Daily Archives

ଯୋଗ୍ୟ ହିତାଧିକାରୀମାନେ ପ୍ରଶାସନର ଆଢୁଆଳରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଲୋକଙ୍କର ସାମାଜିକ ସୁରକ୍ଷା ନିମନ୍ତେ ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଯୋଜନାରୁ ବଂଚିତ ହେଉଛନ୍ତି । ପଦ୍ମପୁର ବ୍ଲକ୍‌ ଅନ୍ତର୍ଗତ ଭେଉଁରିଆ ପଂଚାୟତର ଦେଉଳି ଗ୍ରାମର
Read More...

ଭୋଟର୍‌ ମୁହାଁ ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର୍‌ ମୁହାଁ ହେଉଛନ୍ତି ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର । ଆଜି ବଲାଙ୍ଗିର ଶାନ୍ତିପଡ଼ା ଛକରେ କଂଗ୍ରେସ ସମର୍ଥକଙ୍କ ସହ ମିଶି ଆଖପାଖ ଲୋକଙ୍କୁ ଭେଟିଛନ୍ତି । ଅଭିନେତାରୁ ନେତା ହୋଇଛନ୍ତି ମନୋଜ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ
Read More...

କଅଗାଁରେ ସମରେନ୍ଦ୍ର ନରସିଂହଙ୍କ ସାଧାରଣ ସଭା : ପଳାୟନପନ୍ଥୀ ରାଜନୀତି ଚଳିବ ନାହିଁ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୀତିର ପ୍ରକୃତ ଅର୍ଥ ଲୋକଙ୍କ ସେବା କରିବା । କିନ୍ତୁ ରାଜତନ୍ତ୍ର ସମୟରେ ବଲାଙ୍ଗିରରେ ଏକଛାତ୍ରବାଦୀ ଶାସନ ଚଳେଇ ସରିଲାପରେ ପୁଣି ଗଣତନ୍ତ୍ରକୁ ନିଜ କବ୍‌ଜରାରେ ରଖି ଏଠାକାର ସମାନ୍ତବାଦୀମାନେ ବହୁବର୍ଷ ଧରି ରାଜନୈତିକ କ୍ଷମତା ପାଇ ମଧ୍ୟ ବଲାଙ୍ଗିର
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିରରେ ଶିବ ଶଙ୍କର ଖୁଆସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ମହାସଂଘର ସଂପାଦକ ପ୍ରହଲ୍ଲାଦ ମହାପାତ୍ରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି
Read More...

ଅଲ୍‌ ଓଡିଶା ଆର୍ଟିଷ୍ଟ କ୍ରିକେଟ୍‌ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌ଠାରେ ବଲାଙ୍ଗିର ଯୁବ କଳାକାର ସଂଘର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଅଲ୍‌ ଓଡିଆ ଆର୍ଟିଷ୍ଟ ପ୍ରିମିୟମ୍‌ ଲିଗ୍‌ ୨୦୨୪ ସିଜନ -୩କୁ ସମାଜସେବୀ ଶ୍ରୀକର ମିଶ୍ର ଉଦ୍‌ଘାଟନ କରିଥିଲେ । ଆଜିର ଏହି ପ୍ରଥମ ଦିନ ସବୁ
Read More...

ଆଇ. ଆର. ଇ.ଏଲ୍.ର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନୂତନ ଧାର୍ଯ୍ୟ ପେନ୍‌ସନ୍‌ ପ୍ରଦାନ ପାଇଁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧିନସ୍ଥ ଛତ୍ରପୁର ନିକଟସ୍ଥ ମାଟିଖାଲଠାରେ ଅବସ୍ଥାପିତ ପ୍ରତିଷ୍ଠିତ ବୃହତ୍ତ ଶିଳ୍ପ - ଅନୁଷ୍ଠାନ ଆଇ. ଆର. ଇ.ଏଲ୍.ର ଅବସର ପ୍ରାପ୍ତ କର୍ମଚାରୀ ସଂଘ ଆନୁକୁଲ୍ୟରେ, ସଂଘ ସଭାପତି ସୂର୍ଯ୍ୟକାନ୍ତ ପାତ୍ର ଓ
Read More...

ପ୍ରଥମ ଥର ପାଇଁ ‘କମ୍ ମତଦାନ ହାର ଉପରେ ସମ୍ମିଳନୀ’ ଆୟୋଜନ କଲେ ନିର୍ବାଚନ ଆୟୋଗ

ଲୋକସଭା ନିର୍ବାଚନ ୨୦୨୪ରେ ମତଦାନ ହାର ବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ ମହାନଗର ନିଗମ ଆୟୁକ୍ତ ଓ ଜିଲ୍ଲାଗୁଡ଼ିକର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହିତ ହେଲା ବିଚାରବିମର୍ଶଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ପାଇଁ ୨୬୬ ସହରାଞ୍ଚଳ ଓ ଗ୍ରାମୀଣ ସଂସଦୀୟ କ୍ଷେତ୍ର ପାଇଁ କାର୍ଯ୍ୟକାରିତା ଯୋଜନା ପ୍ରସ୍ତୁତ
Read More...

ଫଟାମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତି ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗାଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ପର୍ଶୁ କେତକୀ ନାମକ ଜଣେ ୪୫ ବର୍ଷର ବ୍ୟକ୍ତି ଗତ ୩ ତାରିଖ ବୁଧବାର ଦିନ ଗୋଟାଏ ସମୟରୁ ତାଙ୍କ ଘରୁ କେଉଁଆଡେ ଚାଲିଯାଇଥିବା ସମ୍ପର୍କରେ ବଡଭାଇ ଭଜରାମ କେତକୀ ମୁରିବାହାଲ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛାତ୍ର ମୃତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସହେଲା ବ୍ଲକ୍‌ କୁଚିପାଲି ଗ୍ରାମରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ସୂଚନା କ୍ରମେ ବିଜେପୁରପଡା ନିବାସୀ ନବୀନ ମେହେର ଆଜି ସକାଳ ୧୦ଟା ସମୟରେ ନିଜର ପୁଅ ସମୀର
Read More...

ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ନିର୍ମଳ ଭାବମୂର୍ତ୍ତି, କର୍ମଠ ତଥା ସମୟାନୁବର୍ତ୍ତୀ କର୍ମଚାରୀ ଭାବରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ତାଙ୍କର କାର୍ଯ୍ୟ
Read More...