om academy

ବୁଡାମାଲ ‌କ୍ଲବ ଗୃହ କାର୍ଯ୍ୟକ୍ଷମ କରାଯାଉ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗାଁରେ ଏକ ପରିତ୍ୟକ୍ତ ଭାବରେ ପଡି ରହିଛି ଏକ କ୍ଲବ ଗୃହ । ଦୀର୍ଘ ୩୦ ବର୍ଷ ପାଇଁ ତିରିଶ ବର୍ଷ ହେବ ଅର୍ଦ୍ଧ ନିର୍ମିତ ହୋଇ ପଡି ରହି ଆବର୍ଜନା ହୋଇ ରହିରହିଛି । ଏହାକୁ ଗାଁବାଲାଙ୍କ କି ପ୍ରଶାସନର ମଧ୍ୟ ଦୃଷ୍ଟି ପଡୁନାହିଁ । ତେଣୁ ପଞ୍ଚାୟତ କି ବ୍ଲକର ତୁରନ୍ତ ଦୃଷ୍ଟି କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.