Daily Archives

୩ ଦିନରେ ବ୍ଲକର ୩ ପଞ୍ଚାୟତ ଅର୍ନ୍ତଗତ ୧୬ଟି ଗାଁର ୩୧୭ ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ର କମ୍ବଳ…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୨ ରୁ ୨୪ ମଧ୍ୟରେ ୩ ଦିନ ଧରି ଦେଓଗାଁ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯଥାକ୍ରମେ ଉଡାର, ମକୁନ୍ଦପୁର ଓ ଗାଈବାହାଲ ପଞ୍ଚାୟତର ୩୧୭ ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ୨୨ ତାରିଖ ଦିନ ଉଡ଼ାର ପଞ୍ଚାୟତର
Read More...

ମହାନ ଦାତା ମଧୁସୂଦନ ଦେ’ଙ୍କୁ ଶ୍ରଦ୍ଧାଞ୍ଜଳି

ଭୋଗରାଇ, ( ଶିବନାରାୟଣ ପାତ୍ର ) : ମୃତ୍ୟୁ ପରେ ସମସ୍ତଙ୍କ ହୃଦୟରେ ବଞ୍ଚି ରହିବାକୁ ଅସଲ ବଞ୍ଚିବା କୁହାଯାଏ, ଯାହାର ପ୍ରତୀକ ହେଉଛନ୍ତି ଦିବଂଗତ ମଧୁସୂଦନ ଦେ' ବୋଲି ଆଜି ଆରୁହାବୃତି-୧ ପଞ୍ଚାୟତ ଅନ୍ତର୍ଗତ ବାରବାଟିଆ ଗ୍ରାମସ୍ଥ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା , ଦାତା ଦିବଂଗତ
Read More...

ମୌଳିକ ସୁବିଧାରୁ ବଞ୍ଚିତ ଯମୁନାର ଦୁଃଖ ଶୁଣ ସରକାର

ଧର୍ମଗଡ଼, (ଭରତ ବିଶି) : ନାଁ ତା'ର ଯମୁନା ମାଝୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଦୋମଲି ଗାଁ ମୁଣ୍ଡରେ କୁଡିଆଟେ । ବୟସ ଅଧପାନ୍ତରିଆ ହେଲାଣି, ହେଲେ ଆଜି ବି ସରକାରଙ୍କ କୌଣସି ମୌଳିକ ସୁବିଧା ପାଇ ପାରିନାହାନ୍ତି ସେ । ନା କିଏ ଆଗରେ ତାର ନା କିଏ ପଛରେ । ଏକଲା ମଣିଷଟେ । ନା ଅଛି
Read More...

ନରସିଂହ ସେନା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନରସିଂହ ସେନା ତରଫରୁ ପ୍ରଥମ ଥର ପାଇଁ ସରକାରୀ କୋଭିଡ୍‌ ନିୟମ ଅନୁଯାୟୀ ଛତାମଖନା ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ବିଧାୟକ ପ୍ରବୀଣ ରାଜନୈତିଜ୍ଞ ନରସିଂହ ମିଶ୍ରଙ୍କ
Read More...

ଶତାୟୁ ଲାଇନମ୍ୟାନ ଚିନ୍ତାମଣି ଷାଣ୍ଢଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଝାଙ୍କର ପଡା ନିବାସୀ ତଥା ଶତାୟୁ ଲାଇନ୍‌ମ୍ୟାନ ଚିନ୍ତାମଣି ଷାଣ୍ଢଙ୍କ ଗତକାଲି ସଂଧ୍ୟାରେ ପରଲୋକ ହୋଇ ଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ପଛରେ ୪ ଝିଅ ଓ ୩ ପୁଅ
Read More...

ସର୍ବଭାରତୀୟ ଛିନ୍ଦେଇକେଲା କପ ଉଦ୍‌ଘାଟିତ : ସେମିରେ ବଲାଙ୍ଗିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଆୟୋଜିତ ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ ଆରମ୍ଭ ହୋଇଯାଇଛି । ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପଦ୍ମପୁର
Read More...

ଖଟଖଟିଆ କ୍ରିକେଟ୍‌ କପ୍‌-୨୦୨୦ ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖଟଖଟିଆ ସ୍ଥିତ ଧୁବେନ ଆଁଟ୍‌ ଖେଳ ପଡିଆ ଠାରେ ଖଟଖଟିଆ କ୍ରିକେଟ ଆସୋସିଏସନ୍ ଦ୍ଵାରା କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
Read More...

ଗଳ୍ପ ସଙ୍କଳନ ‘ଶୂନ୍ୟ ସବାରୀ’ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଭିତରେ ପଦ୍ମପୁର ଆର୍‌ବି ହାଇସ୍କୁଲର ସମ୍ମିଳନୀ କକ୍ଷରେ ଗାଳ୍ପିକା ଡଃ. ସନ୍ତୋଷିନୀ ବାବୁଙ୍କ ଷଷ୍ଠ ଓଡିଆ ଗଳ୍ପ ସଙ୍କଳନ 'ଶୂନ୍ୟ ସବାରୀ' ଉନ୍ମୋଚିତ ହୋଇ ଯାଇଛି । ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜିତ ଆସରରେ ଗୁରୁ ପ୍ରକାଶନୀର ସଭାପତି
Read More...

ପ୍ରଭାକର ରଥ ଜନ୍ମ ଶତ ବାର୍ଷିକ ସମିତିର ବୈଠକ : ଏଥର ପ୍ରଭାକର ରଥ ସ୍ମୃତି ସମ୍ମାନ ପାଇବେ ପ୍ରଦୀପ ପଶାୟତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ଟିକ୍ରାପଡା ଶ୍ରୀଜଗନ୍ନାଥ ମନ୍ଦିରରେ ହୃଷିକେଶ ପୁରୋହିତଙ୍କ ସଭାପତିତ୍ୱରେ ପ୍ରଭାକର ରଥ ସ୍ମୃତି ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଚଳିତ ବର୍ଷ ସେବା ସମର୍ପିତ କାର୍ଯ୍ୟ ପାଇଁ ସ୍ୱେଚ୍ଛାସେବୀ ପ୍ରଦୀପ ପଶାୟତଙ୍କୁ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସୂଚନା : ଖ୍ରୀଷ୍ଟମସ୍‌ କିମ୍ବା ନୂଆବର୍ଷ ପାଳନ ଅବସରରେ ଜନଗହଳି ମନା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଖ୍ରୀଷ୍ଟ୍‌ମସ କିମ୍ବା ନୂଆବର୍ଷ ପାଳନ ଅବସରରେ ଜନଗହଳିକୁ ବାରଣ କରାଯାଇଛି । ଏ ସଂକ୍ରାନ୍ତରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସୂଚନା ଜାରି କରାଯାଇଛି । ଚର୍ଚ୍ଚ, ଖ୍ରୀଷ୍ଟିଆନ୍‌ ସଂସ୍ଥା କିମ୍ବା କୌଣସି
Read More...