Daily Archives

ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସଇଁତଲାଠାରେ ବିପୁଳ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ଗତକାଲି ବିଜୁ ଜନତା ଦଳର ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁତଲା ବିଜୁ ଜନତା ଦଳ ତରଫରୁ ସଂଧ୍ୟାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
Read More...

ଚିକିନିବାହାଲି ଗ୍ରାମରୁ ଅଟୋ ସହ ସ୍ଵାମୀ ଘରୁ ଫେରାର : ସ୍ତ୍ରୀଙ୍କ ଥାନାରେ ଏତଲା, ପ୍ରେମ ସମ୍ପର୍କ ଚର୍ଚ୍ଚା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମର ଜଣେ ବ୍ୟକ୍ତି ନିଜର ଅଟୋ ସହ ଘରୁ କେଉଁଆଡେ ଫେରାର ହୋଇଯାଇଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ ଏକ ନିଖୋଜ ଏତଲା ଦେଇଥିବା ଭଳି ଏକ ଚର୍ଚ୍ଚିତ ଘଟଣା ଘଟିଛି ।
Read More...

ଭଇଁରୀଗୁଭା ଗ୍ରାମରେ ୨୭ତମ ଶ୍ରୀ ଶ୍ରୀ ସିଦ୍ଧେଶ୍ୱରାୟଙ୍କ ନାଗବାଚା ଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଗଁରେଇ ପଞ୍ଚାୟତ ଅନ୍ତର୍ଗତ ଭଇଁରୀଗୁଭା ଗ୍ରାମରେ ସୋମବାର ୨୭ତମ ଶ୍ରୀ ଶ୍ରୀ ସିଦ୍ଧେଶ୍ୱରାୟଙ୍କ ନାଗବାଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ନାଗବାଚା ଯାତ୍ରାରେ ପ୍ରଥମେ ଐତିହାସିକ ଯୋଗିନୀ ପୀଠ ରାଣୀପୁର
Read More...

ପ୍ରଭୁକୃପାକୁ ଅନାଇ ବସିଛନ୍ତି ପ୍ରଭୁପ୍ରକାଶ : କିଡ୍‌ନି ପ୍ରତିରୋପଣ ପାଇଁ ଅର୍ଥ ବାଧକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରେ ୩୫ବର୍ଷର ପୁଅ ଶର୍ଯ୍ୟାଶାୟୀ । ବୃଦ୍ଧ ମା’, ବାପା ପୁଅର ଅବସ୍ଥା ଦେଖି ଅବାକ୍‌ । ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀର ଅନବରତ ସଂଘର୍ଷ । ଏସବୁର ସାକ୍ଷୀ କୁନି ଝିଅର ନିରବତା । ସହାୟତା ଆଶାରେ ସମସ୍ତଙ୍କ ଆଖିରୁ ଝରୁଛି ଲୁହ । ଏକ ଚଳଚ୍ଚିତ୍ରର ଦୃଶ୍ୟ ଭଳି
Read More...

ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ରେ ଅସହାୟ ମହିଳାଙ୍କ ମୃତ୍ୟୁ : ଶବକୁ ସସମ୍ମାନେ ସତ୍କାର କଲା ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଫେବୃଆରୀ ୨୭ ତାରିଖ ଦିନ ପଡୋଶୀ ଜିଲ୍ଲା ସୋନପୁରରୁ କେହି ଜଣେ ଆସି ପାଖାପାଖି ୪୫ ବର୍ଷୀୟା ସୀମା ସାହୁ ଜଣେ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରି ଦେଇ ଚାଲି ଯାଇଥିଲା । ସେ ଦିନରୁ ସେ ଚିକିତ୍ସାଧିନ
Read More...

ଗୁରୁଣ୍ଡି ଗୁରୁଣ୍ଡି ହସ୍ପିଟାଲ୍‌ ବାହାରେ ରାସ୍ତାରେ ବୁଲୁଛନ୍ତି ରୋଗୀ : କର୍ତ୍ତୃପକ୍ଷଙ୍କ ନିଘା ନାହିଁ, ଉଦ୍ଧାର କରି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ କିମ୍ବା ଅଜଣା ଅସହାୟ ରୋଗୀଙ୍କୁ ଉଦ୍ଧାର କରି ଯେକୌଣସି ବ୍ୟକ୍ତି ଜଣେ ଆସିକି ଚିକିତ୍ସା ନିମନ୍ତେ ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରି ଚାଲିଯାଉଛନ୍ତି । ଅପରିଚିତ ଅସହାୟଙ୍କ ନାମ ଠିକଣା ତ ଜଣା ନ ପଡିବା ଠିକ୍‌ କଥା,
Read More...

ଗଞ୍ଜାଉଡାର ସଂରକ୍ଷିତ ଜଙ୍ଗଲରେ ହତ୍ୟା ଘଟଣା

କଣ୍ଟାବାଞ୍ଜି ଏ.ଡି.ଜେ.ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅଭିଯୁକ୍ତଙ୍କୁ ଆଜିବନ କାରାଦଣ୍ଡ ସହ ୩୦ହଜାର ଟଙ୍କା ଯୋରିମାନା ଅନାଦେୟ ହେଲେ ଅଧିକ ୩ବର୍ଷ କାରାଦଣ୍ଡ କଣ୍ଣାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତୁରେକେଲା ଥାନା ଅଧିନସ୍ଥ ମହୁଲପାଟି ନିକଟସ୍ଥ ଗଞ୍ଜାଉଡାର
Read More...

ଲୋଇସିଂହା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସୁଦ୍‌ପଡା କଲ୍ୟାଣ ମଣ୍ଡପଠାରେ ଲୋଇସିଂହା କଂଗ୍ରେସ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ଓମ୍‌ ପ୍ରକାଶ କୁମ୍ଭାରଙ୍କୁ ଲୋଇସିଂହା ଏବଂ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳିର ୩୦ରୁ ଅଧିକ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନମାନ
Read More...

୩୫ତମ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ସଂଘର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୩୫ତମ କ୍ୟାଡେଟ୍‌ ଓ ଯୁଗ୍ମ ରାଜ୍ୟ କରାଟେ ଚମ୍ପିଆନସିପ୍‌ ୨୦୨୪ ତା ୭ ରିଖ ଅପ୍ରିଲରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ମୋଟ୍‌ ୧୪୦ ଜଣ କରାଟେ ଖେଳାଳି ଅଂଶଗ୍ରହଣ
Read More...

ନାଗରିକ କମିଟି ବଲାଙ୍ଗିରର ଦ୍ୱିତୀୟ ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର ନାଗରିକ କମିଟିର ଦ୍ୱିତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ ୩ଟି କାର୍ଯ୍ୟକାରୀ
Read More...