Daily Archives

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବା ଓ ଶିକ୍ଷା ପାଠ୍ୟକ୍ରମରେ ତାହାକୁ ସାମିଲ୍‌…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବଲାଙ୍ଗିର ଠାରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବା ଓ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟହାର ଦାବୀରେ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ସ୍ଥାନୀୟ
Read More...

ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଚାଷୀ

କଟକ : ଥମୁନି ହାତୀ ଆକ୍ରମଣରେ ଶିକାର ହେଇ ପ୍ରାଣ ହରାଇବାର ଘଟଣା । ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଜଣେ ଚାଷୀ ବୋଲି ଖବର ମିିଳିଛି । ସୂଚନାଯୋଗ୍ୟ ଯେ, ଚୈାଦ୍ୱାର ପୌର ପାଳିକାର ୧୨ନଂ ୱାର୍ଡର ରତ୍ନାକର ବେହେରା ଆଜି ସକାଳୁ ନିଜ ଚାଷଜମିକୁ ଧାନ କାଟିବା ପାଇଁ ଯାଉଥିବା ବେଳେ ହାତୀ
Read More...

ପ୍ରଥମ ଦିନରେ ବୁରୋମୁଣ୍ଡା ବିବିସି କ୍ରିିକେଟ ଟୁର୍ଣ୍ଣାମେଣ୍ଟ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ବୁରୋମୁଣ୍ଡା ବିବିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବିଭିନ୍ନ ସ୍ଥାନର ୧୬ଟି ଟିମ୍‌କୁ ନେଇ ତିନି ଦିନ ପର୍ଯ୍ୟନ୍ତ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ସରକାରଙ୍କ ପକ୍ଷରୁ
Read More...

ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ନୂତନ ଉପ ସଭାପତି ହେଲେ ଲଳିତ ଜଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଲଳିତ ଜଗତ ଜଣେ ଉଚ୍ଚ ଶିକ୍ଷିତ ତଥା ଲୋକ କଳାରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ପାଇକମାଲ ବ୍ଲକ କଳା ସଂସ୍କୃତି
Read More...

ବାଇକ୍‌କୁ ଧକ୍କା ଦେଲା ବୋଲେରୋ : ଘଟଣା ସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ, ଡ଼ାକ୍ତରଖାନାରେ ମା’ ବି ଚାଲିଗଲେ :…

ତୁଷୁରା, (ଅଜିତ କୁମାର ସାହୁ) : ବାଇକକୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ବଲାଙ୍ଗିର ଜିଲାର ତୁଷୁରାରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଏକ ବାଇକ ଯୋଗେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗାଁର ମାଖନୁ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ : ଖପ୍ରାଖୋଲ ବ୍ଲକ୍‌ରୁ ୯ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ରହିଥିବା ସରକାରୀ ସୂତ୍ରରେ ପ୍ରକାଶ । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୩ ଜଣ, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ୍‌ ପର୍ଲ୍ଲୀମାଲ ଗ୍ରା.ପ.ରୁ ଜଣେ,
Read More...

ଆଜି ମଧ୍ୟ ଭାରତର ଏହି ଗାଁରେ ବହୁ ସଂଖ୍ୟକ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି, ବୈଜ୍ଞାନିକମାନେ ବି ଏହାର କାରଣ ଜାଣି…

ନୂଆଦି‌ଲ୍ଲୀ : ଆଜିର ଆଧୁନିକ ସମୟରେ ମଧ୍ୟ ଦୁନିଆରେ ଅନେକ ଅଜବ ସ୍ଥାନ ବିଦ୍ୟମାନ, ଯାହା ରହସ୍ୟ ଭିତରେ ଛ‌ନ୍ଦି ହୋଇ ରହିଛି । ଏହି ପର୍ୟ୍ୟାୟରେ, ଏପରି ଏକ ଗାଁ ବିଷୟରେ ଜାଣିବା, ଯେଉଁଠାରେ ଯାଆଁଳା ଶିଶୁ ଅଧିକ ଜନ୍ମ ହୁଅନ୍ତି । ଆଶ୍ଚର୍ୟ୍ୟର କଥା, ଆଜି ପର୍ୟ୍ୟନ୍ତ କେହି ଏହି ରହସ୍ୟକୁ ଭେଦ
Read More...

ପ୍ରଥମେ ୧ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ : କରୋନା ଯୁଦ୍ଧରେ ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରରେ କାର୍ୟ୍ୟରତ ଥିବା ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଏବଂ ପରେ ପ୍ରାୟ ଦୁଇ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ କରୋନା ଟୀକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ସର୍ବଦଳୀୟ ବୈଠକରେ
Read More...

ବିବାହରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ ଯୋଗ ଦେଇ ପାରିବେ : କଟକ ମହାନଗର ନିଗମ

କଟକ : ଆଗକୁ ଆସୁଛି ବିବାହ ଋତୁ । ଏହାକୁ ଲକ୍ଷ୍ୟ ରଖି ଆଜି କଟକ ମହାନଗର ନିଗମ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିବାହ ଆଦି ଉତ୍ସବର ଆୟୋଜନକୁ ନେଇ ସିଏମସି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିବା ଜଣାପଡ଼ିଛି । ବିବାହ ଉତ୍ସବରେ ଶହେ ଓ ଶୁଦ୍ଧି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କ
Read More...

ଆବର୍ଜନା ସାଉଁଟି ପେଟ ପୋଷୁଥିବା ମଣିଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନରେ ଶାନ୍ତିପଡ଼ା ଛକ ଦେଇ ଫଟା ଟିଣ, ପ୍ଲାଷ୍ଟିକ୍‌, ପରିତ୍ୟକ୍ତ ବୋତଲ, କାଚ ଆଦି ବୋଝେଇ ୧୪ କି ୧୫ ବର୍ଷର ଜଣେ ବାଳକ ଏକ ରିକ୍‌ସା ଟାଣି ଟାଣି ସହର ଆଡ଼କୁ ନେଉଥିବା ବେଳେ ଅଳିଆ ଆବର୍ଜନା ଭରା ଜରିବସ୍ତା ଗୁଡ଼ିକ ଉପରେ ବସିଥିଲା ତାର ମା’ ।
Read More...