Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧ରୁ ହିଁ ସଂପୃକ୍ତ ୪ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ ୧୧୩ ଜଣ
Read More...

ଅବହେଳିତଙ୍କ ତ୍ରାଣକର୍ତ୍ତା ‘ପ୍ରେମ’ର ସଭାପତି ଡ. ଥୁଣ୍ଡିଲଙ୍କ ଜନ୍ମଦିନରେ ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱନାମଧନ୍ୟ ସମାଜସେବୀ ତଥା "ପ୍ରେମ' ଅନୁଷ୍ଠାନର ସଭାପତି ଡ. ଜାକୋବ ଥୁଣ୍ଡିଲଙ୍କ ଜନ୍ମଦିନ ଅବସରରେ ଭାରତର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେମର ମୁଖ୍ୟ କାର୍ଯ୍ୟାଳୟ ମାଣ୍ଡିଆପଲ୍ଲୀ
Read More...

କୃଷକମାନଙ୍କୁ ସରକାରଙ୍କୁ ଆଉ ଏକ ଚିଠି : କୁହାଯାଇଛି, ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି

ନୂଆଦି‌ଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ସମୟରେ ଭାରତ ସରକାର ପୁନର୍ବାର କୃଷକମାନଙ୍କୁ ଚିଠି ଲେଖି ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି ବୋଲି ସୂଚାଇ ଦେଇଛନ୍ତି । ଗୁରୁବାର ଦିନ ରାହୁଲ ଗାନ୍ଧୀ କୃଷି ଆଇନ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।
Read More...

ପରୀ ହତ୍ୟା ଘଟଣା : ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ

ନୟାଗଡ଼ : ଜୋର୍‌ସୋର୍‌ରେ ଚାଲିଛି ପରୀ ହତ୍ୟା ଘଟଣାର ତଦନ୍ତ । ଆଜି ଏସ୍‌ଆଇଟିଅଭିଯୁକ୍ତ ସରୋଜ ସେଠୀକୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ କରିଛି । ସୂଚନା ଅନୁସାରେ ପରୀର ମୃତଦେହ ଜବତ କରାଯାଇଥିବା ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । ସେଠାରେ ତାକୁ ଘଟଣା ସଂପର୍କରେ
Read More...

ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଭିଜିଲାନ୍ସ ଚଢାଉ : ଆୟ ବହିର୍ଭୁତ ସମ୍ପତ୍ତି…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚେରୁପାଲି ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ଘରେ ଚଢାଉ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ସହରର ମାଣିକେଶ୍ୱରୀ ପଡାରେ ଥିବା ତାଙ୍କ ଆଲିସାନ୍ ଘର ସମେତ
Read More...

ପ୍ରାପ୍ତି ‌ସ୍ୱୀକାର : କବି ଆନନ୍ଦ ଚନ୍ଦ୍ର ସାହୁଙ୍କ କବିତା ସଂକଳନ “ଗଦା ଗଦା ଜୀବନ”

ମୀନକେତନ ବାରଲେବଡ଼ିଆ "କବିତା ଖୁବ୍ ଅଭିମାନିନୀ । ତମେ ସଜବାଜ ହେଇଥିବ ଅଭିସାର ପାଇଁ, ସିଏ ଛୁଆଁଧରା ଦେବନାହିଁ । ବ୍ୟସ୍ତତା ଓ କୋଳାହଳ ଭିତରେ କବିତା ଲେଖିହୁଏ ନାହିଁ। କବିତା ଲେଖିବା ପାଇଁ ନୀରବତା ଓ ସ୍ଥିରତା ଦରକାର।" - ଏତକ କହୁ କହୁ କବି ଆନନ୍ଦ ଚନ୍ଦ୍ର ସାହୁ ମୋ' ହାତକୁ ବଢେଇ
Read More...

ଐତିହ୍ୟ ସଂପନ୍ନ ପୀଠ ‘କୋଶଳ କଳା ମଣ୍ଡଳ’ର ପ୍ଲାଟିନମ୍‌ ଜୁବ୍‌ଲି ଆସନ୍ତା ୧ରେ : ପୁଣି ପ୍ରକାଶ ପାଇବ ‘ଚତୁରଙ୍ଗ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରେ ୧ ତାରିଖ ଦିନ ବଲାଙ୍ଗିର ସହରରେ ଅବସ୍ଥିତ ଐତିହ୍ୟ ସଂପନ୍ନ ପୀଠ ‘କୋଶଳ କଳା ମଣ୍ଡଳ’ର ପ୍ଲାଟିନମ୍‌ ଜୁବ୍‌ଲି ପାଳିତ ହେବ । ଏହି ଅବସରରେ ଏକଦା କୋଶଳ କଳା ମଣ୍ଡଳରୁ ପ୍ରକାଶ ପାଉଥିବା ଏବଂ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ମାସିକ
Read More...

ଖସୁଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା : ଆଜି ୨୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖସୁଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଆଜି ୨୬୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ
Read More...

ଠିକ୍‌ ସମୟରେ ଲୋଇସିଂହା ବ୍ଲକକୁ ଆସୁନାହାନ୍ତି କର୍ମଚାରୀ : ଗେଟ୍‌ରେ ତାଲା ପକାଇଲେ ବ୍ଲକ ଉପାଧ୍ୟକ୍ଷ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲା ଲୋଇସିଂହା ବ୍ଲକ କାର୍ୟ୍ୟାଳୟ ଅରାଜକତା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । କୌଣସି କର୍ମଚାରୀ କାର୍ୟ୍ୟାଳୟକୁ ପୂର୍ବାହ୍ନ ୧୧ ଟା ପୂର୍ବରୁ ଆସୁନ ଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ବ୍ଲକ କାର୍ୟ୍ୟାଳୟକୁ ଖୋଦ ବିଡ଼ିଓଙ୍କ
Read More...

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଅସୁସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଅସୁସ୍ଥ ହୋଇଥିବା ବେଳେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁସାରେ ତାଙ୍କ ଅକ୍‌ସିଜେନ୍‌ ଲେବେଲ୍‌ କମି ଯାଉଥିବାରୁ ତାଙ୍କୁ ଅକ୍‌ସିଜେନ୍‌ ଦିଆଯାଇଛି । ଶ୍ରୀ
Read More...