Daily Archives

୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବରଗଡ଼ ବ୍ଲୁ ଡାଇମଣ୍ତ ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ରବିବାର ଦିନ ଅନୁଷ୍ଠିତ ହୋଇଥିବା ଗ୍ରୁପ୍ ବି'ର ପ୍ରଥମ ମ୍ୟାଚରେ
Read More...

ବିଜୁ ଯୁବ ଜନତା ଦଳର ବଲାଙ୍ଗିର ଜିଲ୍ଲାର ବ୍ଲକ, ଏନ୍ଏସି ଓ ମ୍ୟୁନିସିପାଲିଟି ସଭାପତିଙ୍କ ନାମ ଘୋଷଣା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ
Read More...

ସାମ୍ବାଦିକ ଓ ଖବରକାଗଜ ବିତରକ ସଂଘ ପକ୍ଷରୁ ପତୋରା ଡ୍ୟାମରେ ବାର୍ଷିକ ବୈଠକ

ଦେଓଗାଁ,(ମନୀଷ କୁମାର ସାହୁ): ଦେଓଗାଁ ବ୍ଲକର ସାମ୍ବାଦିକ ଓ ଖବରକାଗଜ ବିତରକ ସଂଘର ବାର୍ଷିକ ବୈଠକ ନୁଆଁପଡା ଜିଲ୍ଲା ପତୋରା ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ବରିଷ୍ଠ ସାମ୍ବାଦିକ କିଶୋର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାମ୍ବାଦିକ ରାମଚନ୍ଦ୍ର ଶତପଥି
Read More...

ସ୍ୱର୍ଗତ ଗୋପୀରାମ ଅଗ୍ରୱାଲଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳୀ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌): ବରିଷ୍ଠ ଆଇନଜୀବୀ, ସମାଜ ସେବୀ ସ୍ୱର୍ଗତ ଗୋପୀରାମ ଅଗ୍ରୱାଲଙ୍କ ଗତ ୧୯ ତାରିଖରେ ସ୍ୱର୍ଗବାସ ହୋଇଥିଲା । ସେ ଅଂଚଳର ଜଣେ ଜଣାଶୁଣା ସମାଜସେବୀ ଥିଲେ । ଆଜି ବଲାଙ୍ଗିର ସହରର ସେବା ସଦନ ପରିସରରେ ତାଙ୍କ ସ୍ମୃତି ଚାରଣ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ
Read More...

ଦୁିଇ ଦିନ ଧରି ଡା‌କ୍ତରଖାନାରେ ଭ‌ର୍ତ୍ତି ହୋଇଥିବା ସୁପରଷ୍ଟାର ରଜନୀକାନ୍ତ ଆଜି ଡା‌କ୍ତରଖାନାରୁ ଡିସଚାର୍ଜ ହେଲେ

ହାଇଦ୍ରାବାଦ: ଦୁଇ ଦିନ ଧରି ଡାକ୍ତରଖାନାରେ ଭ‌ର୍ତ୍ତି ହୋଇଥିବା ସୁପରଷ୍ଟାର ରଜନୀକାନ୍ତ ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତିଫ ସୂଚନା ଅନୁସାରେ ରଜନୀକା‌ନ୍ତ ଗତ ୧୦ ଦିନ ହେବ ହାଇଦ୍ରାବାଦରେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍‌ରେ ବ୍ୟସ୍ତ ଥିଲେ‌ ସୁଟିଙ୍ଗ୍‌ ସେଟ୍‌ରେ ଦୁଇଜଣ ବ୍ୟକ୍ତି
Read More...

ବଲିଉଡ୍ ଭାଇଜାନ୍ ସଲମାନ ଖାଁ ନିଜ ଜନ୍ମଦିନ ଫାର୍ମ ହାଉସରେ ପାଳିଲେ

ମୁମ୍ବାଇ : ୫୫ ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍ ଭାଇଜାନ୍ ସଲମାନ ଖାଁ । ଭାଇଜାନ ତାଙ୍କ ଫାର୍ମ ହାଉସରେ ଅଧା ରାତିରେ କେକ କାଟି ତା‌ଙ୍କର ଜ‌ନ୍ମ ଦିବସ ପାଳନ କରିଛ‌ନ୍ତି । ଏଥର କରୋନା ମହାମାରୀକୁ ମୁଖ୍ୟ କାରଣ ଦର୍ଶାଇ ଭାଇଜାନ୍‌‌ ପୂର୍ବରୁ ନୋଟିସ ଲଗାଇ ଦେଇଥିଲେ ତାଙ୍କ ବାନ୍ଦ୍ରା
Read More...

ପୋଲିସକୁ ମିଳିଛି ବଡ ସଫଳତା : ସୁନା ଦୋକାନରୁ ଚୋରି ଘଟଣାରେ ଛତିଶଗଡ଼ରୁ ୨ ଜଣ ଚୋରକୁ ଗିରଫ କଲା ପୋଲିସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ପୋଲିସକୁ ମିଳିଛି ବଡ ସଫଳତା। ଗତ ଅକ୍ଟୋବର ମାସରେ ବ୍ରହ୍ମପୁର ବଡବଜାରରେ ଥିବା ବିନୋଦ ସୁନା ଅଳଙ୍କାର ଦୋକାନରୁ ଚୋରି ‌ହୋଇଥିଲା। ପୁଣି ଏହି ମାସରେ ହିିଁ ପାଖରେ ଥିବା କେଶବ ଅଳଙ୍କାର ଦୋକାନରୁ ଚୋରି ହୋଇଥିଲା। ତେବେ ବିନୋଦ ସୁନା ଦୋକାନରୁ
Read More...

ପାଞ୍ଚଦିନିଆ ଓଡ଼ିଶାଗସ୍ତରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପାଞ୍ଚଦିନିଆ ଓଡ଼ିଶାଗସ୍ତରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଶ୍ରୀ ମୁର୍ମୂ ଗତକାଲି ଅପରାହ୍ନ ଗୋଟାଏରେ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ବାଲେଶ୍ବରକୁ ଆସିଥିଲେ । ତେବେ ଆଜି ଶ୍ରୀ ମୁର୍ମୁ ବାରିପଦା ଗସ୍ତରେ ଯାଇଥିବା ବେଳେ ଆସ‌ନ୍ତା କାଲି ତଥା
Read More...

ଭାରସାମ୍ୟ ହରାଇ ଓଲଟିଲା ମା ତାରିଣୀ ମିନି ବସ୍‌ : ଜଣେ ମୃତ, ୬ ଗୁରୁତର

ରାଉରକେଲା, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ମା ତାରିଣୀ ମିନି ବସ୍‌ ଓଲଟିଲା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବା ବେଳେ ଗୁରୁତର ହୋଇଥିବା ଅନ୍ୟ ୬ ଜଣଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୭ଟା ସମୟରେ ମା ତାରୀଣୀ
Read More...

ରାଜ୍ୟରେ ଆଜି ୪ ଜଣଙ୍କ କରୋନାରେ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ୪ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନାରେ କୁହାଯାଇଛି । ତେବେ ଖୋର୍ଦ୍ଧା, କଳାହାଣ୍ଡି, ନୂଆପଡା, ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।
Read More...