pakka

ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

bbehera

ଭୁବନେଶ୍ୱର : ଆଉ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପ- ଗୀତାଞ୍ଜଳି ରାଉତରାୟ, ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲ- ରୋହିତ ପୂଜାରୀ, ତେଲକୋଇ- ମାଧବ ସର୍ଦ୍ଦାର, ତାଳଚେର- ବ୍ରଜ ପ୍ରଧାନ,ନର୍ଲା- ମନୋରମା ମହାନ୍ତି, ବାଲିଗୁଡ଼ା- ଚକ୍ରମଣି କହଁର, ଭୁବନେଶ୍ୱର ମଧ୍ୟ- ଅନନ୍ତ ନାରାୟଣ ଜେନା । ଏହି ଆସନ ପାଇଁ ବାଦ ବିବାଦ ଲାଗି ରହିଥିଲା । ଏବେ ପୁଣି ଅନନ୍ତଙ୍କୁ ରିପିଟ୍‌ କରିଛି ଦଳ । ଅନ୍ୟପଟେ ବାଲେଶ୍ୱର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

jay balangir
Leave A Reply

Your email address will not be published.

9 − four =

error: Content is protected !!