୁଲ୍ୟରେ ଶ୍ରୀମହନ୍ତ ସଚ୍ଚିଦାନନ୍ଦ ଦାସ ଶାସ୍ତ୍ରୀଜୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଖିଳ ଭାରତୀୟ ଚତୁଃ
Read More...

ବିରେନ୍ଦ୍ର ବାଗଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ସିହିନି ଗ୍ରାମବାସୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସିହିନି ଗ୍ରାମରେ ମାଁ ଘଣ୍ଟାସୁନି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସର ନୂତନ ଉପ ସଭାପତି ବିରେନ୍ଦ୍ର ବାଗଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଅନୁଷ୍ଠାନର ସଦସ୍ୟ ମାଧବ ତାଣ୍ଡି ଓ ଲାଲୁ କୁମ୍ଭାର ଙ୍କ ନେତୃତ୍ଵ ରେ ସଭା ଅନୁଷ୍ଠିତ
Read More...

କରୋନା ଯୋଦ୍ଧାଙ୍କ ପରିବାରକୁ ସହାୟତା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ): କରୋନା ଯୋଦ୍ଧା ସ୍ବର୍ଗତ ବିମ୍ବାଧର ଭୋଇଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ(ବୀମା) ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ କକ୍ଷ ଠାରେ ୫୦ ଲକ୍ଷ
Read More...

ଡାକ୍ତରୀ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରି ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ନିମନ୍ତେ ସୁବର୍ଣ୍ଣପୁରରେ ସଚେତନତା ସୃଷ୍ଟି ଓ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ଏକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Read More...

୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ: ଛିନ୍ଦେଇକେଲାକୁ ୧୮୦ ରନରେ ହରାଇ ଦୁର୍ଗ ସେମିଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍ ଚତୁର୍ଥ ଲିଗ୍ ମ୍ୟାଚରେ ଛିନ୍ଦେଇକେଲା ରାଇଜିଂ ଷ୍ଟାରକୁ ୧୮୯ ରନ୍ ବ୍ୟବଧାନରେ ହରାଇ ସେମିଫାଇନାଲରେ ପହଞ୍ଚିଛି । ଦୁର୍ଗ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ନିର୍ମାଣଧୀନ ହସପିଟାଲକୁ ଯାଇ ଆଲୋଚନା କଲେ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ର ନିର୍ମାଣଧୀନ ହସପିଟାଲ କୁ ଯାଇ କାର୍ୟ୍ୟ ତଦାରଖ କରିବା ସହିତ ମେଡିକାଲ କଲେଜର ପରିଚାଳନା କେମିତି ଚାଲିଛି ତାକୁ ମେଡିକାଲ କଲେଜର ପ୍ରିନ୍‌ସିପାଲ ଓ ଭାଇସ
Read More...

କର୍ଲାପିଟା ହାଇସ୍କୁଲରେ ଭକ୍ତକବି ମଧୁସୂଦନ ରାଓଙ୍କ ତିରୋଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ହାଇସ୍କୁଲ ଠାରେ ଓଡିଶା ମାଟିରେ ବର୍ଣ୍ଣ ବିଭବ ବୁଣି ଦେଇଥିବା ମହାନ ସ୍ରଷ୍ଟା ପୁରୁଷ ଭକ୍ତ କବି ମଧୁସୂଦନ ରାଓଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଧୁସୂଦନ ରାଓଙ୍କ ଫଟୋ ଚିତ୍ରରେ ଧୂପ ଦୀପ
Read More...
error: Content is protected !!