Daily Archives

ଜୁନିୟର ଫୁଟବଲ ଫ୍ରେଣ୍ଡସିପ୍‌ କପ୍‌ : କୁରସୁଡ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଷ୍ଟାର ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ଜୁନିୟର ଫୁଟବଲ ଫ୍ରେଣ୍ଡସିପ୍‌ କପ୍‌ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ୍‌ରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଲେ ସେମାନଙ୍କ ମଧ୍ୟରୁ
Read More...

ଅନ୍‌ଲାଇନ୍‌ ମାଧ୍ୟମରେ ଜୋନ୍‌ ସ୍ତରୀୟ କଳାଉତ୍ସବ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ବହୁମୁଖୀ ସଭାଗୃହରେ ଜୋନ୍‌ ସ୍ତରୀୟ କଳାଉତ୍ସବ-୨୦୨୦କୋଭିଡ୍‌ କଟକଣା ଯୋଗୁଁ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ
Read More...

ଆପ‌ତ୍ତି ଉଠାଇ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ପ୍ରତିରକ୍ଷା ପ୍ରସଙ୍ଗରେ ସଂସଦୀୟ କମିଟି ବୈଠକରୁ ଓହରି…

ନୂଆଦିଲ୍ଲୀ : ପ୍ରତିରକ୍ଷା ବ୍ୟାପାର ସଂସଦୀୟ ବୈଠକରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ସଦସ୍ୟମାନେ ମଧ୍ୟଭାଗରୁ ବାହାରି ଆସିଛନ୍ତି । ସୂଚନାନୁସାରେ, ରାହୁଲ ଗାନ୍ଧୀ ଆପତ୍ତି ଉଠାଇଛନ୍ତି ଯେ, ସଂସଦୀୟ କମିଟି ସଶସ୍ତ୍ର ବାହିନୀର ୟୁନିଫର୍ମ ଉପରେ ଆଲୋଚନା କରିବା ପାଇଁ ସମୟ
Read More...

ଦେଓଗାଁ ବ୍ଲକରେ ଗଡ଼ିଲା ଆବାସ ଯୋଜନାର ସଚେତନତା ରଥ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଦୁର୍ନୀତି ମୁକ୍ତ କରିବା ଓ ଲୋକେ ଠିକ୍‌ ସମୟରେ ଘର ନିର୍ମାଣ କରି ସରକାର ଯୋଗାଇ ଦେଉଥିବା ପ୍ରୋତ୍ସାହନ ରାଶି ପାଇବା ପାଇଁ ଏକ
Read More...

ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ପ୍ରସ୍ତୁତି ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ପଞ୍ଚାୟତ ଲଉଡମାଲ ଗ୍ରାମରେ ଅବସରପ୍ରାପ୍ତ ଉଚ୍ଚ ବିଭାଗ ଅଧିକାରୀ ତଥା ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ଏକ ଲକ୍ଷେ ଘର ଗଣ୍ଡା ସମାଜର ପ୍ରସ୍ତୁତି ବୈଠକ ତଥା ସ୍ୱାଗତ ସମ୍ବର୍ଦ୍ଧନା ସଭା
Read More...

କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ଆଜି ବୁଧବାର ଦିନ ପାଇକମାଲ ବ୍ଲକ ମାଣ୍ତୋସିଲ ପଞ୍ଚାୟତ ଭୂତମୁଣ୍ତା ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ଭ୍ରମରାଜ ପଟେଲ (ପିତା - ଲମ୍ବୋଦର ପଟେଲଙ୍କ ତୃତୀୟ
Read More...

ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ରୋଜଗାର ଦିବସ ପାଳିତ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ମନରେଗା କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ରୋଜଗାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରୋଜଗାର ସେବକ ସରୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ପଲ୍ଲୀ ଚେତନା ସଂସ୍ଥାର ଆଇଏନଆରଏମ୍ ଶତୃଘ୍ନ ନାଏକ
Read More...

ମମତା ବାନାର୍ଜୀଙ୍କୁ ଲାଗିଲା ବଡ ଝଟ୍‌କା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ବଡ଼ ଝଟ୍‌କା ଲାଗିଛି । ଦଳର ବିଧାୟକ ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକାରୀ ତାଙ୍କ ଇସ୍ତଫା ଦାଖଲ କରିବାକୁ ବିଧାନସଭାରେ ପହଞ୍ଚିଥିବା ବେଳେ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ : ବଲାଙ୍ଗିର ପୌରାଂଚଳରେ ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୯ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୫ ଜଣ, ୧୧ରୁ ଜଣେ, ୧୮ରୁ ଜଣେ ଓ ୧୯ରୁ ୨ ଜଣ ଆକ୍ରାନ୍ତ
Read More...

ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର

କଟକ : ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନାରେ କୁହାଯାଇଛି । ସୂଚନା ଅନୁସାରେ ଆଜି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା
Read More...