om academy

ଗୀତା ଜୟନ୍ତୀ ପୂଜା ଅନୁଷ୍ଠିତ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ତ୍ରୟୋଦଶୀ ତିଥିରେ ବରଗଡ଼ ଜିଲ୍ଲା ସରସରା ଠାରେ ଗୀତା ଜୟନ୍ତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଜୟ ପ୍ରକାଶ ନନ୍ଦ, ପଣ୍ଡିତ କାମାକ୍ଷ ପ୍ରସାଦ ଯୋଷୀ ସମେତ ୫ ଜଣ ବ୍ରାହ୍ମଣ ପୂଜା ଅର୍ଚ୍ଚନା କରିଥିଲେ । ପଣ୍ଡିତ ଗାନ୍ଧୀ ପଣ୍ତା ପତ୍ନୀ ଅନୁ ପଣ୍ତା କର୍ତ୍ତା ଭାବରେ କାର୍ୟ୍ୟ ତୁଲାଇ ଥିଲେ । ଶତାଧିକ ଲୋକ,ମହିଳା ଗୀତା ଜୟନ୍ତୀ ପୂଜା ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.