Daily Archives

ଆନ୍ତଃଜିଲ୍ଲା ମୋବାଇଲ୍‌ ଫୋନ୍‌ ଚୋରକୁ କାବୁ କଲା ବଲାଙ୍ଗିର ଟାଉନ୍‌ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃଜିଲ୍ଲା ମୋବାଇଲ୍‌ ଫୋନ୍‌ ଚୋରକୁ କାବୁ କଲା ବଲାଙ୍ଗିର ଟାଉନ୍‌ ପୋଲିସ୍‌ । ଏଥିସହିତ ଅଭିଯୁକ୍ତଙ୍କଠାରୁ ୨୨ଟି ଚୋରି ମୋବାଇଲ୍‌ ଫୋନ୍‌ ସହ ଚୋରି ବାଇକ୍‌ ଜବତ୍‌ କରିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ । ଗଂଜାମ ଜିଲ୍ଲା
Read More...

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବକ । ଅଭିଯୋଗକାରୀ ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର ସୁଦପଡ଼ା ନିବାସୀ ସମୀପ୍‌ ବହିଦାର । ସେ ଆଜି ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ଯେ, ଆଜି ଅପରାହ୍ନ
Read More...

ତହଁକ୍ କୁଟୁମ୍‌ର ଆଭାସୀ ହାସ୍ୟ ବ୍ୟଙ୍ଗ କବିତା ଆସର୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇହାଦେ ସଭେ ନିଜର୍ ନିଜର୍ ଭିଡ୍ କବାରେ ହମିସା ଟେନସନ୍ ଥି ରହୁଥିବାର୍ ବେଲକେ ଟଂକା କମାନି କରୁଥିଲେ ବି ମୁହେଁ ହଁସି ନାଇଁ ଫୁଟବାର୍‌ । ଯାହାକେ ଦେଖଲେ ମୁଇଁ ବିଜି ବଲୁଛନ୍ ଆର୍ ମନ୍ କେ ଦୁଖେ ମାରି ଦେଉଛନ୍। ଇ ସବୁ କେ ଦେଖିକରି ତହଁକ୍ କୁଟୁମ୍‌ର ଗୁଟେ
Read More...

ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ଆଉ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପ- ଗୀତାଞ୍ଜଳି ରାଉତରାୟ, ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲ- ରୋହିତ ପୂଜାରୀ, ତେଲକୋଇ- ମାଧବ ସର୍ଦ୍ଦାର, ତାଳଚେର- ବ୍ରଜ ପ୍ରଧାନ,ନର୍ଲା- ମନୋରମା ମହାନ୍ତି, ବାଲିଗୁଡ଼ା-
Read More...

ବାଲେଶ୍ୱରରେ ପ୍ରତାପଙ୍କ ବିରୋଧରେ ଲଢ଼ିବେ ଲେଖାଶ୍ରୀ

ବାଲେଶ୍ୱର : ବିଜେଡି ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିଛି । ଏଥିରେ ଲୋକସଭା​ ପାଇଁ ବାକି ରହିଥିବା ଏକମାତ୍ର ବାଲେଶ୍ୱର ଆସନରେ ଦଳ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି । ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି
Read More...

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଖଲ୍ଲିକୋଟ୍‌ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ

ଭୁବନେଶ୍ୱର : ଗଂଜାମ ଜିଲ୍ଲା ଖଲ୍ଲିକୋଟ୍‌ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକମାନେ ଗୁରୁବାର ଦିନ ବିଜେପିରେ ସାମିଲ ହୋଇଛନ୍ତି । ସୁଜ୍ଞାନୀଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା
Read More...

ବିପୁଳ ପରିମାଣର ବିଅର ଓ ବିଦେଶୀ ମଦ ଜବତ : ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଅବକାରୀ ଥାନା ଆଗଲପୁର ବ୍ଲକର ବିନ୍ଧାପାଲି ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଅର ଓ ବିଦେଶୀ ମଦ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ବଲାଙ୍ଗିର ମୋବାଇଲ ଅବକାରୀ ସ୍କ୍ୱାର୍ଡ, ପାଟଣାଗଡ
Read More...

ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

● ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ ଆସନ ଏବଂ ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯ ବେତୁଲ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୭ ମେ ୨୦୨୪ରେ ହେବ ମତଦାନ● ସମସ୍ତ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର
Read More...

ଜାଲିଆତି ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜମି ରେଜିଷ୍ଟ୍ରେସନ୍‌ ମହଙ୍ଗା ପଡିଲା : ବନ୍ଧା ହେଲେ ୨ ଅଭିଯୁକ୍ତ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଜାଲିଆତିରେ ପ୍ରସ୍ତୁତ କରିଥିବା ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜମି ରେଜିଷ୍ଟ୍ରେସନ୍‌ କରିବା ବିକ୍ରେତା ଓ ମଧ୍ୟସ୍ଥିଙ୍କୁ ମହଙ୍ଗା ପଡିଛି । ଏଭଳି କାର୍ଯ୍ୟ ଧରା ପଡିବା ପରେ ଉଭୟେ ଆଜି କୋର୍ଟ ଚାଲାଣ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କଲମପୁର
Read More...

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ୪୦ରୁ ଅଧିକ ମହିଳା ପୁରୁଷ : ସମରେନ୍ଦ୍ରଙ୍କ ନେତୃତ୍ୱ ପ୍ରତି କଲେ ଆସ୍ଥା ପ୍ରକଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪.୩୦ ମି.ରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ଅଏଁଲାପାଲି ଗାଁର ୪୦ରୁ ଅଧିକ ମହିଳା ଓ ପୁରୁଷ ବିଜୁ ଜନତା ଦଳ ଛାଡି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।
Read More...