Daily Archives

ଶିରାବାହାଲ-ବାଞ୍ଜିପାଲି ରାସ୍ତାରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ମୃତ : ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅର୍ନ୍ତଗତ ଶିରାବାହାଲ-ବାଞ୍ଜିପାଲି ରାସ୍ତାର ବ୍ରାହ୍ମଣୀପାଲି ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କା ଦେବାରୁ ଘଟଣା ସ୍ଥ‌ଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗାଁର ଲୋକେ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବୀ
Read More...

ମୋ’ ସ୍କୁଲ ଅଭିଯାନର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କଂଟାବାଂଜି, (ମନୀଶ କୁମାର ହଂସ) : ସରକାରଙ୍କ ମୋ ସ୍କୁଲ ଅଭିଯାନ ୨୦୧୭ ମସିହାରୁ ଆରମ୍ଭ ହୋଇଥିଲେ ହେଁ ଅନେକ ବିଦ୍ୟାଳୟରେ ଏହା କାର୍ୟ୍ୟକାରୀ ହୋଇ ପାରିନାହିଁ । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟମାନଙ୍କରେ ପଢି ସାରିଥିବା ପୁରୁଣା ଛାତ୍ରଛାତ୍ରୀ ତଥା ବଦାନ୍ୟ ଶିକ୍ଷାପ୍ରେମୀମାନଙ୍କ ଠାରୁ
Read More...

ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକୋ ସଂଶୋଧନ ପ୍ରକ୍ରିୟା

ଭୁବନେ‌ଶ୍ୱର : ୨୦୨୦ -୨୧ ମସହା ପାଇଁ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସାରା ରାଜ୍ୟରେ ଚାଲୁ ରହଛିି ଓ ଏଥି ନମେ‌ନ୍ତ ଭୋଟର ମାନଙ୍କର ଦାବି ଓ ଆପତ୍ତି ଗତ ନଭେ‌ମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଚଳତି ଡ଼ିସେ‌ମ୍ବର ୧୫ ତାରଖ ପର୍ୟ୍ୟ‌ନ୍ତ ଚାଲୁ ରହବ ବୋଲି ମୁଖ୍ୟ
Read More...

ସୋନପୁର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନୂତନ କୋଠା ଉଦଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ବ୍ଲକ ଅନ୍ତର୍ଗତ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଆଜି ମାନ୍ୟବର ମନ୍ତ୍ରୀ, ଅର୍ଥ ଓ ଅବକାରୀ ବିଭାଗ, ଓଡିଶା, ନିରଞ୍ଜନ ପୂଝାରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବେଳେ ଏହି ଅବସରରେ ସୁବର୍ଣ୍ଣପୁର
Read More...

କଂଟାବାଂଜି ଏନ୍‌ଏସି ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ -୨୦୨୧ ପ୍ରଶିକ୍ଷଣ ଶୁଭାରମ୍ଭ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନଏସି ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପ୍ରଶିକ୍ଷଣର ଶୁଭାରମ୍ଭ କାର୍ଯ୍ୟାଳୟର କନଫରେନ୍ସ ହଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ ଓ ଏନଏସି କର୍ମଚାରୀମାନଙ୍କ ନିମନ୍ତେ ବଡ ଖାନା କରାଯାଇଛି
Read More...

ବୁଡାମାଲ ‌କ୍ଲବ ଗୃହ କାର୍ଯ୍ୟକ୍ଷମ କରାଯାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗାଁରେ ଏକ ପରିତ୍ୟକ୍ତ ଭାବରେ ପଡି ରହିଛି ଏକ କ୍ଲବ ଗୃହ । ଦୀର୍ଘ ୩୦ ବର୍ଷ ପାଇଁ ତିରିଶ ବର୍ଷ ହେବ ଅର୍ଦ୍ଧ ନିର୍ମିତ ହୋଇ ପଡି ରହି ଆବର୍ଜନା ହୋଇ ରହିରହିଛି । ଏହାକୁ ଗାଁବାଲାଙ୍କ କି ପ୍ରଶାସନର ମଧ୍ୟ ଦୃଷ୍ଟି ପଡୁନାହିଁ ।
Read More...

ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ ଅଭିଯାନକୁ ଗାଁ ଗାଁ ପହଞ୍ଚାଉଛି ଏଆଇଏସଏଫ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷା ବଞ୍ଚାଅ ଅଭିଯାନକୁ ଗାଁ ଗାଁକୁ ପହଞ୍ଚାଉଛି ଏଆଇଏସ୍‌ଏଫ୍ । ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷାନୀତି-୨୦୨୦, ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଓ ଛାତ୍ରଛାତ୍ରୀ ହ୍ରାସ ନେଇ ଏହାର କାରଣ ଓ ନିରାକରଣକୁ ଗୁରୁତ୍ୱ ନ ଦେଇ ସରକାରୀ ବିଦ୍ୟାଳୟ
Read More...

ଶିକ୍ଷକ ସରୋଜ କୁମାର ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳେ ପଦ୍ମପୁର ଟାଉନ ହାଇସ୍କୁଲର ସଂସ୍କୃତ ଶିକ୍ଷକ ସରୋଜ କୁମାର ସାହୁଙ୍କ ହୃଦଘାତରେ ଆକସ୍ମିକ ମୃତ୍ୟୁ ଘଟିଛି । ସ୍ବର୍ଗତ ସାହୁ ଜଣେ ଖୁସି ମିଜାଜ୍‌ର ବ୍ୟକ୍ତି ଥିଲେ । ଶିକ୍ଷକତା ସହିତ ବିଭିନ୍ନ ପ୍ରକାର ଲୋକ ବାଦ୍ୟ ତଥା ଶାସ୍ତ୍ରୀୟ ବାଦ୍ୟ
Read More...

ଅଧ୍ୟାପକ ରମାକାନ୍ତ ସା’ଙ୍କ ଅକାଳ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଜମଲା +୨ ମହା ବିଦ୍ୟାଳୟର ଓଡିଆ ଅଧ୍ୟାପକ ରମାକାନ୍ତ ସା'ଙ୍କର ଏକ ଦୁର୍ଘଟଣାରେ ମାତ୍ର ୫୦ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଛି । କୁଚିପାଲି ବାସିନ୍ଦା ସ୍ବର୍ଗତ ସା' ପଦ୍ମପୁରରେ ରହୁଥିଲେ । କୁଚିପାଲିରୁ ମୋଟର ସାଇକଲରେ ଆସୁଥିବା ବେଳେ ଏକ
Read More...

ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନଃର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ (ନିରତାର) କେନ୍ଦ୍ର ତରଫରୁ କରୋନା କୋଭିଡ-୧୯ କଟକଣା ଅନୁପାଳନ ପୂର୍ବକ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଅଛି । ସେଂଟର ଅଫିସ
Read More...