Daily Archives

ପ୍ରେମିକାକୁ ହତ୍ୟା କରି ଫିଙ୍ଗିଦେଲା ଯୁବକ

ଭୁବନେଶ୍ୱର : ପ୍ରେମିକାକୁ ହତ୍ୟା କରି ଫିଙ୍ଗିଦେଲା ଯୁବକ । ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ଭୁବନେଶ୍ୱର ନଦୀପଠାରୁ ଯୁବତୀଙ୍କ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି । ମୃତ ଯୁବତୀ ହେଲେ ଗଞ୍ଜାମ ହିଞ୍ଜିଳିକାଟୁର ଭାଗ୍ୟ ଡାକୁଆ ବୋଲି ଜଣା ପଡ଼ିଛି । ୪ ମାସ ତଳେ
Read More...

ବିଜେଡିରୁ ଇସ୍ତଫା ଦେଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ । ୨୦୧୪ରୁ ୨୦୧୯ ଯାଏ
Read More...

ଛତ୍ରପୁରରେ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ରିପିଟ୍ ପ୍ରାର୍ଥୀ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ମିଳିତ ପ୍ରଚାର ଆରମ୍ଭ ହୋଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
Read More...

କାଳବୈଶାଖୀ ସହ ଅଚାନକ ଘୂର୍ଣ୍ଣିି ଝଡ଼ ଯୋଗୁଁ ଛତ୍ରପୁରରେ ବ୍ୟାପକ କ୍ଷୟକ୍ଷତି

ଦୀର୍ଘ ସମୟ ଧରି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରବିବାର ଗଞ୍ଜାମ ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ରୌଦ୍ରତାପ ଘନୀଭୂତ ହୋଇ ଅସହ୍ୟ ଗୁଳୁଗୁଳି କରି ପ୍ରତିକୂଳ ପରିବେଶ ଦେଖା ଦେଇଥିଲା । ଏଭଳି ପରିସ୍ଥିତିରେ ସାଧାରଣ ଜୀବନଯାତ୍ରାକୁ
Read More...

ଛତ୍ରପୁରର ମା’ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୨୦ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ତିରୁପତି ରାଓ ପେଟ୍ଟା ସାହି ସ୍ଥିତ ବାଣୀ ଭବନ ପରିସରରେ ଅବସ୍ଥାପିତ ମା' ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୦ତମ ବାର୍ଷିକ ଉତ୍ସବ ଶନିବାର ସଂନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା
Read More...

ବଲାଙ୍ଗିର ସହରରେ ଶକ୍ତି ପ୍ରଦର୍ଶନ କଲେ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେଡ଼ି ସାଂସଦ ଟିକଟ୍‌ ପାଇବା ପରେ ସୁରେନ୍ଦ୍ର ସିଂଭୋଇ ବଲାଙ୍ଗିରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଗତକାଲି ପୂର୍ବାହ୍ନରେ ସୋନପୁରରେ କାର୍ଯ୍ୟକ୍ରମ ସାରି ବଲାଙ୍ଗିର ଫେରୁଥିବା ବେଳେ ପୁଇଁତଲା ବ୍ଲକ୍‌ ଅଂଚଳରେ ତାଙ୍କୁ ଲୋଇସିଂହା ବିଧାୟକ
Read More...

କଣ୍ଟାପାଲି ଗ୍ରାମବାସୀଙ୍କ ଆହ୍ଵାନ ସ୍କୁଲ ନାହିଁ ତ ଭୋଟ୍‌ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଲି ଗ୍ରାମବାସୀ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ଏହି ଗାଁରେ ୧୯୭୨ ମସିହାରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା, ପ୍ରଥମରୁ ତୃତୀୟ
Read More...

ସହାୟତା ରାଶି ଘୋଷଣା ପରେ ରାସ୍ତାରୋକ ହଟିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ବରଗଡ ଜାତୀୟ ରାଜପଥର ଛତାମଖନା ଛକ ନିକଟରେ ଗତରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ୍‌ ଆରୋହୀ ଜାମସର୍‌ ଗାଁର ବିଶ୍ୱବିହାରୀ ବଗର୍ତ୍ତି(୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ତେବେ ବଲାଙ୍ଗିର
Read More...

କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡର ଗାଆଁ କେ ଚାଲ ଅଭିଯାନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଦୀର୍ଘ ଚାରି ଦଶନ୍ଧି ଧରି କୋସଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦେବା, ପ୍ରାଥମିକ ସ୍ତରରେ ପିଲାଙ୍କୁ କୋସଲି ଭାଷାରେ ଶିକ୍ଷାଦାନ, କୋସଲି ଭାଷା ଗବେଷଣା କେନ୍ଦ୍ର ସ୍ଥାପନ ଏବଂ ଏକାଡେମୀ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଛି, କିନ୍ତୁ ସରକାର ଏ ପର୍ଯ୍ୟନ୍ତ
Read More...

ଶ୍ରୀପତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ : ତହଁକ୍ କୁଟୁମ୍‌କୁ ମିଳିଳା ସାହିତ୍ୟ ସେବା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଇଟିଆଇ ନିକଟ ଶୁଭରାଜ୍ ଭବନ୍‌ରେ ଶ୍ରୀପତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ କବି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନୀତ ଅତିଥି ଭାବରେ ସତ୍ୟ ନାରାୟଣ କୁମୁରା, କବି
Read More...
error: Content is protected !!