Daily Archives

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ୪୮ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୪’ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ୪୮ତମ ବାର୍ଷିକ ଉତ୍ସବ ‘କମଔରା - ୨୦୨୪' ପାଳନ ହୋଇଯାଇଛି । ଏହି ଉତ୍ସବ ୮ ଓ ୯ ତାରିଖ ୨ ଦିନ ଧରି ସମାହିତ ହୋଇଥିଲା । ଉତ୍ସବର ଶୁଭାରମ୍ଭ କୁଳସଙ୍ଗୀତ ଚାରା ଗଛରେ ଜଳଦାନ ମାଧ୍ୟମରେ ହୋଇଥିଲା ।
Read More...

ଶିଶୁର ସାମଗ୍ରିକ ବିକାଶରେ ଶିଶୁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଶୁ କିଶୋର ପତ୍ରିକା ମଠଖାଇ ବିମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁର ସାମଗ୍ରିକ ବିକାଶରେ ଶିଶୁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ପରିପ୍ରେକ୍ଷୀରେ ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରୁ ପରକାଶିତ ତ୍ରୟ ମାସିକ ଶିଶୁ କିଶୋର ପତ୍ରିକା “ମଠଖାଇ” କୁନିକୁନି ପିଲାମାନଙ୍କୁ ଶିଶୁ ସାହିତ୍ୟିକ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରରେ ମହାସମାରୋହରେ ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ସଂପାଦକ ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ବନବିଭାଗର ଚଢ଼ାଉରେ ଖଇର କାଠ ଜବତ : ବଡ଼ଉଡେନ ଗ୍ରାମର କାଠ ଚୋର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ତେଲେନପାଲି ଅନ୍ତର୍ଗତ ଠୁଟା ସଂରକ୍ଷିତ ଜଙ୍ଗଲରୁ ପନ୍ଦର କ୍ୱିଣ୍ଟାଲ ଖଇର କାଠ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତେଲେନପାଲି ଗ୍ରାମ ନିକଟସ୍ଥ ଠୁଟା ସଂରକ୍ଷିତ ଜଙ୍ଗଲରୁ କିଛି ଦୁର୍ବୃତ୍ତ
Read More...

ଅଧ୍ୟାପକ ଡକ୍ଟର ସୁରେଶ ଷଡ଼ଙ୍ଗୀଙ୍କୁ ରାଜନୀତି ବିଜ୍ଞାନରେ ଡିଲିଟ୍‌ ଉପାଧି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍) : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉତ୍ସବରେ ବିଶିଷ୍ଟ ଯୁବ ଗବେଷକ ଅଧ୍ୟାପକ ଡକ୍ଟର ସୁରେଶ ଷଡ଼ଙ୍ଗୀଙ୍କୁ ଶିକ୍ଷା ଜଗତର ସର୍ବୋଚ୍ଚ ମର୍ଯ୍ୟାଦାଜନକ ଡିଲିଟ୍‌ ଡିଗ୍ରୀ ରାଜ୍ୟପାଳ ରଘୁବୀର ଦାଶ ପ୍ରଦାନ କରିଛନ୍ତି । ସେ କେବିକେ ଜିଲ୍ଲାରେ ସ୍ୱୟଂ
Read More...

ସିମନବାଡିରେ ପଞ୍ଚୁଦଣ୍ଡ ମିଳନ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡିରେ ସୋମବାର ପଞ୍ଚୁଦଣ୍ଡ ମିଳନ ହେବା ସହ ମଙ୍ଗଳବାର କାର୍ଯ୍ୟକ୍ରମ ଶେଷ ହୋଇଛି । ପ୍ରକାଶ ଯେ, ସକାଳ ୮ଟାରେ ବିଭିନ୍ନ ଅଞ୍ଚଳର ଦଣ୍ଡ ଦଳ ଆସି ସିମନବାଡ଼ିରେ
Read More...

ପାଟଭୁକ୍ତାଙ୍କ ବିୟୋଗରେ ବରଦା ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମାତ୍ର କିଛିଦିନ ତଳେ ସଡ଼କ ଦୃଘଟଣାରେ ମୃତ୍ୟୁ ବରଣ କରିଥିବା ପାଟଭୁକ୍ତା କୃଷ୍ଣ ମହାପାତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଗ୍ରାମ୍ୟ କମିଟି ତତ୍ୱାବଧାନରେ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସତ୍ୟ ନାରାୟଣ ସାହୁ ଗୁରୁଜୀ ଦୀପ ପ୍ରଜ୍ୱଳନ କରି ହିନ୍ଦୁ ନବବର୍ଷର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ । ଦିବା ପର୍ଯ୍ୟାୟ
Read More...

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା ବିଏମ୍‌ସି ଅଫିସ୍ ପଛ ହଷ୍ଟେଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା ।
Read More...

ପୂର୍ବତନ ଭାଜପା ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ ଦଳ ଛାଡିଲେ

ସାଂସଦ ସଂଗୀତା ସିଂଦେଓଙ୍କ କଂଗ୍ରେସ ଯୁକ୍ତ ବଲାଙ୍ଗିର କାର୍ଯ୍ୟକଳାପକୁ ପ୍ରତିବାଦ ବାଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ବିଭିନ୍ନ ରାଜନେତାଙ୍କ ଦଳଡିଆଁଡିଇଁ ଚାଲିଥିବା ବେଳେ ବଲାଙ୍ଗିର ଏଥର ବାଦ ପଡିନି । ଆଜି ଭାଜପା ଦଳ ବରିଷ୍ଠନେତା ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ
Read More...