Daily Archives

ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ସଫଳତା

ମାଲକାନଗିରି : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ସଫଳତା । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ପୋଲିସ ହାତରେ ଧରାପଡିଲେ ୪ ଗଞ୍ଜେଇ ଚାଲାଣକାରୀ । ବାଲିମେଳା ଛକରେ ପୋଲିସ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଚାରି ଜଣ ଅଜଣା ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିଲେ ।
Read More...

ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ, ୪ ଅସୁସ୍ଥ

କଣ୍ଟିଗଡ଼ିଆ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣ୍ଟିଗଡ଼ିଆ ପଞ୍ଚାୟତ ପିପଳିଡିହ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି । ମୃତକ ଏହିଗ୍ରାମର ପ୍ରାକ୍ତନ ୱାର୍ଡସଭ୍ୟ ଗଙ୍ଗାଧର ମହାପାତ୍ର(୭୨) । ସୂଚନା ଅନୁସାରେ ଆଜି ଗାଁ ଆରପଟ ନସିଡ଼ିପୁର
Read More...

ଲକ୍ଷ୍ମୀବସ୍ ଓ ବାଇକ୍ ମଧ୍ୟରେ ଧକ୍କା : ୧ ମୃତ, ୧ ଗୁରୁତର

କଣ୍ଟାମାଳ : ମଙ୍ଗଳବାର ସକାଳ ୮ଟା ସମୟରେ କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁସାରେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହନନ୍ଦିଆ କୌଣସି କାମରେ
Read More...

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା : ଦୁଇ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡ୍‌ ଛକ ଉପରେ ଘଟିଛି ଦୁର୍ଘଟଣା । ପଙ୍କ ବୋଝେଇ ଟ୍ରକ୍‌କୁ ପିଟିଲା ଫ୍ଲାଏଆସ୍ ବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣାରେ ଦୁଇ ଗୁରୁତର ଡ୍ରାଇଭରଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଛି । ଖବର ଅନୁଯାୟୀ, କଟକ ପଟୁ ଓଆର୍‌୦୯ଏନ୍‌ଏନ୍‌୨୫୨୪ ନମ୍ବର
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାମଚନ୍ଦ୍ର ପଟେଲ ଯୋଗଦେଇ ହିନ୍ଦୁ ନବବର୍ଷର ମହତ୍ତ୍ଵ ବିଷୟରେ ଆଲୋକପାତ
Read More...

ହାତୀ ଆକ୍ରମଣରେ ଜଣେ ଯୁବକ ମୃତ

ବାଙ୍କୀ : ହାତୀ ଆକ୍ରମଣରେ ଜଣେ ଯୁବକ ମୃତ । ବାଙ୍କୀ ଡମପଡା ଗୟଳବାଙ୍କ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ଗୟଳବାଙ୍କ ଗ୍ରାମର ବାଙ୍କ ସାହୁ । ସୂଚନାନୁଯାୟୀ ସୋମବାର ରାତିରେ ବାଙ୍କୀ ଡମପଡା ଚନ୍ଦକା ଅଭୟାରଣ୍ୟରୁ ହାତୀ ଫସଲ ଖାଇବାକୁ ଆସିଥିଲେ । ଏହି ସମୟରେ ବାଙ୍କ
Read More...

ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସାମ୍ୱାଦିକ ସମ୍ମିଳନୀ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଏକ ହୋଟେଲରେ ବରଗଡ଼ ଜିଲ୍ଲାର ସାମ୍ୱାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା, ଲୋକଙ୍କ ବିସ୍ଥାପନ, ସ୍ଥାନୀୟ ନିଯୁକ୍ତି ପ୍ରତି ଦୃଷ୍ଟି ଦେବେ । ସେହିପରି ବରଗଡ଼ ଜିଲ୍ଲାରେ ୩୧୦୦ ଟଙ୍କା ଧାନ
Read More...

ଭାରତୀୟ ଜନତା ପାର୍ଟରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ : ପିପିଲିର ଲଢୁଆ ସଂଗଠକ ଯୁବ ନେତା ରାଧାମୋହନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲିର ଲଢୁଆ ସଂଗଠକ ଯୁବ ନେତା ତଥା ସମାଜସେବୀ ଭାରତୀୟ ଜନତା ପାର୍ଟରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ନିକଟକୁ ପଠାଇଥିବା ରାଧାମୋହନ ସୂଚନା ଦେଇଛନ୍ତି ।
Read More...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ…

ଭୁବନେଶ୍ୱର, (ପିଆଇବି) : ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 'ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ୨୦୨୪ ଏପ୍ରିଲ ୮ରୁ ୧୦
Read More...

ଘୁଷୁରାମୁଣ୍ଡା ଗ୍ରାମରେ କୋଶଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଗାଁକୁ ଚାଲ ଅଭିଯାନ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀର୍ଘ ଚାରି ଦଶନ୍ଧି ଧରି କୋଶଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦେବା, ପ୍ରାଥମିକ ସ୍ତରରେ ପିଲାଙ୍କୁ କୋଶଲି ଭାଷାରେ ଶିକ୍ଷାଦାନ, କୋଶଲି ଭାଷା ଗବେଷଣା କେନ୍ଦ୍ର ସ୍ଥାପନ ଏବଂ ଏକ ଏକାଡେମୀ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଛି, କିନ୍ତୁ ସରକାର ଏ
Read More...
error: Content is protected !!