Daily Archives

ତହଁକ୍ କୁଟୁମ୍ ତରଫରୁ ନିଆରା ସାହିତ୍ୟ କାର୍ଯ୍ୟକ୍ରମ : ‘ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍, ତହଁକ୍ ପୁହୁଁଚିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ କୋଶଲୀ ଭାଷାର ଶବ୍ଦ ଗୀତ ପାରମ୍ପରିକ ଜିନିଷର ଆଜିକାଲି ଖୁବ୍ କମ୍ ଦେଖିବାକୁ ମିଳୁଛି । ଆଜିର ଦିନରେ ସମସ୍ତେ ନିଜ ନିଜର ବ୍ୟସ୍ତତା ଭିତରେ ରହି ମାଁ ମାଟିର ଭାଷା ସାହିତ୍ୟକୁ ଭୂଲିଯିବାକୁ ବସିଲେଣି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର
Read More...

ରେଙ୍ଗାଲି ଗ୍ରାମରେ ହାସ୍ୟ କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ରେଙ୍ଗାଲି ଗ୍ରାମରେ ପଣା ସଂକ୍ରାନ୍ତି ବହୁତ୍ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା । ଏହି ଉତ୍ସବକୁ ମୁଖରିତ କରିବା ପାଇଁ ବ୍ୟଙ୍ଗ କବିତା ଆସର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ଡହଡହ ଖରାରୁ ମିଳିବନି ତ୍ରାହି

ଭୁବନେଶ୍ୱର : ଖରାରୁ ଏବେ ନିସ୍ତାର ନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାଳିବ ପ୍ରଚଣ୍ଡ ଖରା । ଆଜି ସକାଳ ସାଢ଼େ ୮ ସୁଦ୍ଧା ୩୦ ଡିଗ୍ରୀ ଉପରେ ରହିଛି ୧୦ ସହର ତାପମାତ୍ରା । ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ୩୨.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରାଦୀପ, ପୁରୀ ଓ
Read More...

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଭାସ ସିଂ

ଭୁବନେଶ୍ୱର : ବଢ଼ୁଛି ବିଜେପିର ବଳ । ବିଜେପିରେ ସାମିଲ ହୋଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି ପ୍ରଭାସ । ବରଗଡ଼ ଆସନରୁ ଚଳିତ ଥର ଟିକେଟ୍‌ ନ ଦେବାରୁ ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଥିଲେ । ଏପ୍ରିଲ୍‌ ୮ରେ
Read More...

ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ସିନାପାଲିରେ ବିଶାଳ ଶୋଭାଯାତ୍ରା

ସିନାପାଲି, (ନିରାକାର ମେହେର) : ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ସ୍ଥାନୀୟ ବଜରଙ୍ଗ ଦଳର ଆହ୍ୱାନରେ ଏକ ବିଶାଳ ଶୋଭାଯାତ୍ରା ଶୁକ୍ରବାର ସଂଧ୍ୟାରେ ହନୁମାନ ମନ୍ଦିରଠାରୁ ବାହାରି ସିନାପାଲି ନଗର ପରିକ୍ରମା କଲାପରେ ଜଗନ୍ନାଥ ମନ୍ଦିର ପରିସରରେ ପହଂଚିଥିଲା ।
Read More...

ଆମ୍ବେଦକର ଜୟନ୍ତୀରେ କ୍ୟାଣ୍ଡଲ ଶୋଭାଯାତ୍ରା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଚାରବାହାଲ ଆମ୍ବେଦକର ବିଚାର ମଂଚ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହିଅବସରରେ ସାପ୍ତାହିକ ବଜାରଠାରୁ ଏକ ବିଶ୍ଵ ଶାନ୍ତି ପାଇଁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମଂଚର ଆବାହକ ନିକୁଞ୍ଜ ବିହାରୀ ଚଲାନ ଓ
Read More...

ବଲାଙ୍ଗିର ରାମଲିଳା ୧୯ରୁ ଅନୁଷ୍ଠିତ ହେବ : ୧୫୦ ବର୍ଷର କାଠମୁଖା ଓ ଛଉ ନୃତ୍ୟ ଝଲସିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚମ ମାଉସୀ ମା ମନ୍ଦିର ରାମଜୀ ନାଟକ ସଂସଦ ସର୍ବ ପୁରାତନ ରାମଲିଳା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ରାମଲିଳା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମଂଚ ଉପରେ ଉପସ୍ଥିତ ଥିଲେ ବାଲମୁକୁନ୍ଦ ବେହେରା, ସଭାପତି ବାସୁଦେବ ବେହେରା, ସାଧାରଣ
Read More...

ଚୋରୀ ମୋଟର ସାଇକଲ ର‍୍ୟାକେଟ ଠାବ : ୪ଟି ମୋଟର ସାଇକଲ ଜବତ, ୪ଜଣ କୋର୍ଟ ଚାଲାଣ

ପୋଲିସର ଖବରଦାତା ସମ୍ମିଳନୀରେ ପ୍ରକାଶ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଚୋରୀ ମୋଟର ସାଇକଲ୍‌ ର‍୍ୟାକେଟ୍‌ ଠାବକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଚୋରୀ ୪ଟି ମୋଟର
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ନୀଳମଣି ମିଶ୍ର ସଭାପତିତ୍ୱ କରି ଥିବା ବେଳେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ବେଦ ପାଠ ଓ ମଙ୍ଗଳାଚରଣ ପାଠ କରିଥିଲେ । ରାଜେନ୍ଦ୍ର ବିଶ୍ୱ
Read More...

ମାଲପଡାରେ ହନୁମାନ ଜୟନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ମାଲପଡା ହନୁମାନ ମନ୍ଦିରଠାରେ ହନୁମାନ ଜୟନ୍ତି ପାଳିତ ହୋଇଯାଇଛି । ମନ୍ଦିରରେ ବିଧିବିଧାନ ସହ ଶ୍ରୀରାମ ଭକ୍ତଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବ୍ୟବସ୍ଥା କରାଯାଇଥିଲା । ପୂଜକ ନୀଳକଣ୍ଠ
Read More...