Daily Archives

ପ୍ରତ୍ନତତ୍ତ୍ଵ ବିଭାଗ ଓ ପର୍ଯ୍ୟଟନ ସଂସ୍କୃତି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନୃସିଂହନାଥ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ପାହାଡ ପର୍ବତ ଘେରା ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡ଼ର ବୁକୁ ଚିରି କୁଳୁ କୁଳୁ ନାଦରେ ଝରି ଆସୁଥିବା ପାପନାଶିନୀ ଝରଣାର ପାଦଦେଶରେ ଅବସ୍ଥିତ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରର ଉନ୍ନୟନମୂଳକ କାର୍ୟ୍ୟକ୍ରମ ସକାଶେ ଓଡ଼ିଶାର
Read More...

ଦୁଇ ଜଣ ପ୍ରେମିକାର ଅଶ୍ଲିଳ ଫଟୋ ଫେସବୁକରେ ଭାଇରାଲ କରି ମହମ୍ମଦ ଅରମାନ ନାମକ ଯୁବକ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରପ୍ରଦେଶ ରାଜ୍ୟର କସଗଂଜ ଥାନା ଅଂଚଳର ଏହି ଯୁବକ ପଦ୍ମପୁର ଥାନା ଓ ବରଗଡ ଟାଉନ ଥାନା ଅଂଚଳର ଦୁଇଜଣ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ଯୋଡିଥିଲା । ଜିସାନ ଖାନ ନାମରେ ଏକ ଫେକ ଫେସବୁକ ଖୋଲି ଏହି ଦୁଇ ଯୁବତୀଙ୍କ ଅଶ୍ଲିଳ ଫଟୋ ଭାଇରାଲ କରିଥିଲା । ଏ
Read More...

ବଢ଼ିଚାଲିଛି ଯୁବକ, ଯୁବତୀଙ୍କ ନିଖୋଜ ଅଭିଯୋଗର ସଂଖ୍ୟା : ନିଖୋଜ ପରେ ନିଛାଟିଆ ସ୍ଥାନରୁ ମୃତଦେହ ଉଦ୍ଧାର ମାମଲାକୁ ନେଇ…

ବବୁଲୁ ହତ୍ୟାକାଣ୍ଡ ପରି ଲୁଚିଯିବ ନି ତ ଗଜାନନ ହତ୍ୟାକାଣ୍ଡ ?ପୁଲିସର କାର୍ୟ୍ୟଦକ୍ଷତାକୁ ନେଇ ଉଠୁଛି ପ୍ରଶ୍ନବାଚୀ : ପୁଲିସ ଉପରୁ ଆସ୍ଥା ହରାଉଛନ୍ତି ଜନସାଧାରଣ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ବଢୁଛି ଯୁବକ ଯୁବତୀଙ୍କ ନିଖୋଜ ସଂଖ୍ୟା । ଗତ
Read More...

ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ୬ ଘଣ୍ଟା ଧରି ରାସ୍ତା ଅବରୋଧ : ଚାଷୀ ନେତା ଗିରଫ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ଅତାବିରା ମାର୍କେଟ ୟାର୍ଡ ନିକଟରେ ଆଜି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ କୃଷକଙ୍କ ୪ ଦାବୀରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନ ବାହାନ ଅଟକି ରହିଥିଲା । ସନ୍ଧ୍ୟା
Read More...

ପଦ୍ମପୁର ଉପ ଜିଲ୍ଲାପାଳଙ୍କ ବିଭିନ୍ନ ବୁଥ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଚାଲୁ ରହିଅଛି । ଏହି ଅବସରରେ ଆଜି ସ୍ବତନ୍ତ୍ର ପ୍ରଚାର ଦିବସରେ ଇଆରଓ ତଥା ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଦ, ପାଇକମାଲ, ରାଜ
Read More...

ଓଡ଼ିଶାର ପ୍ରତିଷ୍ଠିତ କବି ଦାମୋଦର ପଣ୍ଡାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶୋକ ପ୍ରାର୍ଥନା

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ବାରା ପଞ୍ଚରଥ ମନ୍ଦିର ପ୍ରାଂଗଣରେ ବାଦଶାହ କବି ଦାମୋଦର ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କର ପେନସନରସ୍‌ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଷ୍ଟେଟ ବ୍ୟାଙ୍କ, ବଲାଙ୍ଗିର ପ୍ରଧାନ ଶାଖା ପେନ୍‌ସନରସ୍‌ ମାନଙ୍କର ଏକ ସଭା ଶାଖା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶାଖା ପରି·ଳକ ପ୍ରଭାତ ରଞ୍ଜନ ନାଏକଙ୍କ ସଭାପତିତ୍ୱରେ ପେନ୍‌ସନରସ୍‌ଙ୍କ ସମସ୍ତ ସୁବିଧା ଓ ଅସୁବିଧା ଉପରେ ତର୍କ
Read More...

ବଲାଙ୍ଗିର ଗୁଡିଆ ସମାଜର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଧୁ ବୈଶ୍ୟ (ଗୁଡିଆ) ସମାଜର ଏକ ବୈଠକ ସ୍ଥାନୀୟ ଗୁଡିଆ ସମାଜ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭବ୍ୟ ଗଣେଶ ମନ୍ଦିର ନିର୍ମାଣ ଓ ସାଂଗଠାନିକ ବିଷୟ ଉପରେ ଆଲୋଚନା କରିଥିଲେ । ସମାଜର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ନିତ୍ୟାନନ୍ଦ ସାହୁ ଗଣେଷ
Read More...

ବିଲେଇସର୍ଡା ହାଇସ୍କୁଲରେ ହେଲା ମୋ’ ସ୍କୁଲ ଅଭିଯାନ ବୈଠକ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ଅଧ୍ୟକ୍ଷତାରେ ମୋ’ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ
Read More...

ବିଶ୍ୱ ମୃତ୍ତିକା ଦିବସ ପାଳନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଲର୍କିପାଲି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ମୃତ୍ତିକା ଦିବସ ପାଳନ ହୋଇଯାଇଛି । କୋଭିଡ-୧୯ ପରିସ୍ଥିତିକୁ ଲକ୍ଷ୍ୟ ରଖି ସାମାଜିକ ଦୂରତା ବଜାୟ ରଖିବା ସହିତ ୪୦ ଜଣ
Read More...
error: Content is protected !!