Daily Archives

ନିର୍ଝରିଣୀ ଆନୁକୂଲ୍ୟରେ ପତ୍ରିକା ଉନ୍ମୋଚନ : କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ମିଳିତ ଆନୁକୂଲ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ଅବସରରେ ବିବିଧ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…
Read More...

ବିଜେପୁର ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଥ୍‌ ବିଜୟ ଅଭିଯାନ

ବରଗଡ଼, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନ ଉପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପୁର ସ୍ଥିତ ଜମିଦାରଙ୍କ ବାସଭବନ ପରିସରରେ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ତାଲପଦରରୁ ପଡା ଛକ ଦେଇ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବିଜେପୁର ସହର ପରିକ୍ରମା…
Read More...

ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀର ସାମ୍ବାଦିକ ସମ୍ମିଳନୀ : ରେକିର କାର୍ଯ୍ୟକ୍ରମ ଆସନ୍ତା ୧୪ରେ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀ ସମୂହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ଆସନ୍ତା ୧୪ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନଠାରେ ଆୟୋଜନ କରିବାକୁଯାଉଛି । ଏ ସମ୍ପର୍କରେ ରାଉରକେଲା କ୍ଲବ୍‌ଠାରେ…
Read More...

ରାସ୍ତା ପ୍ରଶସ୍ତିକରଣ ଆଳରେ ଅବାଧ ଗଛ କଟା ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ କଣାସ ରାସ୍ତାର ପ୍ରଶସ୍ତିକରଣ ଆଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବନବିଭାଗ ତରଫରୁ ଦଶବର୍ଷ ତଳେ ଲାଗି ଥିବା ବଡ଼ ବଡ଼ ଫୁଲ, ଫଳ ଓ ଔଷଧୀୟ ବୃକ୍ଷ ସମୂହକୁ ଯୁଦ୍ଧ କାଳୀନ ଭିତ୍ତିରେ ଡ୍ରୋଜର୍‌ ଲଗାଇ ଉପାଡି ଦିଆଯାଇଛି । ରାସ୍ତାର ପ୍ରଶସ୍ତିକରଣ…
Read More...

ଛତ୍ରପୁରରେ ତେଲୁଗୁ ନବବର୍ଷ ଉଗାଦି ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ରେ ତେଲୁଗୁ ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ତେଲୁଗୁ ନବବର୍ଷ ଉଗାଦି ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ବିଧିବଦ୍ଧ ଭାବେ ଯଥାରୀତିରେ ପୂଜାର୍ଚ୍ଚନା ସହ ନୂତନ ତେଲୁଗୁ…
Read More...

ଗାଧୋଇବାକୁ ଯାଇ ଗୋଡ଼ ଖସି ବୁଡ଼ି ଯାଇଥିଲେ ବୃଦ୍ଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସାନନୋଳିଆ ନୂଆଁ ଗାଁର ବାସିନ୍ଦା ସିକିଟି ରାମାୟା (୫୩) ନିଜ ଗାଁର ପୋଖରୀକୁ ମଙ୍ଗଳବାର ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ଗୋଡ଼ ଖସି ପାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ରାମାୟା ପାଣିରେ ବୁଡ଼ି ଯାଇ ତାଙ୍କର…
Read More...

ପୁଣି କଲବଲ କରିବ ତାତି

ଭୁବନେଶ୍ୱର : ଆସନ୍ତା ୧୩ ତାରିଖଠାରୁ ରାଜ୍ୟରେ ପୁଣି ବଢିବ ତାତି । ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଏମିତିକି କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା…
Read More...

ଆନ୍ତର୍ଜାତୀୟ ସେଫଟିପିନ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଏପ୍ରିଲ ୧୦ରେ "ଆନ୍ତର୍ଜାତୀୟ ସେଫଟିପିନ୍ ଦିବସ" ପାଳନ କରାଯାଏ । ସେଫଟିପିନ୍ ଏକ ଛୋଟିଆ ସରଳ ଉପକରଣ ହୋଇପାରେ, ତେବେ ଏହା ଅତ୍ୟନ୍ତ ଉପଯୋଗୀ ଅଟେ । ଅନେକ କ୍ଷେତ୍ରରେ ସେଫଟିପିନ୍ ବ୍ୟବହୃତ ହୁଏ । ଉଦାହରଣ ସ୍ୱରୂପ, ଏହା ସାଜସଜ୍ଜା ଭାବରେ…
Read More...

ଅତାବିରା ଏନ୍‌ଏସି ସ୍ତରୀୟ ଭାଜପା ନିର୍ବାଚନୀ କାର୍ଯ୍ୟାଳୟ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ଏନ୍‌ଏସି ସ୍ତରୀୟ ଭାଜପା ନିର୍ବାଚନୀ କାର୍ଯ୍ୟାଳୟ ଅଗ୍ରସେନ ଭବନ ସାମ୍ନାରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ସ୍ଥାନୀୟ ଅତାବିରା ବିଧାୟକ ପ୍ରାର୍ଥୀ ନିହାର…
Read More...

ଭାଜପା ମହାସମାବେଶରେ ଯୋଗଦେଲେ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅତାବିରା ବ୍ଲକ ଲରାସରା ଗ୍ରାମ ପଞ୍ଚାୟତର କର୍ମୀଟିକ୍ରାରେ ମଙ୍ଗଳବାର ଅନୁଷ୍ଠିତ ମହାସମାବେଶରେ ଭାଜପା ଦେଖାଇଛି ଏକତା । ଦୀପକ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଏକତା ସମାବେଶରେ ବରଗଡ଼ ଲୋକସଭା ପ୍ରାର୍ଥୀ…
Read More...