Daily Archives

ଝରିଆଲରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଝରିଆଲ ଠାରେ ସିଡିଏଓ ବଲାଙ୍ଗିର ଡିଆରସିଏସ୍‌ ବଲାଙ୍ଗିରଙ୍କ କର କମଳରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକରେ ୫ ଗୋଟି ମଣ୍ଡି ବଙ୍ଗୋମୁଣ୍ଡା, ଝରିଆଲ, ବେଲପଡା, ଚାନ୍ଦୋତରା ଓ ମୁଣ୍ଡପଦର ଠାରେ
Read More...

ଗାଁ ପରିସର ସଫା ସୁତୁରା କରିବାକୁ ଆଗେଇ ଆସିଲେ ସିଆଳବାହାଲି ଗାଁର ଯୁବଗୋଷ୍ଠୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ନିଜ ଗାଁର ବିଭିନ୍ନ ସ୍ଥାନକୁ ସଫା ସୁତୁରା କରିଛନ୍ତି । ଏହି ସଫେଇ କାର୍ୟ୍ୟକ୍ରମ କ୍ଲବର ସଦସ୍ୟ ବିଭୁ ଷାଣ୍ଢ ଓ ପଦ୍ମଲୋଚନ ବାଗଙ୍କ ତତ୍ତ୍ଵାବଧାନରେ ସାଥୀ ଅଙ୍କୁଶ
Read More...

ଖରିଦପିପଳ ସେବା ସମବାୟ ସମିତିର ଧାନମଣ୍ଡି ଉଦ୍‌ଘାଟିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧୀନସ୍ଥ ଖରିଦପିପଳ ସେବା ସମବାୟ ସମିତିର ଧାନମଣ୍ଡି ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଯୋଗଦେଇ ଧାନମଣ୍ଡିକୁ ଉଦ୍ଘାଟନ କରି ଚାଷୀ
Read More...

ଆରବିଏସ୍‌କେ ଶିବିର : କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବଣ୍ଟନ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଦୁଇ ଦିନିଆ ଶିବିର ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଶିଶୁ
Read More...

ଫ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଶିବିର : ୨୦୨୧ଫେବୃଆରୀ ମାସରେ ସାରା ଜିଲ୍ଲାରେ ଫ୍ୟାଲେରିଆ ନିରାକରଣ…

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ଫ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଜିଲ୍ଲା ଏବଂ ବ୍ଲକ
Read More...

ନରସିଂହଙ୍କ ଅଚାନକ ମଣ୍ଡି ପରିଦର୍ଶନ : ଚାଷୀଙ୍କୁ ଲୁଟ କରୁଛନ୍ତି ଅଧିକାରୀ ଓ ମିଲ୍‌ ମାଲିକ, ଧାନକିଣା ଦୁର୍ନୀତିରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ସ୍ଥାନୀୟ ଚୁଡାପାଲି ସ୍ଥିତ ଧାନ ମଣ୍ଡି ପରିଦର୍ଶନରେ ଯାଇଥିଲେ । ଦିନ ଏଗାରଟା ହୋଇ ସାରିଥିଲେ ସୁଦ୍ଧା ଧାନ ମଣ୍ଡିରେ ମଣ୍ଡି ସଂପାଦକ କିମ୍ବା ସଭାପତି ଅନୁପସ୍ଥିତ ଥିବାରୁ ଧାନ କିଣା କାମ ଆରମ୍ଭ ହୋଇନଥିଲା ।
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଏସ୍‌ଏଚ୍‌ଜି ସମୀକ୍ଷା ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରେ ବଙ୍ଗୋମୁଣ୍ଡା ବ୍ଲକ ଓଡିଶା ଜୀବିକା ମିଶନର ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସିନ୍ଧେକେଲା,
Read More...

ସିଆଁରୋଇ ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନର ସଚେତନତା କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଆଗର୍ଦ୍ଦା ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆଁରୋଇ ଆଞ୍ଚଳିକ ସାଧନ କେନ୍ଦ୍ର ଦ୍ୱାରା ମୋ ସ୍କୁଲ ଅଭିଯାନ ସଚେତନତା କାର୍ୟ୍ୟକ୍ରମ ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ
Read More...

ଯୁବ କଂଗ୍ରେସ ପକ୍ଷରୁ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ

ବରଗଡ଼, (ସତ୍ୟନାରାୟଣ ପଧାନ) : ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ଵାନ କ୍ରମେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସର ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱ ରେ କେନ୍ଦ୍ରର ମୋଦୀ ସରକାର ଏବଂ ଓଡିଶାର ନବୀନ ସରକାରର ସମୟରେ ରନ୍ଧନ ଗ୍ୟାସ,
Read More...

୫୫ ଗ୍ରାମ୍ୟ ରୋଜଗାର ସେବକଙ୍କ ଚୟନ ପାଇଁ ଭିଆଇପି ଦ୍ୱାରା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦାଦନ ଦାରିଦ୍ରତା, ବେରୋଜଗାରୀ ତଥା ପ୍ରବାସୀ ଶ୍ରମିକମାନଙ୍କ ଜିଲ୍ଲା ହୋଇଥିବା ବେଳେ ଗ୍ରାମ ଗୁଡ଼ିକରେ ସମସ୍ତ କୃଷକ, ଶ୍ରମିକ ଏବଂ ବେରେଜଗାରଙ୍କୁ ମନରେଗା ଏବଂ ଓଡିଶା ଓଡିଶା ଜୀବିକା ନିର୍ବାହ ମିଶନ ଜରିଆରେ କାମ ଯୋଗାଇ ଦେବା ପାଇଁ
Read More...
error: Content is protected !!