Daily Archives

କବିତା : ଅଫେରା ବାଟ୍

ବଲ୍ଲବ ସାହୁ ତୋର୍ ପ୍ରେମର୍ ସୁର୍‌ତା ଯେତେଛାତିର ବନ୍ଦ କର୍‌ପନେ କବର୍‌ ଦେଇମୁଇଁ କେନ୍ତା ବଁଚିଥିତିକହତ….? ମୋର ପୁଡ଼ିଗଲା ରକତ୍ ମାଉଁସଯାହା ଦେଖୁଛୁହେଟା ଆଏଜ୍ ଖାର୍ ଆଏ । ପଚ୍‌ରାବୁ ହେ ନଏଦ୍,ପର୍‌ବତଫୁଲ, ଫଗୁନ୍ ବିରାନ୍‌ ବାଟ୍‌କେକିଏ ପଦେ କହେଲେ କାଏଁଖାଲି ଯାହା
Read More...

ସର୍ବିୟାର ବେଲଗ୍ରେଡଠାରେ ଡିସେମ୍ବର ୧୨ରୁ ହେବାକୁ ଥିବା କୁସ୍ତି ବିଶ୍ଵ କପ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିବେ…

● ଗତ ମାର୍ଚ୍ଚ ମାସରେ କୋଭିଡ ସଂକ୍ରମଣ ପରେ ଏହା ହେଉଛି ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ନୂଆଦିଲ୍ଲୀ, (ପିଆଇବି) : ୨୪ଜଣ କୁସ୍ତି ପ୍ରତିଯୋଗୀ, ୯ ଜଣ ପ୍ରଶିକ୍ଷକ, ୩ ସହାୟକ ଓ ୩ ରେଫେରିଙ୍କ ସମେତ ଏକ ୪୨ଜଣିଆ ଦଳ ଆସନ୍ତା ୧୨ ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ବରିଷ୍ଠ କୁସ୍ତି
Read More...

କୋଭିଡ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ନିଷ୍ଠାପର କୋଭିଡ ଡ୍ୟୁଟି କରି ଶେଷରେ କୋଭିଡ ସପ୍ସକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିସ ଏଏସଆଇ ମୋନୋଜ ହୋତାଙ୍କ ଧର୍ମ ପତ୍ନୀଙ୍କୁ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରିଥିଲେ। ସରକାରଙ୍କ ଘୋଷଣା ମୁତାବକ
Read More...

ଦୈନିକ ନୂଆ ମାମଲା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଯୋଗୁ ଦେଶରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ଧାରା ବଜାୟ ରହିଛି

● ମୋଟ ଆକ୍ରାନ୍ତ ମାମଲାର ୪.୫% ତଳକୁ ଖସିଲା ସକ୍ରିୟ ମାମଲା ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଭାରତରେ ଗତ ୨୪ ଘଣ୍ଟାରେ ୩୫,୫୫୧ ନୂଆ ମାମଲା ସାମନାକୁ ଆସିଥିବା ବେଳେ ୪୦,୭୨୬ ରୋଗୀ ସୁସ୍ଥ
Read More...

ଦିବ୍ୟାଙ୍ଗ ଦିବସ ରେ ଦିବ୍ୟାଙ୍ଗ ମାନେ ଉପେକ୍ଷିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଡିସେମ୍ବର ୩ ତାରିଖକୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଦିବ୍ୟାଙ୍ଗମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଜଣାଇବା କଥା । କିନ୍ତୁ ବରଗଡ଼ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶାରାରିକ ଅକ୍ଷମ ସାର୍ଟିଫିକେଟ ତିଆରି ପାଇଁ ଜିଲ୍ଳାକୁ
Read More...

ଗୋଡଭଗା ଛକରୁ ଅଚେତ ଅବସ୍ଥାରେ ପଡିଥିବା ବୃଦ୍ଧା ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ଗୋଡଭଗା ଛକରେ ଦୀର୍ଘ ତିନି ଚାରି ଦିନ ହେବ ଜଣେ ଅଜଣା ବୃଦ୍ଧା ପଡି ରହିଥିଲେ । ତାଙ୍କ ବୟସ ପାଖାପାଖି ୬୦ବର୍ଷ ହେବ । ଆଜି ତାଙ୍କୁ ଅଚେତ ଅବସ୍ଥାରେ ଛକରେ ପଡିଥିବା ଦେଖି ସ୍ଥାନୀୟ ସମାଜସେବୀ ପ୍ରେମରାଜ ପ୍ରଧାନ ନିଷ୍ଠା ପରିବାରକୁ ଖବର ଦେଇଥିଲେ ।
Read More...

ବସ୍‌ ଧକ୍କାରେ ବାଇକ୍‌ ଚାଳକ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ବିମଳବେଡା ନିକଟରେ ଥିବା ଅନ୍ନପୂର୍ଣ୍ଣା ଢ଼ାବା ପାଶ୍ୱର୍ରେ ବସ୍‌ ଧକ୍କାରେ ବାଇକ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ବାଇକ ଚାଳକ ହଣ୍ଡପା ଗ୍ରାମର ଟୁନା ବିଶ୍ୱାଳ ବୋଲି ମିଳିଥିବା ଖବରରେ କୁହାଯାଇଛି । ବାଲାଜୀ ନାମକ ଏକ ବସ୍‌ ଧ‌କ୍କା
Read More...

ଲାଞ୍ଚ ନ ଦେବାରୁ ଆବାସ ଘର ଫାଇନାଲ ବିଲ ମିଳି ନଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । କେଉଁଠି ସରକାରୀ ଜାଗାରେ ଆବାସ ଘର ତିଆରି ହେଉଥିବା ବେଳେ ଆଉ କେଉଁଠି ଗୋଟିଏ ପରିବାରର ତିନି/ଚାରି ଜଣ ସଦସ୍ୟଙ୍କୁ ଘର ମିଳିଛି । କେଉଁଠି
Read More...

ଏଆଇକେକେଏମ୍‌ଏସ୍‌ ପକ୍ଷରୁ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆୟୋଜିତ ହେଲା ପଥପ୍ରାନ୍ତ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକ ବିରୋଧୀ ଏବଂ ଜନ ବିରୋଧୀ ତିନୋଟି କୃଷି ଆଇନ-ପ୍ରାଇଭେଟ୍‌ ମଣ୍ଡି ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, କୃଷି ଆଇନ-୨୦୨୦କୁ ବାତିଲ କରିବା ଦାବୀରେ ପଞ୍ଜାବ, ହରିୟାନା ଠାରୁ ଆରମ୍ଭ କରି ସାରା ଭାରତ ବର୍ଷରେ ଯେଉଁ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ ମୁଣ୍ଡ
Read More...

ମିଳିତ ମଂଚ କ୍ଷତିପୂରଣ ପାଇଁ ସରକାରଙ୍କୁ ଦେବ ଜମାକାରୀ ଏବଂ ଜମାରାଶିର ସମ୍ପୁର୍ଣ୍ଣ ବିବରଣୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ (ଏଏସ୍‌କେଏମ୍‌ଏମ୍‌) ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ପାଟଣାଗଡ ବ୍ଲକ ଅନ୍ତର୍ଗତ ବନାଇମୁଣ୍ଡା ପଞ୍ଚାୟତ ଏବଂ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ସମ୍ମୁଖରେ ଜମାକାରୀ ସତ୍ୟାଗ୍ରହ
Read More...
error: Content is protected !!