Daily Archives

ଏମଏନଜିଏଲର ୧୦୦ତମ ସିଏନଜି ଷ୍ଟେସନ ରାଷ୍ଟ୍ରକୁ ଉତ୍ସର୍ଗ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସିଜିଡି ସଂସ୍ଥା ଏବଂ ତୈଳ କମ୍ପାନୀଙ୍କୁ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ• ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର
Read More...

ଭାରତର କରୋନା ସକ୍ରିୟ ମାମଲା ୪.୩୫ ଲକ୍ଷକୁ ହ୍ରାସ

● ଦୈନିକ ସୁସ୍ଥ ସଂଖ୍ୟା ନୂଆ ମାମଲା ଠାରୁ ଅଧିକ ନୂଆଦିଲ୍ଲୀ, (ପିଆଇବି) : ଭାରତରେ ସକ୍ରିୟ କରୋନା ମାମଲା ଆଜି ୪,୩୫,୬୦୩କୁ ହ୍ରାସ ପାଇଛି, ଯାହାକି ୫ ଲକ୍ଷରୁ କମ୍ । ମୋଟ ପଜିଟିଭ୍ ମାମଲାର ୪.୬୦% ସକ୍ରିୟ ମାମଲା ରହିଛି ।ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ
Read More...

ମଣ୍ଡିରେ ଧାନ କଟ୍‌ନି ଛଟ୍‌ନି ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାର ୧୮୫ ମାର୍କେଟ ୟାର୍ଡରେ ଇତି ମଧ୍ୟରେ ଧାନ ସଂଗ୍ରହ ଚାଲିଥିବା ବେଳେ ଚାଷୀ ମାନଙ୍କ ମଧ୍ୟରେ ମିଲର୍ସଙ୍କ କଟନି ଛଟନିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା
Read More...

ଚୀନ୍‌ ସହ ବୃଦ୍ଧି ପାଇଲା ଉତ୍ତେଜନା : ବ୍ରିଟେନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା : ପଠାଇବ ବିନାଶକାରୀ ବିମାନ…

ଲଣ୍ଡନ : ଚୀନ୍‌କୁ ଶିକ୍ଷା ଦେବା ପାଇଁ ବ୍ରିଟେନ ବର୍ତ୍ତମାନ ଆକ୍ସନ୍ ମୋଡରେ ଅଛି । ଯେଉଁମାନେ ହଂକଂ ସମେତ ଅନେକ ପ୍ରସଙ୍ଗରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛନ୍ତି, ସେମାନ‌ଙ୍କ ଉପରେ ଆକ୍ରୋଶ ପ୍ରଦର୍ଶନ କରିଛି । ଆସନ୍ତା ବର୍ଷ ବ୍ରିଟିଶ ନୌସେନା ଏହାର ବୃହତ୍ତମ ବିମାନ ପରିବହନକାରୀ
Read More...

ମହିଳା ହିଂସା ନିରୋଧ ଉପରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ବରଗଡ଼ ସଂଯୁକ୍ତ ଯୁବ ସଂଗଠନ ତରଫରୁ ଶାନ୍ତି ତପୋବନ ଆଶ୍ରମ ଚକରକେନ୍ଦ ଛକ, ବରଗଡ଼ ଠାରେ ମହିଳା ହିଂସା ନିରୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ସଂଯୁକ୍ତ ଯୁବ ସଂଗଠନର ସଭାପତି ସୁରେନ୍ଦ୍ର ମେହେର ସଭାପତିତ୍ବ
Read More...

ନିଷ୍ଠା ପରିବାର ତରଫରୁ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତି ଉଦ୍ଧାର ଓ ଚିକି‌ତ୍ସା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ୨୩ ତାରିଖ ବରଗଡ ରେଳ ଷ୍ଟେସନରୁ ଅସହାୟ ଅବସ୍ଥାରେ ନିଷ୍ଠା ପରିବାର ତରଫରୁ ବୃଦ୍ଧ ଦମ୍ପତ୍ତି ହରିଶ ଚନ୍ଦ୍ର ପ୍ରଧାନ(୮୦) ଓ ପ୍ରତିମା ପ୍ରଧାନ(୬୮)ଙ୍କୁ ଉଦ୍ଧାର କରାଯାଇଥିଲା । ମଉସାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତାଙ୍କର ଏକ ମେଜର ସର୍ଜରୀର
Read More...

ମୋ’ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମୋ’ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବ୍ଲକ
Read More...

କରୋନା ଟୀକାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : କୋଭିଡ-୧୯ ଟୀକାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ମୋନିଷା ବାନାର୍ଜୀ । ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ
Read More...

ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିସରରୁ ଏକ ଏଡ଼ସ୍ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ
Read More...

ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ : ଗୋପଭୂଷଣ ନାଥ ନୂତନ ପ୍ରବକ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ୟ୍ୟକାରିଣୀ ବୈଠକ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ସଭାପତି ଧର୍ମବ୍ରତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ରେଳ ଷ୍ଟେସନର ଉନ୍ନତିକରଣ, ସମ୍ବଲପୁର ଠାରୁ
Read More...
error: Content is protected !!