Daily Archives

ବରଗଡ଼ ମ୍ୟୁନିସିପାଲଟିର ପୂର୍ବତନ ନଗରପାଳ ଦେବକୀ ସାହୁଙ୍କ ପରଲୋକ

ବରଗଡ, (ସତ୍ୟନାରାୟଣ ପଧାନ) : ବରଗଡ଼ ପୌରପରିଷଦ ଅର୍ନ୍ତଗତ ଓ୍ବାର୍ଡ- ୧୮ ବନ୍ଧୁରଟିକ୍ରା ନିବାସୀ ଶ୍ରୀମତୀ ଦେବକୀ ସାହୁ ୮୭ବର୍ଷ ବୟସରେ ଆଜି ରାତ୍ରି ୭.୩୦ ମିନିଟ୍ ସମୟରେ ପରଲୋକ ଘଟିଛି । ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ସେ ବରଗଡ଼ ମ୍ୟୁନିସିପାଲଟିର ଉପ-ନଗରପାଳ ଓ କିଛି ସମୟ ପର୍ୟ୍ଯନ୍ତ
Read More...

ମଦ୍ୟପାନ କରିଥିବା ବରାତି ଦଳଙ୍କ ଉତ୍‌ପାତ୍‌ରେ ଅତିଷ୍ଟ ହୋଇ ଦୁଲ୍‌ହନ୍‌ ମନା କରିଦେଲେ ବାହା ହେବାକୁ

ପିଲିଭିତ : ମଦ୍ୟପାନ କରିଥିବା ବରାତି ଦଳଙ୍କ ଉତ୍‌ପାତ୍‌ରେ ଅତିଷ୍ଟ ହୋଇ ଦୁଲ୍‌ହନ୍‌ ମନା କରି ଦେଇଛନ୍ତି ବାହା ହେବାକୁ । ଉତ୍ତରପ୍ରଦେଶର ପିଲିଭିତରେ ଏକ ବିବାହ ସମୟରେ କିଛି ମଦ୍ୟପ ଉତ୍‌ପାତ୍ କରି କନ୍ୟାଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଥିଲେ । ଏଥିରେ ରାଗିଯାଇ ଦୁଲ୍‌ହନ୍‌ ବିବାହ କରିବାକୁ
Read More...

ତୈଳ ଦର ବୃଦ୍ଧି ନେଇ ଲୋକେ ହନ୍ତସନ୍ତ : ଚିନ୍ତାରେ ଜନତା, ରାଜନେତାଙ୍କ ନୀରବତା

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଚିନ୍ତାରେ ଅନେକ ଲୋକେ ଭାଙ୍ଗି ପଡିଛନ୍ତି । ଅନେକ ଲୋକ ଭୋକ ଉପବାସରେ ମଧ୍ୟ ଦିନ କାଟୁଥିବା ବେଳେ ଏବେ ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଲୋକେ ହନ୍ତସନ୍ତ ହୋଇ ପଡିଛନ୍ତି । ତେବେ ଦୁଇ ବର୍ଷ ପରେ ପୁଣି ଥରେ ତେଲରେ ଲାଗିଛି ନିଆଁ ।
Read More...

ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ କରାଯାଉ : ଓଡିଶା ଅଭିଭାବକ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୭୭୭୨ରୁ ଉର୍ଦ୍ଧ ଚାଲୁଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଆ ଯାଇଥିବା ନିଷ୍ପତିକୁ ତୁରନ୍ତ ମାନିନେବା ପାଇଁ ଓଡିଶା
Read More...

ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟିର ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ରବି ଋତୁ ପାଇଁ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟିର ବୈଠକ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲା ରେ ରବି ଋତୁରେ ସମୁଦାୟ ୧୩୭୮୮୩ ହେକ୍ଟର ଚାଷ ଜମିରେ
Read More...

ସରକାରୀ ସ୍କୁଲ ବନ୍ଦ ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ୨୭୩ ଟି ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ଏବେ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଭଟଲି ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ଠାରେ ପ୍ରତିବାଦ କାର୍ୟ୍ୟକ୍ରମ କରାଯାଇଛି । ଶୁକ୍ରବାର ଶତାଧିକ ମହିଳା,
Read More...

ଷ୍ଟେଟ ବ୍ୟାଙ୍କର ମନୋମୁଖୀ ଶାସନ ବିରୁଦ୍ଧରେ ସମସ୍ତ ଗ୍ରାମ୍ୟ ବ୍ୟାଙ୍କରେ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମନମୁଖୀ ଶାସନ ତଥା କର୍ମଚାରୀ ମାରଣ ନୀତି ପ୍ରତିବାଦରେ ଆଜି ସର୍ବଭାରତୀୟ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଷ୍ଟେଟ ବ୍ୟାଙ୍କ ପ୍ରୟୋଜିତ ସମସ୍ତ ଗ୍ରାମ୍ୟ ବ୍ୟାଙ୍କରେ ପ୍ରତିବାଦ ସହ ଧାରଣା
Read More...

ଆମେ ଯେଉଁଠି ଅଛୁ, ଆମକୁ ସେଇଠି ଥଇଥାନ କର : ଉଠା ଦୋକାନୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ଦିନ ହେବ ସହରରେ ଜିଲ୍ଲା ପ୍ରସାଶନ ତରଫରୁ ଉଠା ଦୋକାନୀ ଉଚ୍ଛେଦ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି । ଉଠା ଦୋକାନୀ ମାନଙ୍କୁ ସହରର ବିଭିନ୍ନ ଅଂଚଳରେ ଥଇଥାନ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଆଜି ଉଠା ଦୋକାନୀମାନେ ଜିଲ୍ଲା
Read More...

ଆମେ କାହିଁକି ଆଧ୍ୟାତ୍ମିକତା ଲୋଡ଼ିବା ?

ସୁଶ୍ରୀ ସ୍ନେହଲତା ମହିଳାମାନେ ଆଧ୍ୟାତ୍ମିକତା ପ୍ରତି ଆସ୍ଥାବାନ୍‌ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଏ । ଏହାଦ୍ୱାରା ମାନସିକ ସ୍ଥିତି ଠିକ୍‌ ରୁହେ ତଥା ଜୀବନରେ ଦେଖା ଦେଉଥିବା ବିମୁଖତା ଠାରୁ ତ୍ରାହି ମିଳିଥାଏ । ଏ ସଂପର୍କରେ କେତୋଟି ଟିପ୍‌ସ୍‌କୁ ନେଇ ଆମେ ଆଲୋଚନା କରିବା ଏଥର ।
Read More...

ମରୁଭୂମିରେ ଗ୍ଲାମରସ୍ ଫଟୋ ସୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ସବୁବେଳେ ତାଙ୍କ ଫେନ୍‌ଙ୍କ ଭିତରେ ରହିଥାଆନ୍ତି ଚର୍ଚ୍ଚାରେ । ଆକର୍ଷଣୀୟ ଚେହେରା ସହ ତା‌ଙ୍କ ‌ଷ୍ଟାଇଲ୍‌ରେ ସମେ‌ସ୍ତ କଏଦ୍‌ ହୁଅନ୍ତି । ତାଙ୍କ ଖାସ୍ ଅନ୍ଦାଜ ହିଁ ତାଙ୍କ ପ୍ରଶଂସକଙ୍କୁ ବିମୋହିତ କରିଥାଏ । ଏବେ ଉର୍ବଶୀ ଆରବର ଏକ ଫେମସ୍‌
Read More...
error: Content is protected !!