pakka

ଭୋଟର୍‌ ମୁହାଁ ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର୍‌ ମୁହାଁ ହେଉଛନ୍ତି ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର । ଆଜି ବଲାଙ୍ଗିର ଶାନ୍ତିପଡ଼ା ଛକରେ କଂଗ୍ରେସ ସମର୍ଥକଙ୍କ ସହ ମିଶି ଆଖପାଖ ଲୋକଙ୍କୁ ଭେଟିଛନ୍ତି । ଅଭିନେତାରୁ ନେତା ହୋଇଛନ୍ତି ମନୋଜ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବହୁଚର୍ଚ୍ଚିତ ଅଭିନେତା ମନୋଜ ଏବେ କଂଗ୍ରେସ ସାଂସଦ ଟିକେଟ୍‌ ନେଇ ବଲାଙ୍ଗିର ଲୋକସଭା ଆସନରେ ଲଢ଼ିବେ । ନାମାଙ୍କନ ପତ୍ର ଦାଖଲ୍‌ ପୂର୍ବରୁ ନିଜର ସ୍ଥିତି ସଜାଡ଼ିବାକୁ ବଲାଙ୍ଗିର ଲୋକଙ୍କୁ ମନୋଜ ମିଶ୍ର ଭେଟୁଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

twelve − two =

error: Content is protected !!