Daily Archives

ଶିକାଛିଡ଼ାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଶିକାଛିଡ଼ା ଗ୍ରାମରେ ଗତ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଶ୍ରୀରାମ ମନ୍ଦିର ରତ୍ନମୁଦ ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୨ ତାରିଖ ଦିନ ରତ୍ନମୁଦ ଉତ୍ସବ ଅନୁଷ୍ଠିତ
Read More...

ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା : ନୋଟିସ୍‌ ଜାରି କଲେ ଜିଲ୍ଲାପାଳ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନ୍‌ସିଲର । ଏହା ଉପରେ ଆଲୋଚନା ଏବଂ ମତଗ୍ରହଣ ପାଇଁ ନୋଟିସ୍‌ ଜାରି କରିଛନ୍ତି କନ୍ଧମାଳ ଜିଲ୍ଲାପାଳ । ସୂଚନା ଅନୁସାରେ, ପୌରାଧ୍ୟକ୍ଷା
Read More...

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ବିଜେଡ଼ି ମିଶ୍ରଣ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ତେଜ ହରପାଲ୍, ତାଙ୍କ ସ୍ଵାମୀ ଡମ୍ବୁରୁ ହରପାଲଙ୍କ ସହିତ ସମସ୍ତ ୱାର୍ଡ଼ ମେମ୍ବର ଓ ୫୨ରୁ ଅଧିକ କଂଗ୍ରେସ କର୍ମୀ କଂଗ୍ରେସ ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର
Read More...

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ : ପିଟିପିଟି ମାରିଥିବା ପରିବାର ପକ୍ଷରୁ ଅଭିଯୋଗ ବିଚାରାଧୀନ କଏଦୀଙ୍କ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ବୁଧବାର ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ । ଜେଲରେ ଅସୁସ୍ଥ ହେବା
Read More...

ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ ବୋଲି ଜଣାପଡ଼ିଛି । ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ସୂଚନାନୁସାରେ ମୃତକ ମଙ୍ଗଳବାର ଅପରାହ୍ନରେ
Read More...

ଟିଟିଲାଗଡ ସହରରେ ଧୂମ୍‌ଧାମ୍‌ରେ ପାଳନ ହେଲା ଶ୍ରୀରାମ ନବମୀ

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଶ୍ରୀରାମ ନବମୀ ପାଳନ କରିବା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳୁ ପଦ୍ମନାଭପୁର ରାମ ମନ୍ଦିରରେ ପୂଜାର୍ଚ୍ଚନା ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ସେହିପରି ରାଧାକୃଷ୍ଣ ମନ୍ଦିରରେ ପୂଜା ସହ ଶ୍ରୀରାମ ସ୍ରୋତ ପଠନ କରିଥିଲେ ମହିଳା ।
Read More...

ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳ ଷ୍ଟେସନ୍‌ ରାମ ମନ୍ଦିରରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ରାମ ଲାଲାଙ୍କ ସହର ପରିକ୍ରମଣ ହୋଇଯାଇଛି । ପବିତ୍ର ରାମ ନବମୀ ଅବସରରେ ରାମ ଲାଲାଙ୍କ ଜନ୍ମଦିନ ମହାସମାରୋହରେ ଛତ୍ରପୁର ସହରରେ ସର୍ବତ୍ର
Read More...

ସାବାସ୍‌ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାପାର ପଚା ଶବର ପାଖ ମାଡ଼ିବାକୁ ଆଜିର ଯୁଗରେ ଅନେକ କ୍ଷେତ୍ରରେ ଜନ୍ମକଲା ପୁଅ ବି ପଛଘୁଂଚା ଦେଉଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ବେଶ୍‌ ମହାନତା ଦେଖାଉଥିବା ଦୃଷ୍ଟିକୁ ଆସୁଛି । ଏଭଳି ଏକ ଖବର ସାରା ବଲାଙ୍ଗିର ସହରରେ
Read More...

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

ଟିଟିଲାଗଡ, (କେପିଏନ୍‌ଏସ୍‌) : ପୁଣ୍ୟାତ୍ମା ସଚ୍ଚିକାନ୍ତ ରଥଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରି ସିନିଅର୍‌ ସିଟିଜେନ୍‌ ଏସୋସିଏସନ୍‌ ଟିଟିଲାଗଡ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶଚିକାନ୍ତ ରଥ ଏସୋସିଏସନ୍‌ର ଜଣେ କର୍ମଠ
Read More...

୪୫ ଗ୍ରାମର ବ୍ରାଉନ ସୁଗାର ଜବତ : ଜଣେ ଗିରଫ

ଯାଜପୁର : ଯାଜପୁର ହରିଣ ଛକ ନିକଟରୁ ୪୫ ଗ୍ରାମର ବ୍ରାଉନ ସୁଗାର ଜବତ । ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଯାଜପୁର ହରିଣ ନିକଟରେ ଜଣେ ଯୁବକ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ଆଣିଥିବା ସମୟରେ ଖବର ପାଇ ଯାଜପୁର ଟାଉନ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରିଥିଲେ ।
Read More...