Daily Archives

ଶାରଳା ସାଂସ୍କୃତିକ ପରିଷଦର ୫୩ତମ ବାର୍ଷିକୋତ୍ସବ ଆସନ୍ତା ୧୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ଆଧ୍ୟାତ୍ମିକ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ୫୩ତମ ବାର୍ଷିକୋତ୍ସବ ଆସନ୍ତା ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ସେକ୍ଟର ୬ସ୍ଥିତ ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ
Read More...

ବଦଳିବ ପାଗ : ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ପୁଣି ଫେରିବ ତାତି । ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ ଦିନ ଯାଏଁ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ଆକଳନ କରିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଂଟା ଯାଏଁ ପାଗରେ
Read More...

ଡ୍ୟୁଟି କରୁଥିବା ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍

ବରଗଡ଼ : ଟ୍ରକ୍ ଧକ୍କାରେ ଚାଲିଗଲା ତିନିଜଣଙ୍କ ଜୀବନ । ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଶୋକା କମ୍ପାନିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍ । ଘଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ
Read More...

ବିଜେଡି ଦଳ ଛାଡିଲେ ସରୋଜ ଓ ଜ୍ୟୋତି ପାଣିଗ୍ରାହୀ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୫ ବର୍ଷ ହେଲା ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ରହିଆସିଥିବା ବରିଷ୍ଠନେତା ସରୋଜ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଜ୍ୟୋତି ପାଣିଗ୍ରାହୀ ଆଜି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ସେମାନେ ଦଲର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ
Read More...

ଡାଲିର ସାପ୍ତାହିକ ଷ୍ଟକ୍ ଘୋଷଣା ଲାଗୁ କରିବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରର ନିର୍ଦ୍ଦେଶ

ପ୍ରମୁଖ ବନ୍ଦର ଓ ଡାଲି ଶିଳ୍ପ କେନ୍ଦ୍ର ଗୋଦାମରେ ମହଜୁଦ ଥିବା ଡାଲି ଯାଞ୍ଚ କରାଯାଉ : ଖାଉଟି ବ୍ୟାପାର ବିଭାଗଷ୍ଟକ୍ ସୂଚନା ପୋର୍ଟାଲରେ ମିଥ୍ୟା ତଥ୍ୟ ଦେଉଥିବା ଷ୍ଟକ ହୋଲ୍ଡିଂ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନୂଆଦିଲ୍ଲୀ,
Read More...

ହାପି ମୋମେଣ୍ଟ୍‌ସ୍‌ ଇଣ୍ଡିଆ ତରଫରୁ ଜୟଦେବ ଭବନରେ ଉତ୍କଳ ପ୍ରତିଭା ରତ୍ନ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ରାଉରେକଲାର ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟ୍‌ସ୍‌ ତରଫରୁ ଜୟଦେବ ଭବନରେ ଊତ୍କଳ ପ୍ରତିଭା ରତ୍ନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା
Read More...

ଜାତୀୟ ନିରାପଦ ମାତୃତ୍ୱ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୀବନର ଚମତ୍କାରତା ପ୍ରାୟତଃ ମାତୃତ୍ୱ ପ୍ରାପ୍ତି ସହିତ ଆରମ୍ଭ ହୁଏ । ଏହା ଏକ ଅପାର ଆନନ୍ଦ, ପ୍ରତୀକ୍ଷା, ଏବଂ ମା' ଏବଂ ଶିଶୁ ମଧ୍ୟରେ ଏକ ଗଭୀର ସଂଯୋଗର ସମୟ । ତଥାପି ଭାରତରେ ବହୁତ ମହିଳାଙ୍କ ପାଇଁ ମାତୃତ୍ଵ ପ୍ରାପ୍ତି ଏବଂ ସନ୍ତାନ ଜନ୍ମ ଅନେକ
Read More...

ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର

ମାଲକାନଗିରି : ଜଙ୍ଗଲରେ ମହୁଲ ସଂଗ୍ରହ କରୁଥିବାବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ । ଗୁରୁତର ଜଣଙ୍କ ହେଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପଲାରିପଦର ଗାଁର ବୁଦୁରା ମାଝିଙ୍କ ନାବାଳକ ପୁଅ ରମେଶ (୧୬) । ଗାଁ ନିକଟରେ ଥିବା ଜଙ୍ଗଲକୁ ରମେଶ ମହୁଲ ସଂଗ୍ରହ
Read More...

ଓମ୍‌ପ୍ରକାଶ ଚାନ୍ଦଙ୍କ ପତ୍ନୀ ବିୟୋଗ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ବ୍ୟବସାୟୀ ସୋମରାଜ ଗ୍ରୁପର ମାଲିକ ଓମ୍‌ପ୍ରକାଶ ଚାନ୍ଦଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଚାନ୍ଦ(୫୫)ଙ୍କର ଦେହାନ୍ତ ହୋଇଯାଇଛି । ସେ ପ୍ରାୟ ୨ମାସ ହେଲା ପ୍ଲିହାସଂକ୍ରମଣ ରୋଗରେ ଆକ୍ରାନ୍ତହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ
Read More...

କାର୍ ଧକ୍କାରେ ଜଣେ ମୃତ : ୨ ଜଣ ଗୁରୁତର

ଗୋପ : କୋଣାର୍କ ରାସ୍ତାର ବାୟାକୁଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୁରୁବାର ସକାଳୁ ଏକ କାର୍ ଦୁଇ ମହିଳାଙ୍କୁ ଧକ୍କା ଦେଇ ପରେ ଏକ ବାଇକ୍‌କୁ ପିଟି ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ବଡମଠ ଗ୍ରାମର
Read More...
error: Content is protected !!