om academy

ଶତାୟୁ ଲାଇନମ୍ୟାନ ଚିନ୍ତାମଣି ଷାଣ୍ଢଙ୍କ ପରଲୋକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଝାଙ୍କର ପଡା ନିବାସୀ ତଥା ଶତାୟୁ ଲାଇନ୍‌ମ୍ୟାନ ଚିନ୍ତାମଣି ଷାଣ୍ଢଙ୍କ ଗତକାଲି ସଂଧ୍ୟାରେ ପରଲୋକ ହୋଇ ଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ପଛରେ ୪ ଝିଅ ଓ ୩ ପୁଅ ଙ୍କୁ ଛାଡି ଯାଇଛନ୍ତି । ବଡ ପୁଅ କୃଷ୍ଣଚନ୍ଦ୍ର ଷାଣ୍ଢ ମୁଖାଗ୍ନି ଦେଇଥିଲେ । ସେ ଜଣେ ମେଳାପୀ ଓ ପର ଉପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ପଡାରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.