Daily Archives

ନିଷାନ୍ ସାହିତ୍ୟ ସଂସଦର ଦ୍ୱିତୀୟ ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନରେ ଦ୍ୱିତୀୟ ଅଠାରି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଓ ଯୁଗ୍ମ ସଂପାଦକ ଯୁବକବି କୃଷ୍ଣେନ୍ଦୁ ହୋତାଙ୍କ ସଂଯୋଜନା "ବଶ୍ୱ
Read More...

ବିଶାଳ ବାଇକ ରେଲିରେ ଦମ୍‌ ଦେଖେଇଲା କଂଗ୍ରେସ

ଅବହେଳିତ ସମାଜର ସ୍ୱର ହେବ କଂଗ୍ରେସ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ଓ ରାଜ୍ୟରେ ଯଦି କେଉଁ ଦଳ ଲୋକଙ୍କ ହକ୍‌ର କଥା କହୁଛି ସେ ହେଉଛି କଂଗ୍ରେସ ଦଳ । ଅବହେଳିତଙ୍କୁ ସାମାଜିକ ଅର୍ଥନୈତିକ ସୁରକ୍ଷା ହେଉ କି ଯୁବକଙ୍କୁ ରୋଜଗାରର କଥା, ସେ ସବୁ ସମସ୍ୟା ସମାଧାନ ପାଇଁ
Read More...

ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା : ଏପ୍ରିଲ ୨୫ରୁ ଗ୍ରୀଷ୍ମ ଛୁଟି ଘୋଷଣା

ଭୁବନେଶ୍ୱର : ଚଳିତ ଅପ୍ରେଲ ୨୫ ତାରିଖ (ଗୁରୁବାର)ଠାରୁ ଗ୍ରୀଷ୍ମ ଛୁଟି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ
Read More...

ବଲାଙ୍ଗିର ରାମଲୀଳା ଶିବଧନୁ ଭଙ୍ଗ ଓ ସୀତା ବିବାହ ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବପୁରାତନ ରାମଲୀଳା ସଦାଶିବ ରଚିତ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ କଣ୍ଠରେ ରାମଲୀଳା ଦ୍ୱିତୀୟ ସନ୍ଧ୍ୟାରେ ଶିବଧନୁ ଭଙ୍ଗ, ସୀତା ବିବାହ ସମ୍ପନ୍ନ ହୋଇଯାଇଥିବା ବେଳେ ରାମଜୀ ନାଟକ ସଂସଦର ଦ୍ୱିତୀୟ ଦିବସରେ ପର୍ଶୁରାମଙ୍କ ଭେଟ, ଧନୁ ଭଙ୍ଗ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌. ଏସ୍‌. ଏସ୍‌ ବ୍ୟୁରୋର ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଏନ୍‌. ଏସ୍‌. ବ୍ୟୁରୋର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉ କି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଅଧିନରେ ଦୁଇ ଗୋଟି ଜିଲ୍ଲା (ବଲାଙ୍ଗିର ଓ ସୋନପୁର) ନିମିତ୍ତ ଏକ ନୂତନ ଏନ୍‌. ଏସ୍‌. ଏସ୍‌ ବ୍ୟୁରୋ ଗଠନ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାପ୍ତାହିକ ବଜାର ହାଟପଦାପଡା ବଲାଙ୍ଗିରଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ପର୍ଶୁରାମ ନାୟକ, ସାଧାରଣ ସଂପାଦକ ମଲିଆ ଗଡୁଆ,
Read More...

କଂଗ୍ରେସର ଜନ ଆଶିର୍ବାଦ୍‌ କାର୍ଯ୍ୟକ୍ରମ

ବିଭିନ୍ନ ଜାତି ସମାଜ ସହ ଆଲୋଚନା ଓ ଆଶିର୍ବାଦ୍‌ ଲୋଡିଲେ ସମରେନ୍ଦ୍ରଅର୍ଥନୈତିକ ବିକାଶ ସହ ଶାନ୍ତିପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ଆମର ଲକ୍ଷ୍ୟ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମାରୱାଡି, ଗୁଜରାତି, ବିହାରୀ ଓ ସିନ୍ଧି ସମାଜର ବିଶିଷ୍ଟ ବ୍ୟକ୍ତିମାନେ ଏହି
Read More...

ବିଜେଡିରେ ମୁକେଶ ଜୈନ ଯୋଗ ଦେବା ପରେ ଦଳ ହେଲା ଆହୁରି ମଜ୍‌ବୁତ୍‌

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଜେପି ଦଳର ଆଶାୟୀ ପ୍ରାର୍ଥୀ ଭାବେ ଥିବା ଜିଲ୍ଲା ସାଧାରଣ ସଂପାଦକ ମୁକେଶ ଜୈନ ଶନିବାର ଦିନ ଭାରତୀୟ ଜନତା ପାର୍ଟି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ ନିର୍ବାଚନ
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭା ମହିଳା ସଦସ୍ୟାଙ୍କ ପଖାଳ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନଠାରେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ମହିଳା ସଦସ୍ୟାମାନଙ୍କ ଦ୍ୱାରା ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓ ମହାସଭା ମହିଳାଙ୍କ ମଧ୍ୟରେ ଏକତ୍ରୀକରଣ
Read More...

ମାମୁକୁ ହାଣିଲା ଭଣଜା

ବାଲିଗୁଡ଼ା : ବିଳମ୍ବିତ ରାତିରେ ବାଲିଗୁଡ଼ା ଆଣ୍ଟ ସାହିରେ ଘଟିଛି ଏକ ଅଘଟଣ । ଜମିଜମା ବିବାଦକୁ ନେଇ ମାମୁକୁ ହାଣିଲା ଭଣଜା । ଏଣେ ମାମୁଙ୍କ ପକ୍ଷରୁ ପ୍ରତିଆକ୍ରମଣରେ ମଧ୍ୟ ଭଣଜା ସମେତ ମାମୁର ଦୁଇ ପୁଅ ଓ ଭଣଜାର ସ୍ତ୍ରୀ ଓ ପିଲାଙ୍କ ସମେତ ୭ଜଣ ମଧ୍ୟ ଆକ୍ରମଣ ଶିକାର ହୋଇଛନ୍ତି ।
Read More...