Daily Archives

ଆମ୍ ଆଦମୀ ପାର୍ଟି ପକ୍ଷରୁ ନୀଳକଣ୍ଠ ରେଡ୍ଡୀଙ୍କ ପ୍ରଚାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ର ଆସନଟି ଅନ୍ୟତମ ଗୁରୁତ୍ତ୍ଵପୂର୍ଣ୍ଣ ମର୍ଯ୍ୟାଦା ବହନ କରିଆସିଛି । ଗୋପାଳପୁର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ପି. ନୀଳକଣ୍ଠ ରେଡ୍ଡୀଙ୍କ
Read More...

ବିଟାବନ୍ଧ ଡେମ୍ ଛକଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକର ମାଲିସିରା ଓ ବିଟାବନ୍ଧ ପଞ୍ଚାୟତର କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ବିଟାବନ୍ଧ ଡେମ୍ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଘୋରଡ଼ିଆ ଯଜ୍ଞାଶ୍ରମ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରାମ ନବମୀ ଅବସରରେ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ବାରବାଟୀ ଯଜ୍ଞାଶ୍ରମ ପୀଠରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ୪୨ତମ ବାର୍ଷିକ ଶ୍ରୀ ଶ୍ରୀ ରାମ ବିଶ୍ଵଶାନ୍ତି ମହାଯଜ୍ଞର ବୁଧବାର ଦିନ ପୂର୍ବାହ୍ନରେ ଶୁଭାରମ୍ଭ
Read More...

କଣ୍ଟାବାଞ୍ଜିରେ ବିଜେଡିର ବିରାଟ ମୋଟର ସାଇକେଲ୍‌ ରାଲିି

ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱକୁ ନେଇ ଆୟୁବ ଖାନ ଗୋଷ୍ଠିର ରାଲି କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱ ଘୋଷଣା ପରେ ଗୁରୁବାର ସନ୍ଧ୍ୟାରେ
Read More...

ବିଜେପୁର ନିର୍ବାଚନ ମଣ୍ଡଳୀରେ କ’ଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କ’ଣ କରିବେ, କଂଟାବାଂଜି ଆସନ ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପୁର ନିର୍ବାଚନ ମଣ୍ଡଳୀରେ କ’ଣ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ପାଇଁ କ’ଣ କରିବେ, କଂଟାବାଂଜି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଶ୍ୱେତପତ୍ର ପ୍ରକାଶ କରନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀର
Read More...

ଆଜିଠୁ ସର୍ବ ପୁରାତନ ବଲାଙ୍ଗିର ରାମଲୀଳା ଆରମ୍ଭ : ରାମଲାଲାଙ୍କ ଅଭିନୟ ଶିଶୁ କଳାକାର ଶୋଭା ପାଇଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମ ନବମୀ ଅବସରରେ ରାମଜୀ ନାଟ୍ୟ ସଂସଦ, ବଲାଙ୍ଗିର ତରଫରୁ ରାମଜୀ ମନ୍ଦିର, ରାମଜୀପଡା ଠାରେ ପୂଜା, ହୋମ ସହିତ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରା ସଦାଶିବ ବିରଚିତ ରାମଲୀଳା ବହିକୁ ଆରମ୍ଭ କରି ଶ୍ରୀରାମ ଜନ୍ମୋତ୍ସବ ପାଳନ କରାଯାଇଥିଲା । ନାଟ୍ୟ ସଂସଦର
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ଓଡିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ
Read More...

ବ୍ରଜ ଗୁରୁଜୀଙ୍କ ଭଳି ଆଦର୍ଶ ଗୁରୁ ଆଜିର ସମାଜରେ ବିରଳ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁଙ୍କ ସ୍ଥାନ ସମାଜରେ ସବୁଠୁ ଉଚ୍ଚରେ । ଗୁରୁଙ୍କ ବାସ୍ତବରେ ମୃତ୍ୟୁ ନଥାଏ । ସମାଜ ହିତାର୍ଥେ ତାଙ୍କର ସେବା, ତ୍ୟାଗ ଓ ତିତିକ୍ଷା ପାଇଁ ସେ ଚିରକାଳ ଜନମାନସରେ ଉଦ୍ଭାସିତ ହେଉଥାନ୍ତି ବୋଲି ଡେ଼ଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସାନ ଗୁଆଳିପଡା ଗାଁର
Read More...

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା ସେକ୍ଟର ୮ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସ୍ୱରୂପ ପାଣିଗ୍ରାହୀଙ୍କ ପୌରହିତ୍ୟରେ
Read More...

ଟିଟିଲାଗଡରେ ହେଉଛି ଅଗ୍ନି ବର୍ଷା : ଖରା ବାଜିଲେ ଜଳୁଛି ଦେହ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ତତଲାଗଡ ରୂପେ ଖ୍ୟାତି ଅର୍ଜନ କରିଛି ରାଜ୍ୟର ଟିଟିଲାଗଡ ସହର । ଟିଟିଲାଗଡ ସହରର ତାପମାତ୍ରା ପୂର୍ବରୁ ଇତିହାସ ସୃଷ୍ଟି କରି ସାରିଛି । କିଛି ଦିନ ହେବ ଅସ୍ୱାଭାବିକ ଭାବେ ବଢୁଛି ତାପମାତ୍ରା । ଦିନକୁ ଦିନ ଖରା ସ୍ଥାନରେ ବୋଧେ ପ୍ରଭୁ ଅଗ୍ନିଦେବ ଟିଟଲାଗଡ
Read More...