Daily Archives

ଉତ୍ତମ ଶିକ୍ଷା ଲୋକଙ୍କ ଆର୍ଥିକ ଉନ୍ନତି କରିବ : ସମରେନ୍ଦ୍ର

ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାର ଦାୟୀ : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨୧ର ଖରସେଲପଡାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ମହିଳା ସମ୍ମିଳନୀରେ ବଲାଙ୍ଗିର ବିଧାନସଭା ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ
Read More...

ପଦ୍ମଶ୍ରୀ ଭାଗବତଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କଲେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭାରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଧାୟକ ପ୍ରାର୍ଥୀ ସନତ ଗଡତ୍ୟା ଓଡ଼ିଶାର ଗର୍ବ ଗୌରବ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କ ବାସଭବନକୁ ସାକ୍ଷାତ କରିବା ସହ ଆଶୀର୍ବାଦ ଭିକ୍ଷା
Read More...

ଗଞ୍ଜେଇ ସହ ନାବାଳକ ଗିରଫ

ଗୁଡଭେଲା : ତୁଷୁରା ଅବକାରୀ ବିଭାଗ ଏକ ବାଇକରୁ ୧୪ କେ.ଜି. ଗଞ୍ଜେଇ ଜବତ କରିବା ସହ ଜଣେ ନାବାଳକଙ୍କୁ ଗିରଫ କରିଛି । ଗୁଡଭେଲା- ତୁଷୁରା ରାସ୍ତାରେ ଅବକାରୀ କର୍ମଚାରୀ ପାଟ୍ରୋଲିଂ କରି ଗାଡି ମଟର ଯାଞ୍ଚ କରୁଥିଲେ । ଏହି ସମୟରେ ଦୁଇଟି ବାଇକ ଦ୍ରୁତ ଗତିରେ ଆସୁଥିଲା । ହଠାତ୍ ଅବକାରୀ
Read More...

୭.୮ କେ.ଜି. ଗଞ୍ଜେଇ ଜବତ : ୨ ଗିରଫ

ବୀରମହାରାଜପୁର : ବୀରମହାରାଜପୁର ପୁଲିସ ରକ୍ସା ଛକରୁ ବାଇକ ସହ ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମଣିକୁତି ଗ୍ରାମର ମଙ୍ଗୁଲୁ ସାହୁ ଏବଂ ପ୍ରଦୀପ ସାହୁ ବୋଲି ଜଣାପଡ଼ିଛି । ଏହାସହ ଅଭିଯୁକ୍ତଙ୍କ ପାଖରୁ ନଗଦ ୧୫୦୦ ଟଙ୍କା
Read More...

ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଳକ

ଅଯୋଧ୍ୟା : ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ । ରାମ ନବମୀରେ କରିବେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ । ସୂର୍ଯ୍ୟ କିରଣରେ ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ । ଅପେକ୍ଷା ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ । ଦୀର୍ଘ ୫ ଶହ ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ
Read More...

ପୋଲିସକୁ ଟାଟୁ ମନା; ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଟାଟୁ କରିପାରିବେନି ପୋଲିସ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ଯବାନମାନଙ୍କୁ ଟାଟୁ କରିବାକୁ ମନା କରାଯାଇଛି । ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ ଏହି
Read More...

ଜିଲ୍ଲାପାଳଙ୍କୁ ଅଭିଭାବକ ସଂଘର ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନ୍ୱେଷା ଯୋଜନା ଓ ଶିକ୍ଷା ଅଧିକାର ଆଇନକୁ ଘରୋଇ ଶିକ୍ଷାନୁଷ୍ଠାମାନେ ବେଖାତିର କରୁଥିବାରୁ ବଲାଙ୍ଗିର ଜିଲ୍ଲା ଅଭିଭାବକ ସଂଘ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛି । ଏହା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବଲାଙ୍ଗିର
Read More...

କଣ୍ଟାବାଞ୍ଜିରେ ବିଧାୟକ ସାଲୁଜାଙ୍କ ବିରାଟ କଂଗ୍ରେସ ସମ୍ମିଳନୀ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର ଦିନ ଏକ ବିରାଟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ନିର୍ବାଚନ ମଣ୍ଡଳିର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ସହିତ ଏନ୍‌ଏସିର ସହସ୍ରାଧିକ କର୍ମିି ସହିତ ବିଭିନ୍ନ
Read More...

ପଦ୍ମ ଛାଡ଼ି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ‌ ପ୍ରଭାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମ ଛାଡ଼ି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ‌ ପ୍ରଭାସ କୁମାର ପାଣିଗ୍ରାହୀ । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବଲାଙ୍ଗିର ବିଜେପିର ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ବିଜେଡି ସହିତ ସାମିଲ୍ ହୋଇଛନ୍ତି ।
Read More...

ଅବକାରୀ ବିଭାଗ ଦ୍ୱାରା ୮ କେ.ଜି. ମହୁଲ ଫୁଲ ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ୧ କୋର୍ଟ ଚାଲାଣ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଂଚଳରୁ ୮ କେ.ଜି ମହୁଲ ଫୁଲ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି
Read More...